ଖେଳ

ପାକିସ୍ତାନର ପରାଜୟ ପରେ ରାଗିଗଲେ ପିସିବି ସଭାପତି, ଭାରତୀୟ ଖବରଦାତାଙ୍କ ଫୋନ ଛଡାଇନେଲେ

ଦୁବାଇ,୧୨।୯: ଏସିଆ କପ୍‌ ୨୦୨୨ ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ଏବଂ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ...

ଏସିଆ କପ୍‌ ଚାମ୍ପିଅନ୍‌ ଦଳକୁ ମିଳିଲା ଏତିକି ଟଙ୍କା ପୁରସ୍କାର ରାଶି

ଦୁବାଇ,୧୨।୯: ଏସିଆ କପର ୧୫ତମ ସିଜନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିଛି। ସାମଗ୍ରିକ ଭାବେ ଏହା ହେଉଛି ଦଳର ଷଷ୍ଠ ଟାଇଟଲ। ଭାରତ...

ରଣଜୀ କ୍ରିକେଟରଙ୍କୁ ମନ ଦେଇ ବସିଲେ ବେଦା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି ଗତ କିଛି ଦିନ ହେବ ଦଳରୁ ବାଦ୍‌ ପଡିଛନ୍ତି। ସେ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ବେଦା ନିଜେ...

ଦୁଲୀପ୍‌ ଟ୍ରଫି: ସେମିରେ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ

ଚେନ୍ନାଇ/ ପୁଡୁଚେରୀ, ୧୨ା୯ (ପିଟି) : ଦୁଲୀପ୍‌ ଟ୍ରଫିର ସେମି ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍‌। ଚେନ୍ନାଇରେ ପଶ୍ଚିମାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ପୁଡୁଚେରୀରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚ ଖେଳା ଯାଇଥିଲା।...

ସ୍ବିଟେକ୍‌ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ

ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍‌ ଜିତିଲେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍‌। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ପୂର୍ବରୁ ଦୁଇଥର ରୋଲାଣ୍ଡ ଗ୍ୟାରସ୍‌(ଫ୍ରେଞ୍ଚ ଓପନ) ଜିତି ସାରିଥିବା ସ୍ବିଟେକ୍‌...

ଏସିଆ କପ୍‌ ଟାଇଟଲ ହାତେଇଲା ଶ୍ରୀଲଙ୍କା

ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍‌ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍‌ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା...

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ...

ଏସିଆ କପ ଫାଇନାଲ୍‌: ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୧୧।୯:ଏସିଆ କପ ଟି-୨୦ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟାଇଟଲ ମ୍ୟାଚରେ ପାଞ୍ଚ ଥର ଚାମ୍ପିୟନ ଶ୍ରୀଲଙ୍କା ଏବଂ ଦୁଇଥର ଚାମ୍ପିୟନ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ...

ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା

ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ନଶିମ ସୁପର-୪ ରାଉଣ୍ଡ ଆଫଗାନିସ୍ତାନ ବିପକ୍ଷରେ ସେ ଦଳକୁ ଲଗାତାର ଦୁଇଟି ଛକା...

ଆଜି ଫାଇନାଲ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୯: ଏସିଆ କପ୍‌ ୨୦୨୨ର ଫାଇନାଲ ମୁକାବିଲା ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ର ପରିସଂଖ୍ୟାନକୁ ଦେଖିଲେ ପାକିସ୍ତାନ ଟିମ୍‌ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏଯାବତ ଉଭୟ ଦେଶ ମଧ୍ୟରେ ୨୧...

ଚେସ୍‌ ପ୍ରଶିକ୍ଷକଙ୍କ ମାତୃ ବିୟୋଗ

ଭୁବନେଶ୍ୱର, ୧୧ା୯(କ୍ରୀଡ଼ା ପ୍ରତିନିଧି): ରାଜ୍ୟର ଜଣେ ପ୍ରତିଷ୍ଠିତ ଖେଳାଳି ତଥା ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଏସ୍‌.ଆର. ଚେସ୍‌ ଏକାଡେମୀର ମାର୍ଗଦର୍ଶକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଧର୍ମପନତ୍ୀ ଅନସୂୟା ପଟ୍ଟନାୟକ ଶନିବାର ସକାଳ ୮ଟାରେ ୯୨ ବର୍ଷ...

ଫାଇନାଲରେ ଆଲ୍‌କାରେଜ, ରୁଡ୍‌

ନ୍ୟୁୟର୍କ,୧୧ା୯(ପି.ଟି): ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି କାସ୍ପର ରୁଡ୍‌ ଓ କାର୍ଲୋସ ଆଲ୍‌କାରେଜ। ନରଓ୍ବେର କାସ୍ପର ରୁଡ୍‌ ଏକ ୫୫ ଶଟର ରାଲି ସହିତ ଫାଇନାଲରେ ପ୍ରବେଶ କରିଛନ୍ତି। ଲମ୍ବା ରାଲି ସହିତ ଚଳିତ ବର୍ଷର ନିଜର ଦ୍ୱିତୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri