ଖେଳ

କୋହଲିଙ୍କ ଶତକ ପରେ ମୁଣ୍ଡ ନୁଆଁଇ ସଲାମ୍‌ କଲେ ବୃଦ୍ଧ; ଭାଇରାଲ ଭିଡିଓ ଦେଖିଲେ…

ଦୁବାଇ,୯।୯: ଭାରତ-ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମୁକାବିଲାରେ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ବିରାଟ କୋହଲି। ସେ ଲଢ଼ୁଆ ବ୍ୟାଟିଂ କରି ୬୧ ବଲ୍‌ରେ ଅପରାଜିତ ୧୨୨ ରନ୍‌ କରିଥିଲେ। ଏହା...

୧୨୧ରେ ଅଟକିଲା ପାକିସ୍ତାନ

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପାକିସ୍ତାନ ୧୯.୧...

ଅଣ୍ଟାରେ ଲାଗିଛି ଆଘାତ: ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେନି ନୀରଜ

ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା କାରଣ ଚର୍ଚ୍ଚାରେ ରହିଛି। ଏଥିଯୋଗୁ ସେ ଆଗାମୀ ଜାତୀୟ ଗେମ୍ସରେ...

ପାକିସ୍ତାନୀଙ୍କ ସହ ମାର୍‌ପିଟ; ହେଲେ ଭାରତୀୟଙ୍କୁ ଆଲିଙ୍ଗନ କରି ଆଫଗାନ ପ୍ରଶଂସକ ଦେଲେ ସ୍ଲୋଗାନ୍‌

ଦୁବାଇ,୯।୯: ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଦୁଇ ଦଳର ଖେଳାଳିଙ୍କ ବ୍ୟତିତ ପ୍ରଶଂସକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଇଦାନରେ ଖେଳାଳିମାନେ ମୁହାଁମୁହିଁ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ଏବଂ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ...

ବିଶ୍ୱକପ୍‌ ପ୍ରସ୍ତୁତି: ପାକିସ୍ତାନ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍‌

ନୂଆଦିଲ୍ଲୀ,୯।୯: ଏସିଆ କପ୍‌ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍‌ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍‌ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍‌ ମାଥ୍ୟୁ ହେଡେନ୍‌ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ...

ରୋହିତଙ୍କ ହିନ୍ଦୀ ଶୁଣି ହସିଲେ କୋହଲି

ଦୁବାଇ,୯।୯: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ୧୨୨ ରନର ଚମତ୍କାର ଇନିଂସ ଖେଳି ୭୧ ତମ ଶତକର ଅପେକ୍ଷା ଶେଷ କରିଥିଲେ। ଚମତ୍କାର ଇନିଂସ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ସାକ୍ଷାତକାର ଦେଇଥିଲେ। ରୋହିତ ପ୍ରଥମେ...

ଅନେକ ରେକର୍ଡର ଅଧିକାରୀ ହେଲେ କୋହଲି

ଦୁବାଇ,୯।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଦଳ ଜବରଦସ୍ତ ବିଜୟ ହାସଲ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଜିତିବା ପାଇଁ ୨୦ ଓଭରରେ...

ବିଗ୍‌ ସର୍ଭର

ଦ୍ରୁତଗତିରେ ବଲ୍‌ ସର୍ଭ କରି ଏସେସ୍‌ ହାସଲ କରିବାରେ ସମ୍ପ୍ରତି ଆମେରିକା ଟେନିସ୍‌ ତାରକା ଜନ୍‌ ରବର୍ଟ ଇଜନର୍‌ ରେକର୍ଡର ଅଧିକାରୀ ଅଛନ୍ତି। ଏହି ସଫଳତା ତାଙ୍କୁ ‘କିଙ୍ଗ୍‌ ଅଫ୍‌ ଏସେସ୍‌’ ପରିଚୟ ଆଣିଦେଇଛି… କୋଟି କୋଟି ଟଙ୍କା ପ୍ରାଇଜ୍‌...

ଲସ୍‌ ଏଞ୍ଜେଲ୍ସରୁ ଟୋକିଓ

‘ଆଧୁନିକ ଅଲିମ୍ପିକ୍ସରେ ଭାରତ’ର ପ୍ରଥମଭାଗ ଜାତୀୟ କ୍ରୀଡ଼ା ଦିବସ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ୧୮୯୬ରେ ଏଥେନ୍ସରେ ଅନୁଷ୍ଠିତ ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାରୁ ୧୯୨୮ ଆମ୍‌ଷ୍ଟରଡାମ୍‌ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସ୍ଥାନ ପାଇଥିଲା। ଦ୍ୱିତୀୟ ଭାଗରେ ୧୯୩୨ର ଲସ୍‌...

ଇତିହାସ ରଚିଲେ ସୁନା ପୁଅ

ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୮୮.୪୪ ମିଟର ଜାଭେଲିନ ଥ୍ରୋରେ ଚେକ ରିପବ୍ଲିକର...

ବିରାଟଙ୍କ ଶତକ ଦେଖି ଅନୁଷ୍କା କହିଲେ…

ଦୁବାଇ,୯।୯: ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ ୨୦୨୨ର ୧୧ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ୩ ବର୍ଷ ପରେ ବିରାଟ କୋହଲି ଏକ ଶତକ ହାସଲ କରିଥିଲେ। ବିରାଟଙ୍କୁ ସବୁଠାରେ ପ୍ରଶଂସା କରାଯାଉଛି। ଏଥିରେ...

ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଦୁବାଇ, ୯ା୯(ପି.ଟି.):ଆଇସିସି ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଯଥାକ୍ରମେ ଅକ୍ଟୋବର ୧୭ ଓ ଅକ୍ଟୋବର ୧୯ରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବ୍ରିସ୍‌ବେନ୍‌ର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri