ଖେଳ

ପ୍ରଣୟ ନମ୍ବର ଓ୍ବାନ୍‌

କୁଆଲାଲାମ୍ପୁର, ୯ା୯ (ପି.ଟି) : ଭାରତୀୟ ଷ୍ଟାର ସଟଲର ଏଚ୍‌ ଏସ୍‌ ପ୍ରଣୟ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଣୟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ର଼୍ୟାଙ୍କିଙ୍ଗରେ ପଦୋନ୍ନତିକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ...

ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଶୁଭସଙ୍କେତ

ଦୁବାଇ,୮ା୯ : ଏସିଆ କପରେ ଭାରତ ଅନ୍ତିମ ସୁପର-୪ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସହ ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ଅପରାଜିତ ୧୨୨ ଓ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ବଳରେ ଭାରତ ଆଫଗାନିସ୍ତାନକୁ ୧୦୧ ରନ୍‌ରେ...

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍‌ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି...

କୋହଲିଙ୍କ ଦମ୍‌ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍‌ର ଟାର୍ଗେଟ

ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ...

ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ କାର୍ଯ୍ୟସୂଚୀ ପ୍ରକାଶ: ଦର୍ଶକଙ୍କୁ ମିଳିବନି ଅନୁମତି

ଦୁବାଇ,୮।୯: ଆଇସିସି ଟି-୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଅକ୍ଟୋବର ୧୭ ଏବଂ ଅକ୍ଟୋବର ୧୯ରେ ଖେଳାଯିବ। ରୋହତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବ୍ରିସ୍‌ବେନ୍‌ର ଗାବାଠାରେ...

ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍‌ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ...

ଏସିଆ କପ୍‌ରେ ଆଜି ଭାରତର ଶେଷ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ

ଦୁବାଇ,୮।୯: ୟୁଏଇରେ ଚାଲିଥିବା ଏସିଆ କପ ୨୦୨୨ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ ଫାଇନାଲ ଦୌଡ଼ରୁ ବାଦ୍‌ ପଡିଛନ୍ତି। ଏହି ମ୍ୟାଚ ଉଭୟ ଦଳ ପାଇଁ ଟୁର୍ନାମେଣ୍ଟର ଶେଷ ମ୍ୟାଚ ହୋଇଥିବାରୁ...

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଖେଳାଳି

ଦୁବାଇ,୮।୯: ୟୁଏଇରେ ଖେଳାଯାଉଥିବା ଏସିଆ କପରେ ବୁଧବାର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଜକର ମୁକାବିଲା ହୋଇଥିଲା। ଶେଷରେ ଏହି ମ୍ୟାଚ୍‌ରେ ବାଜି ମାରିନେଇଥିଲା ପାକିସ୍ତାନ। ପାକିସ୍ତାନ ମାତ୍ର ଗୋଟିଏ ଉଇକେଟରେ ଜିତିବାରେ ସଫଳ ହୋଇଥିଲା। ପ୍ରାୟ ଜିତିଥିବା ଖେଳକୁ...

ପାକିସ୍ତାନଠାରୁ ହାରିବା ପରେ ଆଫଗାନିସ୍ତାନ ପ୍ରଶଂସକ ପିଟିଲେ ପାକ୍ ଦର୍ଶକଙ୍କୁ : ଭିଡିଓ ଭାଇରାଲ

କାବୁଲ, ୮ ।୯: ଏସିଆ କପରେ ବୁଧବାର ହୋଇଥିବା ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ପରେ ଷ୍ଟାଡିୟମରେ ହଙ୍ଗାମା ହୋଇଛି । ପାକିସ୍ତାନଠାରୁ ରୋମାଞ୍ଚକର ପରାଜୟ ପରେ ଆଫଗାନିସ୍ତାନ ପ୍ରଶଂସକମାନେ ଏତେ ପରିମାଣରେ ରାଗି ଯାଇଥିଲେ କି ଷ୍ଟାଡିୟମରେ ଭଙ୍ଗାରୁଜା ଆରମ୍ଭ କରି...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରାକ୍ଟିସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ରାଉରକେଲା ଅଫିସ, ୮।୯: ଆଗାମୀ ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ...

ଭାରତ ବିଦା, ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ

ଦୁବାଇ,୮ା୯(ପି.ଟି): ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା...

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌ ଆଦି ଏକାଧିକ ଖେଳର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ଫଳସ୍ବରୂପ ଓଡ଼ିଶାରେ ବିଶ୍ୱକପ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri