ଖେଳ

ଭାରତ ଆଜି ହଂକଂକୁ ଭେଟିବ

ଦୁବାଇ,୩୧ା୮(ପି.ଟି): ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ। ବୁଧବାର ଯୋଗ୍ୟତାପର୍ଯ୍ୟାୟରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ହଂକଂ ସହିତ ଭାରତ ଏହାର ଦ୍ୱିତୀୟ ମୁକାବିଲା...

ଓଡ଼ିଶା-ଗୁଜରାଟ କ୍ବାଲିଫାୟର-୧

ପୁଣେ, ୩୧ା୮ (କ୍ରୀଡ଼ା ପ୍ରତିନିଧି): ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ମୁମ୍ବାଇ ଖିଲାଡିଜ୍‌...

ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ

ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ ବେରଙ୍ଗର ଆଲୋକମାଳା, ମ୍ୟୁଜିକ୍‌ରେ ଝଙ୍କାର ସହ ଢୋଲ ଏବଂ ଆତସବାଜୀର ରୋଷଣୀରେ...

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮…

ସାରଜା, ୩୦।୮ : ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ସାରଜାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ବାଂଲାଦେଶ ଅଧିନାୟକ ସକିିବ ଅଲ...

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ହଂକଂ ଅଧିନାୟକ; ଜାଣିଲେ ଖୁସି ହେବେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ ଟିମ୍‌ ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ୨୦୨୨ରେ ନିଜର ଯାତ୍ରା ଆରମ୍ଭ କରିଛି। ଏବେ ଦଳ ଗ୍ରୁପ୍‌ ଏର ଦ୍ୱିତୀୟ ମୁକାବିଲା ହଂକଂ ସହ ବୁଧବାର ଖେଳିବ। ଟୁର୍ନାମେଣ୍ଟରେ ହଂକଂର ଏହା ପ୍ରଥମ ମ୍ୟାଚ୍‌। ରୋହିତ...

ପ୍ରଥମେ ଦଳରୁ ବାଦ୍‌, ପରେ ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ…ଏବେ ସାଜିଲେ ‘ମ୍ୟାଚ୍‌ ଓ୍ବିନର’

ନୂଆଦିଲ୍ଲୀ,୩୦।୮: ବିଜୟ ସହ ଏସିଆ କପ୍‌ରେ ନିଜର ଯାତ୍ରା ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୫ ଉଇକେଟରେ ହରାଇଥିଲା। ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ପାଲଟିଥିଲେ ହେଁ ଅନ୍ୟ ଜଣେ ଖେଳାଳି ଏଭଳି ଥିଲେ,...

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ ପୂର୍ବରୁ…

ଟାଉନ୍ସଭିଲ,୩୦।୮: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଏବଂ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ଦଳର ଚିନ୍ତା...

ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ ପରି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଉଠେ।...

କରାଟେ ସ୍କୁଲର ପ୍ରତିଷ୍ଠା ଦିବସରେ କ୍ରୀଡ଼ା ଖବରଦାତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲର ମୁଖ୍ୟ କାର୍ଯ୍ୟାଳୟଠାରେ ୪୨ତମ ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଛି। ଏହି ଅବସରରେ ୬ ଜଣ କ୍ରୀଡ଼ା ଖବରଦାତା ଏବଂ ପ୍ରଶାସକଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ...

ଅମିୟଙ୍କ ଜାତୀୟ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୯।୮ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ରାଇ ବରେଲିରେ ଅନୁଷ୍ଠିତ ୮୭ତମ ସର୍ବଭାରତୀୟ ଆନ୍ତଃ-ରେଲଓ୍ବେ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୦୦ ମିଟରକୁ ୧୦.୨୫ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଆସାମର ଅମ୍ଳାନ ବୋରଗୋହେନ। ସମ୍ପ୍ରତି ଓଡ଼ିଶା...

ଶୀର୍ଷରେ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚେନ୍ନାଇ କୁଇକ୍‌ ଗନ୍ସ ୧୬ (୫୮-୪୨) ପଏଣ୍ଟରେ ମୁମ୍ବାଇ...

ପାକିସ୍ତାନ ଖେଳାଳିଙ୍କ ଇଚ୍ଛା ପୂରଣ କଲେ ବିରାଟ କୋହଲି

ଦୁବାଇ,୩୦।୮: ଏସିଆ କପ ୨୦୨୨ର ଏକ ମ୍ୟାଚ୍‌ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ ସମୟରେ ପାକିସ୍ତାନର ଦ୍ରୁତ ବୋଲର ହରିସ ରୌଫ୍‌ଙ୍କ ଇଚ୍ଛା ପୂରଣ କରିଥିଲେ। ହରିସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri