ଖେଳ

‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ...

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଖାସ୍‌ ମେସେଜ୍‌ ଦେଲେ ଏବି.ଡି. ଭିଲିୟର୍ସ

ନୂଆଦିଲ୍ଲୀ,୨୮।୮: ଏସିଆ କପ୍‌ରେ ଆଜି ଭାରତର ଏବଂ ପାକିସ୍ତାନ ପରସ୍ପରକୁ ଭେଟିଛି। ଏହି ମ୍ୟାଚ୍‌ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟି-୨୦ ମ୍ୟାଚ୍‌ ହେବ। ଏହି ମ୍ୟାଚ...

ପାକିସ୍ତାନ ଅଧିନାୟକଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଲେ ରୋହିତ ଶର୍ମା: ଜବାବ ମିଳିଲା ଏମିତି

ଦୁବାଇ,୨୮।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶଂସକଙ୍କ ସହ ଉଭୟ ଦଳର ଖେଳାଳିମାନେ ମଧ୍ୟ ମ୍ୟାଚ୍‌କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଦୁବାଇ ଗ୍ରାଉଣ୍ଡରେ ଉଭୟ...

୬ ବଲ୍‌ରୁ ୬ ଛକା ମାରିଲେ ରସେଲ୍‌: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୮: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ବିସ୍ଫୋରକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂ ବିଷୟରେ ସମସ୍ତେ ଭଲଭାବେ ଜାଣିଛନ୍ତି। ସେ କିଛି ସମୟ ପଡ଼ିଆରେ ରୁହନ୍ତି, ତେବେ ବିରୋଧୀ ଦଳର ବୋଲରଙ୍କୁ ପ୍ରହାର କରିଥାନ୍ତି। ସିକ୍ସଟି ଟୁର୍ନାମେଣ୍ଟରେ ମଧ୍ୟ ସମାନ କିଛି...

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ ଏହି ମ୍ୟାଚ୍‌

ଦୁବାଇ,୨୭।୮: ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ଏସିଆ କପ୍‌ ୨୦୨୨ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର। ଦୁବାଇ ଷ୍ଟାଡିୟମରେ ଏହି ପ୍ରତିକ୍ଷୀତ ମ୍ୟାଚ୍‌ ଖେଳାଯିବ। ଆସନ୍ତୁ ଜାଣିବା ମ୍ୟାଚ୍‌କୁ ଆପଣ କେବେ, କେଉଁଠି,...

ଡିଜ୍‌ନୀ ଷ୍ଟାରକୁ ଆଇସିସି ମିଡିଆ ରାଇଟ୍‌

ଦୁବାଇ, ୨୮ା୮(ପି.ଟି.): ଭାରତୀୟ ବଜାର ପାଇଁ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସମସ୍ତ ଇଭେଣ୍ଟଗୁଡ଼ିକର ପ୍ରସାରଣ ଅଧିକାର ହାସଲ କରିଛି ଡିଜ୍‌ନୀ ଇଣ୍ଡିଆ। ଖବର ଅନୁସାରେ ମିଡିଆ ରାଇଟ୍‌ ହାସଲ କରିବା ଲାଗି ଡିଜ୍‌ନୀ ଷ୍ଟାରକୁ...

ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚ: ଶ୍ରୀଲଙ୍କାକୁ ୮ ଉଇକେଟରେ ହରାଇଲା ଆଫଗାନିସ୍ତାନ

ଦୁବାଇ, ୨୮ା୮ (ପି.ଟି.): ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚରେ ଆଫଗାନିସ୍ତାନ ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ସହ ୮ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ୧୦.୧ ଓଭରରେ ୧୦୬ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳର...

ଫୁଟବଲପ୍ରେମୀଙ୍କ ବିଜୟ: ଅନୁରାଗ

ଜୁରିକ୍‌/ନୂଆଦିଲ୍ଲୀ,୨୮ା୮:ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ) ଉପରୁ ଫିଫାର ବାସନ୍ଦାଦେଶ ଉଠିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ଏହା ଫୁଟବଲ ଫ୍ୟାନ୍‌ମାନଙ୍କର ବିଜୟ ବୋଲି ଠାକୁର ଅଭିହିତ କରିଛନ୍ତି। ତୃତୀୟ ପକ୍ଷ ହସ୍ତକ୍ଷେପ...

ପ୍ଲେ ଅଫ୍‌ରେ ଓଡ଼ିଶା ଜଗରନଟ୍ସ

ପୁଣେ,୨୮ା୮: ଅଲଟିମେଟ୍‌ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ଓଡ଼ିଶା ଜଗରନଟ୍ସ। କ୍ରମାଗତ ପଞ୍ଚମ ବିଜୟ ସହିତ ଏହି କୃତିତ୍ୱ ହାସଲ କରିଛି ଓଡ଼ିଶା। ଶନିବାର ମୁମ୍ବାଇ ଖିଲାଡିକୁ ୬୦-୩୭ରେ ପରାସ୍ତ କରିଛି। ଶ୍ରୀ...

ମ୍ୟାଚ୍‌ ପୂର୍ବରୁ ରୋହିତଙ୍କ ରଣହୁଙ୍କାର: ଯୋଜନା ପ୍ରସ୍ତୁତ; ଆମେ ନ ଡ଼ରି…

ଦୁବାଇ,୨୭।୮: ରବିବାରଠାରୁ ଏସିଆ କପ୍‌ରେ ଭାରତ ନିଜର ଯାତ୍ରା ଆରମ୍ଭ କରିବ। ଭାରତ ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ପରସ୍ପର ପ୍ରତିନ୍ଦ୍ୱନ୍ଦ୍ୱୀ ଥିବା ଉଭୟ ଦଳର ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ମ୍ୟାଚ୍‌ ପୂର୍ବରୁ ଅଧିନାୟକ...

୧୦ ବର୍ଷରେ ପ୍ରଥମ ଥର ଏମିତି ହୋଇଛି, ମାସେ ଯାଏ ମୁଁ ବ୍ୟାଟ୍‌ ଛୁଇଁନି: କୋହଲି

ଦୁବାଇ,୨୭।୮: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ୁଛି। ଦେଢ଼ ବର୍ଷ ଧରି ବ୍ୟାଟ୍‌ରୁ ଆଖି ଦୃଶିଆ ରନ୍‌ ନ ବାହାରିବା...

କୌଣସି ବି ପରିସ୍ଥିତିରେ ମୁଁ ଦଳକୁ ଜିତାଇବାକୁ ଚାହେଁ: କୋହଲି

ଦୁବାଇ,୨୭।୮: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଏସିଆ କପ୍‌ ମୁକାବିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ହେଲେ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ଉପରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri