ଖେଳ

ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ, ୨୬ା୮: ଏସିଆ କପ୍‌ ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଅନ୍ୟ ଥର ତୁଳନାରେ ଏଥର ମ୍ୟାଚଗୁଡ଼ିକ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର ଓ୍ବାସିମ୍‌...

‘ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍‌ଟିମେଟ ଖୋ ଖୋ’

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଜଗରନଟ୍ସର ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଭୁବନେଶ୍ୱରଭିତ୍ତିକ...

ବାସନ୍ଦ ଉଠାଇଲା ଫିଫା

ଜୁରିଚ୍‌,୨୭ା୮: ପ୍ରଶାସକ କମିଟି (ସିଏଓ)କୁ ସୁପ୍ରିମକୋର୍ଟ କ୍ଷମତାଶୂନ୍ୟ କରିଦେବା ପରେ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବାସନ୍ଦ ଉଠାଇ ଦେଇଛି। ଫଳରେ ଅକ୍ଟୋବରରେ ଭାରତରେ ୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ...

ପାକିସ୍ତାନ ବିପକ୍ଷରେ କ୍ୟାରିୟରର ୧୦୦ତମ ଟି୨୦ ମ୍ୟାଚ୍‌ ଖେଳିବେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୬।୮: ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ ଭାରତ। ଏହି ମ୍ୟାଚ୍‌ ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ପାଇଁ ଐତିହାସିକ। କାରଣ ସେ ନିଜ କ୍ୟାରିୟରର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ। ଏପରି...

ଅକ୍ଟୋବର ୭ରୁ ପ୍ରୋ କବାଡ଼ି ନୂଆ ସିଜନ

ମୁମ୍ବାଇ,୨୬ା୮: ପ୍ରୋ କବାଡ଼ି ଲିଗ (ପିକେଏଲ୍‌)ର ୯ମ ସଂସ୍କରଣ ଅକ୍ଟୋବର ୭ରୁ ଆରମ୍ଭ ହେବ। ଏଥିପାଇଁ ଗତ ଅଗଷ୍ଟ ୫ ଓ ୬ରେ ଖେଳାଳି ନିଲାମ ସରିଛି। ଇଭେଣ୍ଟ ଆୟୋଜକ ମାଶାଲ ସ୍ପୋଟର୍‌ସ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।...

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ ମ୍ୟାଚ୍‌ ପରେ ରୋହିତ ଶର୍ମାଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। ଯାହାକୁ ନେଇ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା !

ଦୁବାଇ,୨୬।୮: ଏସିଆ କପ୍‌ ୨୦୨୨ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା। ପ୍ରଥମେ ଶାହିନ ଆଫ୍ରିଦି ଟୁର୍ନାମେଣ୍ଟରୁ ବାହାର ହୋଇଥିବା ବେଳେ ଗୁରୁବାର ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ଦ୍ରୁତ ବୋଳର୍‌ ମହମ୍ମଦ ଓ୍ବାସିମ୍‌ ଜୁନିୟର ଆହତ ହୋଇଛନ୍ତି।...

ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍‌ର କୋଚ୍‌ ଭାବେ ହେଲେ ନିଯୁକ୍ତ

ଥିରୁବନନ୍ତପୁରମ୍‌,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍‌ ଏସ୍‌. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ କୋଚ୍‌ ଭାବେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆବୁଧାବିରେ ଅନୁଷ୍ଠିତ...

ଏସିଆ କପ୍‌ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ନଜର

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିବ। ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ୧୫ତମ ସଂସ୍କରଣ ୟୁନାଇଟେଡ୍‌ ଆରବ ଏମିରେଟ୍ସରେ...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ନିକଟରେ ବର୍ମିଂହାମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥର ପ୍ରତିଯୋଗିତାରୁ ଶୁଟିଂ ଇଭେଣ୍ଟ ବାଦ୍‌ ପଡ଼ିଥିଲେ ହେଁ ଦମ୍‌ ଦେଖାଇଛି ଭାରତ। ୨୨ ସ୍ବର୍ଣ୍ଣ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଟେବୁଲ ଟେନିସ୍‌...

ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ ଯୋଡି

ଟୋକିଓ,୨୬।୮: ଜାପାନର ରାଜଧାନୀ ଟୋକିଓରେ ଭାରତର ସାତ୍ତ୍ୱିକ୍‌ ସାଇରାଜ ରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଏହି ଭାରତୀୟ ଯୋଡି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଡବଲ୍ସରେ ପଦକ ହାସଲ...

ଏହି କାରଣରୁ ରାଗିଯାନ୍ତି କୋହଲି

ନୂଆଦିଲ୍ଲୀ,୨୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଅନ୍ଦାଜ୍‌ ପାଇଁ ଜଣାଶୁଣା। ପଡ଼ିଆରେ ସେ ନିଜର କ୍ରୋଧ ଅନେକ ଥର ଦେଖାଇଛନ୍ତି। ଏବେ ବିରାଟ କୋହଲିଙ୍କ କ୍ରୋଧକୁ ନେଇ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri