ଖେଳ

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ଓଭରରେ ୮...

ଇତିହାସ ରଚିଲେ ୟୁଏଇ ଖେଳାଳି

ସିଡନୀ,୧୬।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ଟୁର୍ନାମେଣ୍ଟର ଏକ ପ୍ରମୁଖ ରେକର୍ଡ ଭାଙ୍ଗିଗଲା। ୟୁଏଇର ଆୟାନ ଅଫଜାଲ ଖାନ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ଇତିହାସ ସୃଷ୍ଟି କରିଛନ୍ତି। ଅଫଜାଲ ଖାନ...

ଆଇପିଏଲ ୨୦୨୩ ନିଲାମ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରବର୍ତ୍ତୀ ସିଜନର ନିଲାମ ପାଇଁ ତାରିଖ ଘୋଷଣା କରାଯାଇଛି। ଆଇପିଏଲ ୨୦୨୩ ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ଏବେ ଭାରତରେ ଅନୁଷ୍ଠିତ ହେବ। ଏହି ବର୍ଷ ସମସ୍ତ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ମିଳିଗଲା ଦ୍ୱିତୀୟ ଧୋନୀ

ନୂଆଦିଲ୍ଳୀ,୧୬।୧୦: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି। ଅକ୍ଟୋବର ଏଥି ସହିତ ଟିମ ଇଣ୍ଡିଆ ୨୩ ଅକ୍ଟୋବର ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ ଇଣ୍ଡିଆର ଉଦଘାଟନୀ ମ୍ୟାଚ ପୂର୍ବରୁ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଭାରତକୁ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତ ଆର୍ମି ପକ୍ଷରୁ ଅଫିଶିଆଲ୍‌ ଆନ୍ଥେମ୍‌ ଲଞ୍ଚ୍‌

ନୂଆଦିଲ୍ଲୀ,୧୬।୧୦: ଅକ୍ଟୋବର ୧୬ ଅର୍ଥାତ୍‌ ଆଜିଠାରୁ ଟି-୨୦ ବିଶ୍ୱକପ ୨୦୨୨ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିସହିତ ଭାରତୀୟ ଦଳ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଯାତ୍ରା ଆରମ୍ଭ କରିବ। ଭାରତୀୟ ଦଳର ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ...

ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଫେଲ୍‌, ୫୫ ରନ୍‌ରେ ନାମ୍ବିଆ ବିଜୟୀ…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଥିବା ପ୍ରଥମ ମ୍ୟାଚରେ ନାମ୍ବିଆ ୫୫ ରନ୍‌ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ...

ଆଜିଠୁ ଟି୨୦ ବିଶ୍ୱକପ୍‌ ପ୍ରଥମ ରାଉଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଫେଭ୍‌ରିଟ

ବ୍ରିସବେନ୍‌,୧୬ା୧୦(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି। ତେବେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବା କାରଣରୁ ଏଥର ବିଶ୍ୱକପ୍‌ ମୁଖ୍ୟ...

ବିଗ୍‌ବାଶ୍‌ ଲିଗ୍‌ରେ ଅଧିନାୟକ ପଦକୁ ଫେରିପାରନ୍ତି ଓ୍ବାର୍ନର

ମେଲବୋର୍ନ, ୧୬ା୧୦(ପି.ଟି.): ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍‌ ଓ୍ବାର୍ନର ଯଥାଶୀଘ୍ର ଡିସେମ୍ବରରେ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଅଧିନାୟକ ପଦ ଫେରିପାରନ୍ତି। ଦେଶର କ୍ରିକେଟ ବୋର୍ଡ ଆଚରଣବିଧିରେ ସମୀକ୍ଷା କରିବା ଲାଗି ବିଚାର କରୁଥିବା ଜଣାପଡ଼ିବା ପରେ ଏହି ସମ୍ଭାବନା...

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୪…

ଗିଲୋଙ୍ଗ,୧୬।୧୦ : ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ରବିବାର ଖେଳା ଯାଉଛି। ଅଷ୍ଟ୍ରେଲିଆର ଗିଲୋଙ୍ଗର ସାଇମୋଣ୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

ଧୋନୀଙ୍କ ଭଳି ବ୍ୟାଟିଂ କରିବା ଶିଖିଗଲେଣି ଏହି କ୍ରିକେଟର; ରାଇନା କହିଲେ ବିଶ୍ୱକପ୍‌ରେ ଚମକିବେ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ, ହେଲେ ଏବେ ଭାରତୀୟ ଟିମ୍‌ର ଜଣେ ଖେଳାଳି ଧୋନୀଙ୍କ ଭଳି ଖେଳିବା ଶିଖି ଗଲେଣି। ଏହି ଖେଳାଳିଜଣଙ୍କ ହେଲେ ଷ୍ଟାର ଅଲରାଉଣ୍ଡର...

‘ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍‌ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’

ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍‌କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। ଏହା ଦଳ ଲାଗି ବଡ଼ ଝଟ୍‌କା ବୋଲି କୁହାଯାଇଥିଲା। ଏବେ ତାଙ୍କ ସ୍ଥାନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri