ଖେଳ

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ଶୋଚନୀୟ ପରାସ୍ତ କରିଛି। ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌...

ଶ୍ରୀଲଙ୍କା ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ, ଫାଇନାଲରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୬୬…

ସିଲହଟ ,୧୫।୧୦ : ମହିଳା ଏସିଆ କପର ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ରହିଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ...

ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି: ଟାଇଟଲ ଲକ୍ଷ୍ୟରେ ଭାରତ

ସିଲହଟ୍‌,୧୪ା୧୦: ଶନିବାର ଭାରତ ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଅଧିନାୟିକା ଚାମେରି ଆଟ୍ଟାପଟୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛନ୍ତି। ଫଳରେ ଭାରତ ଆମନ୍ତ୍ରଣ ପାଇ ବ୍ୟାଟିଂ କରିବ। ଅନ୍ୟପକ୍ଷେ କ୍ରମାଗତ ସପ୍ତମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା...

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ ”ବି’ ମ୍ୟାଚରେ ନାଇଜେରିଆ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନାଇଜେରିଆ ପକ୍ଷରୁ ଆମିନା ବେଲୋ ୧୬, ମାର୍ସେଲି...

ବ୍ରାଜିଲ-ଆମେରିକା କଡ଼ା ଟକ୍କର

ଭୁବନେଶ୍ୱର,୧୫।୧୦ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ମ୍ୟାଚରେ ବ୍ରାଜିଲ ଓ ଆମେରିକା ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ମାତ୍ର ଦୁଇ ସମକକ୍ଷ଼ ଦଳର ମ୍ୟାଚ୍‌ରୁୁ କୌଣସି ଫଳାଫଳ ବାହାରି...

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ। ଗୋଆର ମାର୍ଗାଓରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୬-୦ ଗୋଲରେ ଚିଲିକୁ...

ପରାଜୟ ସହ ଭାରତର ଆଶା ଶେଷ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚାପ ସ୍ଥିିତିକୁ ହାତେଇ ପାରିଲାନି ଭାରତ। ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଏକାଧିକ ତ୍ରୁଟି କରି ୩ଟି ଗୋଲ ବରଣ କଲା। ଫଳରେ ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର...

ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଲା

କାନବେରା,୧୪ା୧୦: ଟି୨୦ ବିଶ୍ୱକପ ପୂର୍ବରୁ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ। ବେକରେ ଆଘାତ ଲାଗିଥିବାରୁ ଓ୍ବାର୍ନର ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରୁ ବାଦ୍‌ ପଡିଛନ୍ତି। ଏପରିକି ତାଙ୍କର ବିଶ୍ୱକପ୍‌ ଅଂଶଗ୍ରହଣକୁ ନେଇ ଆଶଙ୍କା ଦେଖାଦେଇଛି। ଅକ୍ଟୋବର ୨୨...

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ...

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ...

ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…

ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ ଆଲୋଚନା କମ୍‌ ହୋଇନାହିଁ। ଏବେ ସିଏସ୍‌କେର ଅଧିନାୟକ ତଥା ଭାରତୀୟ ଟିମ୍‌ର ପୂର୍ବତନ...

ଟି୨୦ ବିଶ୍ୱକପ୍‌: ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ଓ୍ବେଷ୍ଟଇଣ୍ଡିଜ୍‌- ଶ୍ରୀଲଙ୍କା

ବ୍ରିସବେନ୍‌,୧୪ା୧୦: ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି। ହେଲେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବାରୁ ଚଳିତ ବିଶ୍ୱକପ ପୂର୍ବରୁ ଉଭୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri