ଖେଳ

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଶୁକ୍ରବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର...

ଜାତୀୟ କ୍ରୀଡ଼ା ପାଇଁ ଶ୍ରଦ୍ଧାଞ୍ଜଳି ଓଡ଼ିଶା ମହିଳା ଫୁଟବଲ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଆସନ୍ତା ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଜରାଟରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ମହିଳା ଫୁଟବଲ ଖେଳାଳିଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ କ୍ରୀଡ଼ା ପାଇଁ ଏକ...

ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ ଅଗଷ୍ଟ ୧୩ରୁ ୧୫ ଯାଏ ପ୍ରତିଟି ବ୍ୟକ୍ତି...

ଇସ୍ରାଏଲ ଫୁଟ୍‌ବଲ କ୍ଲବର ୧୫ ସମର୍ଥକ ଗିରଫ

ଥେସାଲୋନିକି,୧୨ା୮: ଗ୍ରୀସ୍‌ ପୋଲିସ ଇସ୍ରାଏଲର ଏକ ଫୁଟବଲ କ୍ଲବ ମାକାବି ତେଲ୍‌ ଆଭିଭ୍‌ର ୧୫ ସମର୍ଥକଙ୍କୁ ଗିରଫ କରିଛି। ଆରିସ ବିପକ୍ଷ ୟୁରୋପା କନ୍‌ଫରେନ୍ସ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ସେମାନଙ୍କ ନିକଟରୁ ଧୂଆଁ ବୋମା ଓ ଆତସବାଜି ଜବତ କରାଯାଇଛି।...

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ

ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରେ କୋଲକାତାର ଐତିହାସିକ ଇଡେନ...

ଟି୨୦ ବିଶ୍ୱକପ୍‌ରୁ ବାହାର ହୋଇପାରନ୍ତି ବୁମ୍‌ରା, ଚିନ୍ତା ବଢ଼ାଉଛି…

ନୂଆଦିଲ୍ଲୀ,୧୨।୮: ଏସିଆ କପ୍‌ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ। ଏଥିରୁ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ବାଦ୍‌ ଦିଆଯାଇଥିଲା। ପୀଠିରେ ସମସ୍ୟା କାରଣରୁ ସେ ଚୟନ ଲାଗି ଉପଲବ୍ଧ ନ ଥିଲେ। ଏବେ ସେ ଏନ୍‌ସିଏରେ...

‘ଏସିଆ କପ୍‌ରେ ରୋହିତଙ୍କ ସହ ଓପନିଂ କରନ୍ତୁ କୋହଲି’

ନୂଆଦିଲ୍ଲୀ,୧୨।୮: ଆଗାମୀ ଏସିଆ କପ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଉପନିଂ କରିବା ଉଚିତ। କାରଣ ଯେତେବେଳେ ଜଣେ ଓପନିଂ କରେ ସ୍କୋର ୦/୦ ଥାଏ। ତୃତୀୟ ସ୍ଥାନରେ ବ୍ୟାଟିଂ କଲେ ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଜଣଙ୍କୁ ଖେଳିବାକୁ...

ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ...

ଟିମ ଇଣ୍ଡିଆର ଭବିଷ୍ୟତ କ୍ରିକେଟର

ଓ୍ବେଷ୍ଟଇଣ୍ଡିଜ ମାଟିରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି। ଭାରତର ବେଞ୍ଚ୍‌ଷ୍ଟ୍ରେନ୍ଥ ଦୃଢ଼ଥିବା ଏଥିରୁ ପ୍ରମାଣିତ ହୋଇଛି। ଯୁବ ଖେଳାଳିଙ୍କ ତାଲିକା କ୍ରମେ ଲମ୍ବିବାରେ...

ଅଲ୍‌ଟିମେଟ ଖୋ ଖୋ

ସ୍ବଦେଶୀ କ୍ରୀଡ଼ା ଖୋ ଖୋରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଏହି ଖେଳର ଅଧିକ ପ୍ରଚାର ପ୍ରସାର ଏବଂ ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଫ୍ରାଞ୍ଚାଇଜ୍‌ ଭିତ୍ତିକ ଅଲ୍‌ଟିମେଟ ଖୋ ଖୋ ଲିଗ୍‌।...

ଡାଇମଣ୍ଡ ଲିଗ୍‌ରେ ନିରାଶକଲେ ଶ୍ରୀଶଙ୍କର

ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍‌ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି। ଡାଇମଣ୍ଡ ଲିଗ୍‌ରେ ପଦାର୍ପଣ କରିଥିବା ଶ୍ରୀଶଙ୍କରଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ୭.୯୪...

ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ

ଅକଲାଣ୍ଡ,୧୨ା୮: ନ୍ୟୁଜିଲାଣ୍ଡ କ୍ରିକେଟ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ପୁରୁଷ ଓ ମହିଳା ଖେଳାଳିଙ୍କ ସମାନ ଦରମାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବର୍ଣ୍ଣବୈଷମ୍ୟବାଦକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଅବସର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri