ଖେଳ

ଜିମ୍ବାଓ୍ବେ ବିପକ୍ଷରେ ରାହୁଲ ଅଧିନାୟକ

ନୂଆଦିଲ୍ଲୀ, ୧୨ା୮ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍‌ ଦ୍ୱାରା ଫିଟ୍‌ ଘୋଷିତ ହେବାରୁ ସିନିୟର ଓପନର କେ.ଏଲ୍‌. ରାହୁଲ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି।...

ଗୋଆ ପାଇଁ ଖେଳିବେ ଅର୍ଜୁନ

ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍‌ ମୁମ୍ବାଇ କ୍ରିକେଟ ଆସୋସିଏନ ପାଖରୁ ନୋ ଅବଜେକସନ୍‌ ସାର୍ଟିଫିକେଟ ହାସଲ ପାଇଁ ଆବେଦନ କରିଛନ୍ତି। ଆଇପିଏଲ୍‌ ଫ୍ରାଞ୍ଚାଇଜି...

ରାଜ୍ୟଗୋଷ୍ଠୀ କ୍ରୀଡା ପରେ ୨ ବକ୍ସର ନିଖୋଜ

ବର୍ମିଂହମ,୧୧।୮: ରାଜ୍ୟଗୋଷ୍ଠୀ କ୍ରାଡ଼ା ୨୦୨୨ ଶେଷ ହେବା ପରେ ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରେ ନିଖୋଜ ହୋଇଯାଇଛନ୍ତି। ବୁଧବାର ଜାତୀୟ ଫେଡେରେସନ ଏହି ସୂଚନା ଦେଇଛି। ପାକିସ୍ତାନ ବକ୍ସିଂ ଫେଡେରେଶନ (ପିବିଏଫ) ସଚିବ ନାସିର ଟାଙ୍ଗ ଏହି ଖବରକୁ...

ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୁଏ। ଆଜିକାଲି ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ...

ଟାଟା ଷ୍ଟିଲ ଚେସ୍‌ରେ ମହିଳା ଟୁର୍ନାମେଣ୍ଟ ସାମିଲ

ଭୁବନେଶ୍ୱର, ୧୧।୮ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କୋଲକାତାରେ ହେବାକୁଥିବା ଟାଟା ଷ୍ଟିଲ୍‌ ଚେସ୍‌ର ଚତୁର୍ଥ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟକୁ ସାମିଲ କରାଯିବ। ଏପର୍ଯ୍ୟନ୍ତ ଓପନ ଟୁର୍ନାମେଣ୍ଟର ୩ଟି ସଂସ୍କରଣ ଅନୁଷ୍ଠିତ ହୋଇଛି।...

ଦିନେ ଆଗରୁ ଫିଫା ବିଶ୍ୱକପ୍‌

ଜେନେଭା,୧୧ା୮(ପି.ଟି): ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆୟୋଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ନଭେମ୍ବର ୨୦...

ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି ମକଦ୍ଦମା

ଲଣ୍ଡନ୍‌,୧୧ା୮(ପି.ଟି) : ବର୍ତ୍ତମାନ ଦେଶରେ ଫୁଟବଲ ପରିଚାଳନାର ଭାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର (ସିଓଏ) ଉପରେ ନ୍ୟସ୍ତ ରହିଛି। ତେବେ ଫୁଟବଲ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଥିବା କାରଣରୁ ସର୍ବଭାରତୀୟ ଫୁଟବଲ ସଂଘ ସଭାପତି ପ୍ରଫୁଲ୍ଲ ପଟେଲଙ୍କ ନାମରେ...

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ ସିମନ୍ସ କହିଛନ୍ତି। ଖେଳାଳିଙ୍କୁ ଦେଶ ପାଇଁ ଖେଳିବାକୁ ବାଧ୍ୟ କରାଯିବା ଆଦୌ ଉଚିତ୍‌...

କାହିଁକି ଟିମ୍‌ରେ ହେଉଛି ଏତେ ପରିବର୍ତ୍ତନ? ରୋହିତ ଦେଲେ ବଡ଼ ବୟାନ..

ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ ଟିମ୍‌ ଏବେ ଜବରଦସ୍ତ ଫର୍ମରେ ଅଛି। ନିକଟରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ବିଜେତା ହୋଇଥିଲା। ଏହାପୂର୍ବରୁ ଇଂଲଣ୍ଡ ଗସ୍ତରେ ମଧ୍ୟ ଦିନିକିଆ ଏବଂ ଟି୨୦ ମୁକାବିଲାରେ ଜିତିଥିଲା। ଏବେ ଟିମ୍‌ ଇଣ୍ଡିଆର...

ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୨ କ୍ୱାଲିଫାୟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏସିଆନ କ୍ରିକେଟ ପରିଷଦ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୪ଟି ଟୁର୍ନାମେଣ୍ଟ ଅଗଷ୍ଟ ୨୦ରୁ ଓମାନରେ ଅନୁଷ୍ଠିତ ହେବ। ଏଥିରେ ୟୁଏଇ, ହଂକଂ, କୁଏତ ଏବଂ...

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ ଟେନିସ୍‌ରୁ ଦୂରେଇ ଆଉ ଏକ ସନ୍ତାନ ଜନ୍ମ କରିବା ସହିତ ନିଜର ବ୍ୟବସାୟ...

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ସେ ୭ମ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri