ଖେଳ

ଅଷ୍ଟ୍ରେଲିଆକୁ ଚିତ୍‌ପଟାଙ୍ଗ୍‌ କରିବା ପରେ ଏମିତି କହିଲେ ଆଫଗାନିସ୍ତାନ ଅଧିନାୟକ

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ର ୪୮ତମ ମ୍ୟାଚରେ ଏପରି କିଛି ଘଟିଛି ଯାହା ବୋଧହୁଏ କେହି ଆଶା କରି ନ ଥିବେ। ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ...

ଯାହା ଯୁବରାଜ କରିପାରି ନ ଥିଲେ, ତାହା କରିଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନରେ ପରାସ୍ତ କରିଛି। ଏହି ବିଜୟରେ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୭ ବଲରେ ଅପରାଜିତ ୫୦ ରନ...

୪୫ ଦେଶ ବିପକ୍ଷରେ ବିଜୟ ହାସଲ କଲେଣି ଆଫଗାନିସ୍ତାନର ଏହି ଖେଳାଳି

ନୂଆଦିଲ୍ଲୀ,୨୩।୬: ଚଳିତ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଦଳ ପୂର୍ବରୁ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇସାରିଛି। ତେବେ ଏହି ବିଜୟ ସହିତ ଦଳର ବରିଷ୍ଠ ଖେଳାଳି ମହମ୍ମଦ ନବୀ ଏକମାତ୍ର ଖେଳାଳି ଭାବେ...

ଟି-୨୦ ବିଶ୍ପକପ୍‌ରେ ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ରେ ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍‌ କମିନ୍ସ ଇତିହାସ ରଚିଛନ୍ତି। ପ୍ରଥମ ବୋଲର ଭାବେ ସେ ବ୍ୟାକ୍‌ ଟୁ ବ୍ୟାକ୍‌ ବା ପଛକୁ ପଛ ଲଗାତାର ହ୍ୟାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି । ଟି-୨୦ ବିଶ଼୍ବକପ୍‌ର ସୁପର...

୧୭ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ, ବଢ଼ିଲା ବିଶ଼୍ବକପ୍‌ର ଆଶା

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ ଟାଇଟଲ ହାତେଇବା ଆଶା ଏବେ ଟିମ୍‌ ଇଣ୍ଡିଆର ବଢ଼ିଛି । କାରଣ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି । ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କା ମାରି ୧୭ ବର୍ଷର ରେକର୍ଡ ଭାଙ୍ଗିଛି ଦଳ...

ଟି-୨୦ ଓ୍ବାର୍ଲଡ କପରେ ସବୁଠାରୁ ବଡ ଓଲଟପାଲଟ, ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୩।୬: ବୋଧହୁଏ ଆଇସିସି ଟି -୨୦ ବିଶ୍ୱକପ ଇତିହାସରେ ସବୁଠୁ ବଡ ଓଲଟପାଲଟ ଏଥର ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଦଳ ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟଲାଭ କରିଛି। ପ୍ରଥମେ ବ୍ୟାଟିଂ କରି ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ...

ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାରତ ଜିତିଲା ମ୍ୟାଚ୍‌

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ରେ ଭାରତ ପୁଣିଥରେ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ଦଳକୁ ଜିତାଇଛି । ଏଥି ସହିତ ପାଣ୍ଡ୍ୟା ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି ।...

ଟି୨୦ ବିଶ୍ୱକପ୍: ସେମିଫାଇନାଲରେ ଭାରତ! ପାଣ୍ଡ୍ୟା-କୁଲଦୀପ ଝଡ଼ରେ ବାଂଲାଦେଶ ଘାଇଲା

ଆଣ୍ଟିଗୁଆ,୨୦ା୬(ପି.ଟି.): ଟି୨୦ ବିଶ୍ୱକପର ସୁପର୍‌-୮ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୫୦ ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ...

ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ, ବର୍ଷା ଧୋଇଦେଇ ପାରେ ମ୍ୟାଚ୍‌

ନୂଆଦିଲ୍ଲୀ, ୨୨।୬: ଆଇସିସି ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତ ଏବଂ ବାଂଲାଦେଶ ଆଜି ଭେଟିବାକୁ ଯାଉଛନ୍ତି । ସୁପର ୮ରେ ଭାରତୀୟ ଟିମ୍‌ ଏହାର ପ୍ରଥମ ମ୍ୟାଚ୍‌ ଜିତି ନେଇଥିବା ବେଳେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା...

ୟୁସୁଫ ପଠାନଙ୍କ ଗମ୍ଭୀର ଅଭିଯୋଗ: ‘ମୋତେ ପ୍ରତାରଣା ଦେଉଛନ୍ତି ଗୁଜରାଟ ସରକାର…’

ନୂଆଦିଲ୍ଲୀ,୨୨।୬: ଟିଏମସି ଏମପି ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଗୁଜରାଟ ସରକାର ହଇରାଣ କରୁଥିବା ସେ ନିଜେ ଅଭିଯୋଗ କରିଛନ୍ତି। ୟୁସୁଫ ପଠାନଙ୍କୁ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏନକାଉଣ୍ଟର ନୋଟିସ ମିଳିଥିଲା, ଏହା ପରେ ସେ ଅଭିଯୋଗ...

ଟି୨୦ ବିଶ୍ୱକପ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ

ଆଣ୍ଟିଗୁଆ, ୨୨।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସୁପର-୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ କରିଥିଲା। ଅଷ୍ଟ୍ରେଲିଆ...

ଟି-୨୦ ବିଶ଼୍ବକପ୍‌: ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍‌ର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ, ୨୨।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ରେ ଆମେରିକାକୁ ୯ ୱିକେଟ୍‌ରେ ହରାଇଛି ୱେଷ୍ଟ ଇଣ୍ଡିଜ୍‌ । ଏହି ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍‌ ଟି-୨୦ ଇଣ୍ଟରନ୍ୟାଶନାଲ୍‌ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri