ଖେଳ

ବ୍ୟାଡ୍‌ମିଣ୍ଟନ: ଉଦ୍‌ଘାଟନୀ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ୍‌, ୨୯ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତ ଏହାର ଉଦ୍‌ଘାଟନୀ ମୁକାବିଲାରେ ବିଜୟ ହାସଲ କରିଛି। ପାକିସ୍ତାନ ବିପକ୍ଷରେ ୩-୦ରେ ଅଗ୍ରଣୀ ସହ ଲଢ଼େଇକୁ ଜିତିନେଇଛି। ପ୍ରଥମେ ବି. ସୁମିଥ୍‌ ରେଡ୍ଡୀ ଓ ମାଚିମାଣ୍ଡା ପୋନ୍ନାପ୍ପା ମିକ୍ସଡ ଡବଲ୍ସରେ...

ଟି-୨୦ ମ୍ୟାଚ୍‌ ବେଳେ ବିସ୍ଫୋରଣ

କାବୁଲ,୩୦।୭: ଆଫଗାନିସ୍ତାନର ଶାପଗିଜା ଟି-୨୦ କ୍ରିକେଟ ଲିଗ୍‌ର ମ୍ୟାଚ ବେଳେ କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣ ଦର୍ଶକ ଆହତ ହୋଇଛନ୍ତି। ଏହି ମ୍ୟାଚ ପାମିର ଜଲମି ଏବଂ ବ୍ୟାଣ୍ଡ-ଏ-ଆମିର ଡ୍ରାଗନ୍ସ ଦଳ...

ରୋହିତ-କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: ଓ୍ବେଷ୍ଟଇଣ୍ଡିଜ୍‌କୁ ୧୯୧ ରନ୍‌ର ଟାର୍ଗେଟ

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଭାରତ ୧୯୧ ରନ୍‌ର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୪ ରନ୍‌ର...

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି: ଭାରତକୁ ତୃତୀୟ ଝଟ୍‌କା

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାପରେ ଭାରତ ବ୍ୟାଟିଂ...

କୋଚ୍‌ ପଦରୁ ଇସ୍ତଫା ଦେଲେ ଶ୍ରୀରାମ

ସିଡନୀ,୨୯ା୭: ଅଷ୍ଟ୍ରେଲିଆ ଦଳର କୋଚ୍‌ ପଦରୁ ଓହରି ଯାଇଛନ୍ତି ଏସ୍‌ ଶ୍ରୀରାମ। ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଶ୍ରୀରାମ ଆଇପିଏଲ ଫ୍ରାଞ୍ଚାଇଜି ଆର୍‌ସିବି ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ସହିତ ରହିଥିବା ଚୁକ୍ତିକୁ ଖାରଜ କରିଛନ୍ତି। ସେ ୨୦୦୦ରୁ ୨୦୦୪ ମଧ୍ୟରେ ଭାରତ...

୩ ଉଇକେଟ୍‌ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତୀୟ ମହିଳା ପେସର ରେଣୁକା ସିଂହ ଏକାକୀ ୪ ଉଇକେଟ୍‌ ନେଇ ଅଷ୍ଟ୍ରେଲିଆକୁ ରୋକିବାରେ ସଫଳ ହୋଇଥିଲେ ସୁଦ୍ଧା ଭାରତ ମ୍ୟାଚ...

ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ଟାର୍ଗେଟ୍‌

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟସ୍‌ ଜିତି ଭାରତ ମହିଳା ଦଳର ବ୍ୟାଟିଂ ଆରମ୍ଭ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ...

ବାଦ୍‌ ପଡ଼ିଲେ କେ.ଏଲ୍‌. ରାହୁଲ; ଏହି କ୍ରିକେଟରଙ୍କୁ ମିଳିଲା ସୁଯୋଗ

ଟାରୌବା,୨୯।୭: ପ୍ରଥମେ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ଯୋଗୁ ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର ଓପନର୍‌ କେ.ଏଲ୍‌.ରାହୁଲ। ଏବେ ତାଙ୍କ ସ୍ଥାନରେ ଟି୨୦ ସିରିଜ ଲାଗି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ଙ୍କୁ ସୁଯୋଗ ମିଳିଛି।...

ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌

ତ୍ରିନିଦାଦ,୨୯।୭: ଭାରତ ବିପକ୍ଷ ଟି୨୦ ସିରିଜ୍‌ ଶୁକ୍ରବାର ଆରମ୍ଭ ହେବ। ଜୁଲାଇ ୨୯ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ତେବେ ସିରିଜ ଲାଗି ଶୁକ୍ରବାର ୧୬ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରିଛି ଓ୍ବେଷ୍ଟଇଣ୍ଡିଜ୍‌। ଭାରତ...

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଟାରୌବା,୨୯ା୭:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ବ୍ରାଏନ ଲାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିବା ପରେ ଭାରତୀୟ ଦଳ ଟି୨୦ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବରିଷ୍ଠ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ

ବର୍ମିଂହାମ,୨୯ା୭: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହୋଇଛି। ୭୨ଟି ଦେଶର ଆଥଲେଟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଆଲେକଜାଣ୍ଡାର ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରିନ୍ସ ଚାଲର୍‌ସ। ଏହି କାର୍ଯ୍ୟକ୍ରମରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri