ଖେଳ

ଶ୍ରୀଲଙ୍କା ଆଗରେ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ ଶନିବାର ବାଂଲାଦେଶର ସିଲହଟରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।...

୨୦୨୩ ଭାରତରେ ଆୟୋଜନ ହେବ ମୋଟୋଜିପି ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୧ା୧୦: ଭାରତରେ ୨୦୨୩ରୁ ମୋଟରସାଇକେଲ ରେସିଂ ଗ୍ରାଁ ପ୍ରି (ମୋଟୋଜିପି) ଆୟୋଜିତ ହେବ। ୯ ବର୍ଷ ପୂର୍ବେ ଫର୍ମୁଲା ଓ୍ବାନର ବିଦାୟ ପରେ ଦେଶକୁ ମୋଟରସ୍ପୋଟର୍‌ସ ଇଭେଣ୍ଟ ଫେରିବ। ବିଶ୍ୱର ପ୍ରିମିୟର ମୋଟରସାଇକେଲ ରେସିଂ ଚାମ୍ପିୟନଶିପ୍‌ ବୁଦ୍ଧ ଇଣ୍ଟରନ୍ୟାଶନାଲ...

ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍‌ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ ଲାଲ ରାଜଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟପାଳ ତାଙ୍କୁ ଆଶୀର୍ବାଦ କରିବା ସହ ମହାତ୍ମା...

ଓଡ଼ିଶା ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ଗୌରବ ଆଣିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୨୨-୦ରେ ମହାରାଷ୍ଟ୍ରକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି। ସେମିଫାଇନାଲରେ...

ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ

ସିଲ୍‌ହେଟ୍‌ (ବାଂଲାଦେଶ), ୧।୧୦(ପି.ଟି.): ଏସିଆ କପ୍‌ ମହିଳା ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଖେଳାଯିବ। ଗୋଟିଏ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁଥିବା ବେଳେ ଅନ୍ୟଟି ଆୟୋଜକ ବାଂଲାଦେଶ ଓ ଥାଇଲାଣ୍ଡ...

ବିସିସିଆଇ ସିନିୟର ମହିଳା ଟି୨୦ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି): ବିସିସିଆଇ ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ପ୍ରତିଯୋଗିତା ବେଙ୍ଗାଲୁରୁଠାରେ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମାଧୁରୀ ମେହେଟା ଅଧିନାୟିକା ଓ ସୁଶ୍ରୀ ଦିବ୍ୟଦର୍ଶିନୀ...

ପ୍ଲେ-ଅଫ୍‌ରେ ଭିଲଓ୍ବାରା କିଙ୍ଗ୍ସ

ଯୋଧପୁର, ୧।୧୦: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଭିଲଓ୍ବାରା କିଙ୍ଗ୍ସ ୫ ଉଇକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ ଓ ଯଶପାଲ ସିଂଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୭ ଉଇକେଟ...

ବୁମ୍‌ରାଙ୍କ ସ୍ଥାନରେ ସିରାଜ

ନୂଆଦିଲ୍ଲୀ, ୧ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ଅବଶିଷ୍ଟ ଦୁଇ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସିରାଜ ଖେଳିବେ। ପିଠିରେ ଇଞ୍ଜୁରି ଯୋଗୁ ବୁମ୍‌ରା ଆଗାମୀ ଟି୨୦ ବିଶ୍ୱକପ୍‌ରୁ ବାଦ୍‌...

‘ମହମ୍ମଦ ଶାମି କ’ଣ ଭୁଲ କଲେ’

ନୂଆଦିଲ୍ଲୀ,୩୦।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ ଇଣ୍ଡିଆ ପେସ୍‌ ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ରୁ ବାହାର ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରୁ ମଧ୍ୟ...

ବୁମ୍‌ରାଙ୍କ ସ୍ଥାନରେ ଏହି ଦ୍ରୁତ ବୋଲର୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ସିରିଜର ଅନ୍ତିମ ୨ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ସିରାଜ ଦଳରେ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନ ନେବେ ବୋଲି ଶୁକ୍ରବାର ବିସିସିଆଇ ପକ୍ଷରୁ ଟୁଇଟ୍‌...

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ବହୁତ...

ଟି-୨୦ ବିଶ୍ବକପ: ଚାମ୍ପିୟନ ଦଳକୁ ମିଳିବ ୧୩ କୋଟି

ମୁମ୍ବାଇ,୩୦।୯: ଟି-୨୦ ବିଶ୍ବକପ କ୍ରିକେଟ ପାଇଁ ଆଇସିସି ପକ୍ଷରୁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଟି-୨୦ ବିଶ୍ବକପ ଚାମ୍ପିୟନ ଦଳକୁ ୧୬ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ଅନୁସାରେ ୧୩ କୋଟି ଟଙ୍କା ମିଳିବ। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri