ଖେଳ

ଭଗବାନ ରାମଙ୍କ ଶରଣ ପଶିଲେ କୋହଲି !

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଆଇପିଏଲ୍‌ ପରେ ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ନିରାଶ କରିଛନ୍ତି। ତେବେ ଏହି ଗସ୍ତର ଶେଷ ମ୍ୟାଚ୍‌ ଖେଳାଯିବାକୁ ଥିବା...

ବିଶ୍ୱ ଚାମ୍ପିୟନଶିପ୍‌: ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର

ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍‌ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ...

ଶୁଟିଂ ବିଶ୍ୱକପ: ଫାଇନାଲରେ ଐଶ୍ୱର୍ଯ୍ୟ, ଚେନ୍‌ ସିଂ

ନୂଆଦିଲ୍ଳୀ,୧୬ା୭: ଚାଙ୍ଗଓନରେ ଖେଳା ଯାଉଥିବା ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଅଭିଯାନ ଜାରି ରହିଛି। ୫୦ ମିଟର ରାଇଫଲ ମୁକାବିଲାରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଚେନ୍‌ ସିଂ ଏବଂ ୨୫ ମିଟର ପିସ୍ତଲ ବର୍ଗରେ ମାନୁ ଭାକର ଫାଇନାଲରେ...

ଲିଜେଣ୍ଡ ଲିଗ୍‌ରେ ଖେଳିବେ ପାର୍ଥିବ

ନୂଆଦିଲ୍ଲୀ,୧୬ା୭: ପୂର୍ବତନ ଭାରତୀୟ ଉଇକେଟକିପର ପାର୍ଥିବ ପଟେଲ ସେପ୍ଟେମ୍ବରରେ ହେବାକୁଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ର ଦ୍ୱିତୀୟ ସିଜନରେ ଭାଗ ନେବେ। ଭାରତର ଅନ୍ୟ ୩ ପୂର୍ବତନ ଖେଳାଳି ସ୍ପିନର ପାର୍ଥିବ ପଟେଲ, ଅଲରାଉଣ୍ଡର ରୀତିନ୍ଦର ସୋଧି ଓ ପେସର ଅଶୋକ...

ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କଲା ଜିମ୍ବାଓ୍ବେ, ନେଦରଲ୍ୟାଣ୍ଡ୍ସ

ଦୁବାଇ,୧୬।୭: ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଛି ଜିମ୍ବାଓ୍ବେ ଏବଂ ନେଦରଲ୍ୟାଣ୍ଡ୍ସ। ଆମେରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ଟି୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଆୟୋଜକ ଜିମ୍ବାଓ୍ବେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଥିଲା। ଆମେରିକା ବିପକ୍ଷ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ...

‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ ଚେସ୍‌କୁ ସତରଞ୍ଜ ଭାବେ ଖେଳାଯାଉଥିଲା। ଏହି ଖ୍ୟାତିସମ୍ପନ୍ନ କ୍ରୀଡ଼ାରେ ଓଡ଼ିଶା ଭଲ ପ୍ରଦର୍ଶନ...

ବାପା ହେଲେ କ୍ରିକେଟର

ନୂଆଦିଲ୍ଲୀ,୧୫।୭: ଟିମ୍‌ ଇଣ୍ଡିଆ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ରବିନ ଉଥପ୍ପା ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୀତଲ ଗୁରୁବାର କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏନେଇ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ଖୁସିଖବର...

ରାଗିଗଲେ କ୍ୟାପ୍‌ଟେନ୍‌: କହିଲେ‘ ଏନେଇ କାହିଁକି ଚର୍ଚ୍ଚା ହେଉଛି ବୁଝିପାରୁନି…’

ଲଣ୍ଡନ,୧୫।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଗୁରୁବାର ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍‌ କରି ଉଇକେଟ ହରାଇଥିଲେ। ପ୍ରଥମେ ତାଙ୍କୁ ଦଳରେ...

କୋହଲିଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୫।୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ସେ ଗତ ଅଢେଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ବି ଶତକ ମାରିପାରିନାହାନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ କ୍ରିକେଟ୍‌ ବିଶେଷଜ୍ଞମାନେ ଦାବି...

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୪୬ ରନ କରିଥିବା ବେଳେ ଭାରତକୁ ୧୪୬ ରନରେ ସୀମିତ...

୨ ବର୍ଷ ଜେଲରେ ସଜା କାଟିବେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ଗିରଫ ହୋଇଛନ୍ତି। ମାନବ ଚାଲାଣ ଅଭିଯୋଗରେ ତାଙ୍କ ପଟିଆଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ...

ଲଳିତ ମୋଦିଙ୍କ ପ୍ରେମରେ ପଡ଼ିଛନ୍ତି ସୁସ୍ମିତା

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପୁଣିଥରେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରୋହିତମ ଶଲଙ୍କ ସହ ବ୍ରେକଅପ ପରେ ଏବେ ଆଇପିଏଲ୍‌ର ଜନକ କୁହାଯାଉଥିବା ଥିବା ଲଳିତ ମୋଦିଙ୍କ ପ୍ରେମରେ ପଡିଛନ୍ତି ସୁସ୍ମିତା। ଏନେଇ ଲଲିତ ଏନେଇ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri