ଖେଳ

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି କ୍ରମରେ...

ସୁସ୍ଥ ହେଲେ କ୍ୟାପ୍‌ଟେନ୍‌

ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ଏଥିଲାଗି ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ମ୍ୟାଚ୍‌ ଲାଗି ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ଜସପ୍ରିତ ବୁମ୍‌ରା ଦଳର ନେତୃତ୍ୱ ସମ୍ଭାଳୁଛନ୍ତି।...

ଖୁସିରେ ନାଚି ଉଠିଲେ ଦ୍ରାବିଡ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଏଜବାଷ୍ଟନ ଟେଷ୍ଟର ପ୍ରଥମ ଦିନରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ପ୍ରଥମରୁ ଉଇକେଟ ହରାଇଥିଲା। ଏଣୁ ଦଳ ଖୁବ୍‌ କମ୍‌ ସ୍କୋର କରିବ...

ଇଏ ଯୁବରାଜ ନା ବୁମ୍‌ରା: ସଚିନ

ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍‌ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ଯୁବରାଜ ସିଂହ ୬ ବଲ୍‌ରେ ୬ ଛକା ମାରିଥିଲେ,ଯାହାକି ଏହି ଫର୍ମାଟରେ ଗୋଟିଏ ଓଭରରେ...

ଇତିହାସ ରଚିଲେ ବୁମ୍‌ରା

ବର୍ମିଂହାମ,୨।୭: ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍‌ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ସେ ୩୫ ରନ୍‌ କରି ଇତିହାସ...

୪୧୬ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୧୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ ଆରମ୍ଭ ହୋଇଥିଲା। ପରେ ଦଳ ମାତ୍ର ୭୮ ରନ୍‌ ସ୍କୋରରେ ଯୋଡ଼ି ୩...

‘ଟେଷ୍ଟ କ୍ରିକେଟ ତାଣ୍ଡବ…’

ନୂଆଦିଲ୍ଲୀ,୨।୭: ଏଜବାଷ୍ଟନ ଟେଷ୍ଟରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ସେ ମାତ୍ର ୧୧୧ ବଲ୍‌ରୁ ୨୦ ଚୌକା ଏବଂ ୪ ଛକା ସହାୟତାରେ ୧୪୬ ରନ୍‌...

ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ

ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରା କ୍ରିଜ୍‌ରେ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଜାଡେଜା ୧୮୩ ବଲ୍‌ରେ...

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୮.୨ ଓଭରରେ ୧୭୧ ରନ୍‌ କରି ଅଲଆଉଟ...

ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ପନ୍ତ, ଜାଡେଜା

ବର୍ମିଂହାମ୍‌, ୨।୭- ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ରହିଥିବା ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୮ ରନ୍‌ରେ ୫ ଉଇକେଟ ହରାଇଥିଲା।...

କୋହଲି ପୁଣି ଫେଲ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡଠାରୁ ବ୍ୟାଟିଂ ନିମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଗୋଟିଏ...

ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…

ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍‌ ବଟଲର୍‌ ଏହି ସିରିଜ ସହ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ଟିମ୍‌ର ନେତୃତ୍ୱ ନେବେ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri