ଖେଳ

‘ବିଶ୍ୱ ରେକର୍ଡ’ଠାରୁ ମାତ୍ର କିଛି ପାଦ ଦୂରରେ ବିରାଟ କୋହଲି: ଲାରାଙ୍କୁ ପଛରେ ପକାଇବେ…

ଆଡିଲେଡ୍‌,୨।୧୨: ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୮ ଚୌକା ଏବଂ ୨ ଛକା ସହାୟତାରେ ୧୪୩ ବଲରେ ଅପରାଜିତ ୧୦୦ ରନର ଇନିଂସ...

‘ପୂର୍ବରୁ ନିର୍ଦ୍ଧାରିତ ଥିଲା ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ’

ନୂଆଦିଲ୍ଲୀ,୨।୧୨: ୨୦୨୫ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାକୁ ନେଇ ୧୦୦ରୁ କମ୍‌ ଦିନ ବାକି ଥିବା ବେଳେ ଏଯାଏ କାର୍ଯ୍ୟସୂଚୀ ଜାରି କରାଯାଇନାହିଁ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହାର ଆୟୋଜନକୁ...

ଫୁଟବଲ ମ୍ୟାଚ ସମୟରେ ସଂଘର୍ଷ, ୧୦୦ରୁ ଅଧିକ ମୃତ

ଗୁଇନିଆ,୨।୧୨: ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ(N’Zerekore) ରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରଖାନାରେ ଆଖି ନ ପାଇବା...

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ...

ଶେଷ ହେଲା ଏହି ୩ ଭାରତୀୟ ଖେଳାଳିଙ୍କ ଆଇପିଏଲ କ୍ୟାରିୟର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏମାନଙ୍କ ଅନସୋଲ୍ଡ

ନୂଆଦିଲ୍ଲୀ,୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ବହୁ ଟଙ୍କା ବର୍ଶା ହୋଇଛି। ଦଳ ପ୍ରାୟ ୬୪୦କୋଟି ଟଙ୍କା ଖର୍ଚ୍ଚ କରି ୧୮୩ ଖେଳାଳି କିଣିଥିଲେ। ଆଇପିଏଲ ଇତିହାସରେ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି...

କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍‌ ଡୁ ପ୍ଲେସିସ୍‌ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video

ଆବୁଧାବି,୩୦।୧୧: ଆବୁଧାବି ଟି୨୦ ଲିଗ୍‌ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଏହି ଲିଗ୍‌ରେ ଗ୍ରୁପ୍‌ ଷ୍ଟେଜ୍‌ର ଅନ୍ତିମ ଦିନର ମୁକାବିଲା ଖେଳାଯାଇଥିଲା। ଏହାପରେ ଡିସେମ୍ବର ପହିଲାରେ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହେବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଦକ୍ଷିଣ...

ଭାରତ ଜିଦ୍‌ ଆଗରେ ନଇଁଲା ପାକିସ୍ତାନ, ହାଇବ୍ରିଡ୍‌ ମଡେଲ ପାଇଁ ହେଲା ରାଜି , ରଖିଲା ବଡ଼ ସର୍ତ୍ତ…

ଦୁବାଇ,୩୦।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ। ଆଇସିସି ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)...

IPL ୨୦୨୫ ପୂର୍ବରୁ ବିବାହ କଲେ ଏହି କ୍ରିକେଟର, ରିଟେନ୍‌ କରିଛି ଲକ୍ଷ୍ନୌ

ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସର ତାରକା ବୋଲର ମୋହସିନ ଖାନ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ‘୧୪/୧୧/୨୪) କ୍ୟାପ୍‌ଶନ ଦେଇଥିବାରୁ ସେ...

ପାକିସ୍ତାନକୁ ଘାରିଛି ଭୟ: ହାତରୁ ଯିବ….

ନୂଆଦିଲ୍ଳୀ,୩୦।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ପାକିସ୍ତାନ ଏହି ସମ୍ମାନଜନକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଛି। ତେବେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିଛି।...

ଜିଦ୍‌ରେ ଅଟଳ ପାକିସ୍ତାନ, ହାଇବ୍ରିଡ୍‌ ମଡେଲକୁ କଲା ନା: ଏବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ…

ଦୁବାଇ,୩୦ା୧୧(ପି.ଟି.):ପାକିସ୍ତାନରେ ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଯିବାକୁ ଭାରତ ମନା କରିସାରିଥିବା ବେଳେ ବର୍ତ୍ତମାନ ଆଇସିସି କୋର୍ଟରେ ରହିଛି ବଲ୍‌। ଆଇସିସି ମଧ୍ୟସ୍ଥତାରେ ଶୁକ୍ରବାର ବୈଠକ ହୋଇଥିବା ବେଳେ ହାଇବ୍ରିଡ୍‌ ମଡେଲକୁ ନେଇ ପାକିସ୍ତାନ ଅନିଚ୍ଛା ଜାହିର କରିଥିଲା। ଏହାସହିତ...

ଚୌକା-ଛକା ବର୍ଷା କଲେ ଇଶାନ କିଶାନ: ୫ ଓଭର ଭିତରେ ଜିତିଗଲା ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ରେ ଝାଡଖଣ୍ଡ ରନ ପଛରେ ପକାଇ ମାତ୍ର ୪.୩ ଓଭରରେ ଜିତିଥିଲା। ଦଳ ଜିତିବାରେ ସାହାଯ୍ୟ କରିବାରେ ଇଶାନ କିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୯ଟି ଛକା ଓ ୫...

ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ ଯାଆନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri