ଖେଳ

ଆଜି ଭାରତ-ଆୟାରଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଡବଲିନ୍‌,୨୬।୬: ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚରେ ରବିବାର ଦିନ ଭାରତ ଏବଂ ଆୟାରଲାଣ୍ଡର କ୍ରିକେଟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ଡବଲିନ୍‌ରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ବିରାଟ କୋହଲି,...

କ୍ୟାପଟେନ ରୋହିତ ଶର୍ମା କରୋନା ପଜିଟିଭ

ନୂଆଦିଲ୍ଲୀ,୨୬ ।୬: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା କରୋନାରେ ପୀଡ଼ିତ ହୋଇଛନ୍ତି । ଶନିବାର ତାଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ବେଳେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ବିସିସିଆଇ ଟୁଇଟ କରି ଏହି...

ଟେଷ୍ଟରେ ଷ୍ଟୋକ୍ସଙ୍କ ମହାରେକର୍ଡ, ଏବେ କୋଚ୍‌ଙ୍କୁ ଟପି ଶ୍ରେଷ୍ଠ ହେବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦଳକୁ ଫେରିବା ପରେ ଜବରଦସ୍ତ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ସେ ନିଜ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଛକା ମାରିବାରେ...

କ୍ଷୋଭ ପ୍ରକାଶ କଲେ ଏହି କ୍ରିକେଟର: କହିଲେ ‘ଧୋନୀଙ୍କ ଯୋଗୁ କୋହଲି ଆଜି ଶୀର୍ଷରେ, ହେଲେ…’

ଲାହୋର,୨୫।୬: ପାକିସ୍ତାନ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଅହମ୍ମଦ ଶାହାଜାଦ ନିଜ ଦେଶର ବରିଷ୍ଠ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କାରଣରୁ ବିରାଟ କୋହଲି ଆଜି ଶିଖରରେ ପହଞ୍ଚିଛନ୍ତି। ହେଲେ...

ଓ୍ବାର୍ମଅପ୍‌ ମ୍ୟାଚ: ଭାରତ ୮୨ ରନ୍‌ରେ ଅଗ୍ରଣୀ

ଲିସେଷ୍ଟର,୨୫।୫: ସ୍ଥାନୀୟ ଗ୍ରେସ୍‌ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଅଗ୍ରଣୀ ହାସଲ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୬/୮ରେ ଘୋଷଣା କରିଥିଲା। ଦଳ ପକ୍ଷରୁ ଶ୍ରୀକର ଭରତ ସର୍ବାଧିକ...

ବିସିସିଆଇ ଲଗାଇଥିଲା ବ୍ୟାନ୍‌; ଏବେ ଜୋତା ବିକୁଛନ୍ତି ଅମ୍ପାୟାର

ଲାହୋର,୨୪।୬: ପାକିସ୍ତାନର ସର୍ବୋତ୍ତମ ଅମ୍ପାୟାରଙ୍କ ମଧ୍ୟରୁ ଆସାଦ ରାଉଫ ଜଣେ। ସେ ତାଙ୍କ ୧୩ ବର୍ଷ କ୍ୟାରିୟରରେ ୪୯ ଟେଷ୍ଟ, ୯୮ ଦିନିକିଆ ଏବଂ ୨୩ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ହେଲେ ତାଙ୍କ ଉପରେ ବିସିସିଆଇ ବ୍ୟାନ୍‌...

ରୁଟ୍‌ଙ୍କୁ କପି କରି ଟ୍ରୋଲ ହେଲେ କୋହଲି

ଲିସେଷ୍ଟର,୨୪।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଲିସେଷ୍ଟରଶାୟାର୍‌ ବିପକ୍ଷ ଚାରି ଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ କିଛି ବିଶେଷ କରିପାରି ନ ଥିଲେ। ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ବିରାଟ ୬୯...

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଫର୍ମ ମଧ୍ୟ ବଜାୟ ରଖିଛନ୍ତି। ନେଦରଲ୍ୟାଣ୍ଡ...

ଅଜବ ଢଙ୍ଗରେ ଆଉଟ୍‌ ହେଲେ ବ୍ୟାଟ୍ସମ୍ୟାନ୍‌, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଲିଡ୍ସ,୨୪।୬: ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ତିନି ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଲିଡ୍ସରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିୱି ଦଳର...

ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର ବହୁ ସଂଖ୍ୟକ ଫୁଟବଲ ପ୍ରେମୀ ଏଠାରେ ପହଞ୍ଚିବେ। ତେବେ ଏଠାରେ ଫିଫା ବିଶ୍ୱକପ...

ରୋହିତ ଶର୍ମା ଆଉଟ୍‌ ହେବା ପରେ ସେଲିବ୍ରେଶନ କଲେ ପନ୍ତ, ବୁମ୍‌ରା

ଲିସେଷ୍ଟର,୨୪।୬: ଭାରତ ଏବଂ ଲିସେଷ୍ଟରଶାୟାର୍‌ ମଧ୍ୟରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତର ଖେଳାଳିମାନେ ରୋହିତ ଶର୍ମାଙ୍କ ଆଉଟ୍‌ ପରେ ସେଲିବ୍ରେସନ କରୁଥିବା ଦେଖାଯାଇଥିଲା। ଗ୍ରେସ ରୋଡରେ ଚାରି ଦିନିଆ...

ସମ୍ମାନ ବଞ୍ଚାଇଲେ ଭରତ

ଲିସେଷ୍ଟର,୨୩।୬: ସ୍ଥାନୀୟ ଗ୍ରେସ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪୮ ରନ୍‌ରେ ୭...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri