ଖେଳ

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

କଟକ ଅଫିସ,୧।୬: ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଟି-୨୦ ପାଇଁ ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ। ପେଟିଏମ୍‌କୁ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଅନ୍‌ଲାଇନ୍‌ରେ ସକାଳ...

ସମାଲୋଚିତ ହେବା ପରେ ନେତୃତ୍ୱ ଛାଡ଼ିଲେ

ଢାକା,୩୧।୫: ବାଂଲାଦେଶ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ମଙ୍ଗଳବାର ନିଜ ପଦରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ନିଜର ଖରାପ ପ୍ରଦର୍ଶନ କାରଣରୁ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।...

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ମ୍ୟାଚ୍‌ ୪-୪ ମ୍ୟାଚ ଡ୍ର ରହିଛି। ଏହି ମ୍ୟାଚ ଜିତିଥିଲେ ଭାରତ...

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା।...

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ

ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି। ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ...

ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମେତ ସମସ୍ତେ ଭାବପ୍ରବଣ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଆଇପିଏଲରେ...

କ୍ୟୁରେଟର୍ସ, ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ

ମୁମ୍ବାଇ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଲାଗି ପିଚ୍‌ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ‘ପ୍ରଚ୍ଛଦପଟର ନାୟକ’ ଭାବେ ଅବିହିତ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧.୨୫ କୋଟି ଟଙ୍କାର...

ପଡ଼ିଲା ଦୁଇ ସମଲିଙ୍ଗୀ ମହିଳା କ୍ରିକେଟ୍‌ରଙ୍କ ହାତଗଣ୍ଠି

ଲଣ୍ଡନ,୩୦।୫: ଇଂଲଣ୍ଡ ବିଶ୍ୱକପ୍‌ର ବିଜେତା ମହିଳା କ୍ରିକେଟର କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ବିବାହ କରିଛନ୍ତି। ଏ ନେଇ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ସୋମବାର ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ବିବାହରେ ବହୁ ପୂର୍ବତନ ଓ ବର୍ତ୍ତମାନ...

‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କଲେ ମାନା ପଟେଲ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଅଲିମ୍ପିଆନ୍‌ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍‌ ଟାଇମ୍‌’ ହାସଲ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ୍‌ ଲେଗ୍‌ରେ ସେ ଏହି ସଫଳତା ପାଇଛନ୍ତି। ୨୨ ବର୍ଷୀୟା...

ଉମ୍ରାନଙ୍କୁ ପଛରେ ଛାଡ଼ିଲେ ଫର୍ଗୁସନ

ଅହମଦାବାଦ,୨୯।୫: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଆଇପିଏଲ ୨୦୨୨ରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଗୁଜରାଟ ଟାଇଟାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫର୍ଗୁସନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ଘଣ୍ଟା ପ୍ରତି ୧୫୭.୩ କିମି...

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ଗୁଜରାଟ ଟାଇଟାନ୍ସ କୋଚ

ଅହମଦାବାଦ,୩୦।୫: ଆଇପିଏଲ୍‌ ୨୦୨୨ରେ ଗୁଜରାଟ ଟାଇଟାନ୍ସ (ଜିଟି)ର ସଫଳତା ପଛରେ ଖେଳାଳି ତଥା କୋଚିଂ ଷ୍ଟାଫ୍‌ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ୍‌ର ଏହି ନୂତନ ଦଳ ଆଶିଷ ନେହେରାଙ୍କୁ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଦେଇଥିଲା।...

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ ନେଇ ୮୫ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri