ଖେଳ

ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୬୦…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ। ନିଜର ବିଜୟ ପରେ ସେ ତାଙ୍କର ଦୁଇଟି ସ୍ବପ୍ନ ଥିବା କଥା ପ୍ରକାଶ...

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପଅଧିନାୟକ

ନୂଆଦିଲ୍ଲୀ,୨୧।୫: ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଟୁର୍ନାମେଣ୍ଟ ଲାଗି ଶନିବାର ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଜୁନ୍‌ରେ ନେଦରଲ୍ୟାଣ୍ଡ ଓ ବେଲଜିୟମ୍‌ରେ ଖେଳାଯିବାକୁ ଥିବା ଏହି ପ୍ରୋ ଲିଗ୍‌ରେ ଭାରତର ନେତୃତ୍ୱ ୩୧ ବର୍ଷୀୟ...

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ। କାରଣ ଏଥିରୁ ପ୍ଲେ ଅଫ୍‌ର ଚତୁର୍ଥ ଟିମ୍‌ ନିର୍ଦ୍ଧାରିତ...

କ୍ୱାଲିଫାୟର-୧ରେ ରାଜସ୍ଥାନ

ମୁମ୍ବାଇ ୨୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଗୁଜରାଟ ଟାଇଟାନ୍ସ ସହିତ ରାଜସ୍ଥାନ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ରାଜସ୍ଥାନର ବିଜୟ ଫଳରେ...

ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌ର ଫଳାଫଳ ହିଁ ଚୂଡ଼ାନ୍ତ କରିବ ପ୍ଲେଅଫ୍‌ ଟିମ୍‌

ନୂଆଦିଲ୍ଲୀ,୨୧।୫: ଚଳିତ ଆଇପିଏଲ୍‌ ସିଜିନର ଶନିବାର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚର ଫଳାଫଳ ପରେ ପ୍ଲେ-ଅଫ ଲାଇନ ଅପ୍‌ ଚୂଡ଼ାନ୍ତ ହେବ। ଅନ୍ୟପକ୍ଷେ...

କୋଲକାତାରେ ଘର କିଣିଲେ ଗାଙ୍ଗୁଲି, ଯାହାର ମୂଲ୍ୟ…

କୋଲକାତା,୨୧।୫: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ । କୋଲକାତାର ସର୍ବଶ୍ରେଷ୍ଠ ଅଞ୍ଚଳରେ ଏକ ଘର କିଣିବା ପାଇଁ ସୌରଭ ଗାଙ୍ଗୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାର...

କଳିଙ୍ଗରେ ଆଜି ଇଣ୍ଡିଆନ ଗ୍ରାଁ ପ୍ରି-୩

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଥଲେଟିକ୍ସର ଆଉ ଏକ ବଡ଼ ପ୍ରତିଯୋଗିତା। ରାଜ୍ୟ ସରକାର ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ଓ ୨୦୧୮ରେ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ ସଫଳତାର ସହ ଆୟୋଜନ କରିଥିବାବେଳେ...

ବାରବାଟୀ ଟି୨୦ ଲାଗି ଜୁନ୍‌ ୧ରୁ ଅନ୍‌ଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର, ୨୦।୫: ଜୁନ୍‌ ୧୨ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ତେବେ ମ୍ୟାଚ୍‌ ଲାଗି ଜୁନ୍‌ ୧ରୁ...

୬ ବଲ୍‌ରେ ୨୬ ରନ୍‌

ମୁମ୍ବାଇ,୨୦।୫: ଗୋଟିଏ ଓଭରରେ ୨୬ ରନ୍‌। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ମୋଇନ ଅଲିଙ୍କ ଏଭଳି ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଓଭରରେ ସେ ପ୍ରଥମ ବଲରେ ଛକା...

ଶତକ ମାରିପାରିଲେନି ମୋଇନ, ରାଜସ୍ଥାନକୁ ୧୫୧ ରନ୍‌ର ବିଜୟଲକ୍ଷ୍ୟ

ମୁମ୍ବାଇ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ମ୍ୟାଚ୍‌ରେ ରାଜସ୍ଥାନକୁ ବିଜୟ ଲାଗି ୧୫୧ ରନ୍‌ର ଟାର୍ଗେଟ ମିଳିଛି। ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri