ଖେଳ

ଓଡ଼ିଆ ପୁଅ ଅମିତ ନେବେ ହକି ଟିମ୍‌ର ନେତୃତ୍ୱ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଭାରତୀୟ ହକି ଟିମ୍‌ର ନେତୃତ୍ୱ ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିଥିବା ରୋହିଦାସଙ୍କ ନେତୃତ୍ୱରେ ଭାରତ ୨୦୨୧-୨୨ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶେଷ ଲେଗ ମ୍ୟାଚ୍‌ ଖେଳିବ। ତାଙ୍କ ନେତୃତ୍ୱରେ...

ପଡ଼ିଆରେ କାନ୍ଦିଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୯।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଛି କୋଲକତା ନାଇଟ୍‌ ରାଇଡର୍ସ। ଯଦିଓ କେକେଆର୍‌ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି, କିନ୍ତୁ ଦଳର...

ଲାଇଭ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆ ଛାଡିଲେ ଅମ୍ପାୟାର

ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର ଚତୁର୍ଥ ଦିନରେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଲାଇଭ ମ୍ୟାଚ ସମୟରେ...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ରେକର୍ଡ

ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍‌ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦ ରନ ଓପନିଂ ଭାଗିଦାରୀ ବାଣ୍ଟିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଉଇକେଟ ପାଇଁ ଏହା...

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍‌ ପ୍ଲେ ଅଫ ଆଡକୁ ଗତି କରୁଛି। ଆଇପିଏଲ ପରେ ତୁରନ୍ତ...

ବିଦାୟ ନେଲା କେକେଆର୍‌

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଲକ୍ଷ୍ନୌର ୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକତା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ...

କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଶତକ: କୋଲକାତାକୁ ୨୧୧ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ବିନା ଉଇକେଟ୍‌ ହରାଇ ୨୧୦ ରନ୍‌...

କର ବା ମର ମ୍ୟାଚ୍‌ରେ ଟସ୍‌ ହାରିଲା କୋଲକତା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳର ଶେଷ ଲିଗ୍‌ ମ୍ୟାଚ...

ସିଏସ୍‌କେକୁ ଚିଠି ଲେଖିଲେ ୧୬ ବର୍ଷର ବାଳକ, ଧୋନୀ ହେଲେ ଭାବପ୍ରବଣ

ମୁମ୍ବାଇ,୧୮।୫: ଆଇପିଏଲ୍‌ ୨୦୨୨ରେ ଏପର୍ଯ୍ୟନ୍ତ ୬୫ଟି ମ୍ୟାଚ ଖେଳାଯାଇଛି। ଗୁଜରାଟ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଛନ୍ତି। ଚେନ୍ନାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି...

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସେ ଭଲ...

ସେଦିନ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି: ଆଣ୍ଡରସନ୍‌

ନୂଆଦିଲ୍ଲୀ,୧୮।୫: ବର୍ତ୍ତମାନ ସମୟରେ ଇଂଲଣ୍ଡ କ୍ରିକେଟ ଟିମ୍‌ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ପ୍ରଥମେ ଦଳର ଅଧିନାୟକ ଇସ୍ତଫା ଦେବା ପରେ ଅନେକ ବୋର୍ଡ ଅଧିକାରୀ ଇସ୍ତଫା ଦେଇଥିଲେ। ଏପରିକି ସୋମବାର ବୋର୍ଡର ସିଇଓ ଟମ୍‌ ହାରିସନ୍‌ ମଧ୍ୟ...

ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦ କ୍ରିକେଟରେ ଭାରତ ପାଇଁ ୨୫୦ ଉଇକେଟ ନେଇଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଟିମ ଇଣ୍ଡିଆର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri