ଖେଳ

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍‌...

ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା

ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍‌ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓମାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଏହି ସଂସ୍କରଣରେ...

ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ୧୧୯...

ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା

ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନକୁ ପରାସ୍ତ କରିଛି। ଉଭୟଙ୍କ ମଧ୍ୟରେ ଟୁର୍ନାମେଣ୍ଟର ୧୯ତମ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ୬ ରନ୍‌ରେ ଜିତିଥିଲା। ବୋର୍ଡରେ ମାତ୍ର ୧୧୯ ରନ...

ଟି-୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ

ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଇତିହାସ ସୃଷ୍ଟି କରିଛି। ପାକିସ୍ତାନ ବିପକ୍ଷରେ ବିଜୟ ସହ ଟିମ ଇଣ୍ଡିଆ ଅନେକ ରେକର୍ଡ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ ଇତିହାସରେ ପାକିସ୍ତାନ ଉପରେ ଭାରତୀୟ ଦଳର ଏହା ସପ୍ତମ ବିଜୟ ଥିଲା।...

ଚାମ୍ପିଅନ୍ସ ଟ୍ରଫି ୨୦୨୫: ପାକିସ୍ତାନର ଏହି ଷ୍ଟାଡିୟମରେ ଖେଳାଯିବ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୧୦ା୬: ରବିବାର ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଏକ ଅବିଶ୍ଵନିୟ ବିଜୟ ହାସଲ କରିଛି। ତେବେ ବର୍ତମାନ ଉଭୟ ଦଳକୁ ନେଇ...

ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍‌

ପ୍ୟାରିସ୍‌,୧୦।୬: ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍‌ଙ୍କୁ ୬-୩, ୨-୬,...

ଭାରତର ଅବିଶ୍ୱସନୀୟ ବିଜୟ

ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ...

ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍

ନ୍ୟୁୟର୍କ;୯।୬:ଆଜି ଟି-୨୦ ବିଶ୍ୱକପ୍ ୨୦୨୪ର ୧୯ତମ ମ୍ୟାଚ୍ ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୯ ରନ୍ ରେ ଅଲଆଉଟ୍ ହୋଇଛି।...

ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ନ୍ୟୁୟର୍କ,୯।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ୍‌ର ଏକ ବଡ଼ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବର୍ଷ ଯୋଗୁ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ...

କୋହଲିଙ୍କ ଜୋତାର ସମକକ୍ଷ ନୁହେଁ ବାବର ଆଜମ: ମହାମୁକାବିଲା ପୂର୍ବରୁ ବିସ୍ଫୋରକ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୬: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଅପେକ୍ଷା କ୍ରିକେଟ ଦୁନିଆରେ ଭାରତ ଏବଂ ପାକିସ୍ତାନ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଏ। ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ନିକଟରେ ବିରାଟ କୋହଲି ଏବଂ ବାବର ଆଜମଙ୍କ ମଧ୍ୟରେ...

ମ୍ୟାଚ୍‌ ପୂର୍ବରୁ ଆଇସିସି ଉପରେ ପାକିସ୍ତାନର ବଡ଼ ଅଭିଯୋଗ, ଭାରତ…

ନୂଆଦିଲ୍ଲୀ, ୯ା୬: ଟି-୨୦ ବିଶ୍ୱକପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଆମେରିକା ଠାରୁ ହରିବା ପରେ ପାକିସ୍ତାନର ମନୋବଳ ଭାଙ୍ଗି ଯାଇଛି। ହେଲେ ଦଳ ଆଜି ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri