ଖେଳ

ସଂଘର୍ଷ କରି ହାରିଲା ଚେନ୍ନାଇ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସଂଘର୍ଷ କରି ୧୧ରନ୍‌ରେ ପରାସ୍ତ ହୋଇଛି। ଶେଷ ବଲ୍‌ରେ ୧୩ ରନ୍‌ ଆବଶ୍ୟକ ଥିବା ବେଳେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ରବୀନ୍ଦ୍ର...

ଚେନ୍ନାଇକୁ ୧୮୮ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ...

ବାୟୋ-ବବଲ ମୁକ୍ତ ହୋଇପାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ

ନୂଆଦିଲ୍ଲୀ, ୨୫ା୪: କ୍ରିକେଟରମାନଙ୍କ ମାନସିକ ଅବସ୍ଥାର ହିତ ଦୃଷ୍ଟିରୁ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ବାୟୋ-ବବଲ ରହି ନ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏହି ସୂଚନା ଦିଆଯାଇଛି।...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ଆର୍‌ସିବିର ପିଛା ଛାଡୁନି ୨୩ ଏପ୍ରିଲ

ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବି ୬୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତେବେ...

ରାହୁଲଙ୍କୁ ଜୋରିମନା

ମୁମ୍ବାଇ,୨୫।୪: କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଆଇପିଏଲ ୨୦୨୨ର ପଞ୍ଚମ ବିଜୟ ହାସଲ କରିଛି। ତେବେ ଏହି ବିଜୟ ପରେ ଲକ୍ଷ୍ନୌର ଦଳକୁ ଦଣ୍ଡିତ କରାଯାଇଛି। ଅଧିନାୟକ କେ.ଏଲ ରାହୁଲ ଏବଂ ବାକି...

ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଏହି ମ୍ୟାଚ୍‌ରେ ଭଲ ଖେଳି ନ ଥିଲେ। ଏଥିରେ କିରନ ପୋଲାର୍ଡ ମଧ୍ୟ ସାମିଲ...

ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳିଙ୍କ ଫ୍ଲପ ଶୋ’

ମୁମ୍ବାଇ,୨୫।୪: ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଆଇପିଏଲ ୨୦୨୨ରେ କ୍ରମାଗତ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି। ମେଗା ନିଲାମରେ ଇଶାନ କିଶନ ସବୁଠାରୁ ମହଙ୍ଗା ଖେଳାଳି ଥିଲେ, କିନ୍ତୁ ଏହି ସିଜନରେ ସେ ଏପର୍ଯ୍ୟନ୍ତ ତାଙ୍କ ଦଳ ପାଇଁ...

ମୁମ୍ବାଇର ଅପେକ୍ଷା ଜାରି

ମୁମ୍ବାଇ,୨୪।୪: ସ୍ଥାନୀୟ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ହରାଇ ଦେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନ୍‌ର ଶତକୀୟ ଇନିଂସ୍‌ ଯୋଗୁ ଲକ୍ଷ୍ନୌ ୨୦ ଓଭରରେ ୬...

ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍‌ର ଟାର୍ଗେଟ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟର୍‌ ହରାଇ ୧୬୮ ରନ୍‌...

ହୃଦ୍‌ଘାତରେ ୪୦ ବର୍ଷୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ,୨୪।୪:ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ତଥା ରଣଜୀ ଟ୍ରଫି ବିଜେତା ଦଳର ଅଂଶ ଥିବା ରାଜେଶ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୪୦ ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ ତାଙ୍କ କ୍ୟାରିୟରରେ ୭ଟି ପ୍ରଥମ...

ଗୋଟିଏ ଓଭରରେ ସର୍ବାଧିକ ଉଇକେଟ ନେଇ ରେକର୍ଡ ଭାଙ୍ଗିଲେ

ମୁମ୍ବାଇ,୨୪।୪: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ଆନ୍ଧ୍ରେ ରସେଲ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସର ପ୍ରଥମ ବୋଲର ଭାବେ ଗୋଟିଏ ଓଭର ବୋଲିଂ କରି ୪ ଉଇକେଟ ସଫଳତା ହାସଲ କରିଛନ୍ତି। ଗୁଜରାଟ ଟାଇଟନ୍ସ (ଜିଟି)...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri