ଖେଳ

ଶ୍ରୀଲଙ୍କା ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡରଙ୍କର ହେଲା ଏନଗେଜମେଣ୍ଟ

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳ ସୋମବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସମୟରେ କ୍ରିକେଟର ଲଲିତ ଯାଦବଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଫିୟାଂସିଙ୍କୁ...

୨୦୨୭ ଓ୍ବାନ ଡେ’ ବିଶ୍ୱକପ ଖେଳିବେ ରୋହିତ ଶର୍ମା-ବିରାଟ କୋହଲି! ଗମ୍ଭୀର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୨।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ସୋମବାର ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ସେ ରୋହିତ...

ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ, ଷ୍ଟାଡିୟମ ବାହାରେ ହେବ…

ନୂଆଦିଲ୍ଲୀ,୨୨।୭: ଅଲିମ୍ପିକ୍ସ ୨୦୨୪ ଆୟୋଜନ କରିବାକୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର କ୍ରିଡାର ଏହି ମହାକୁମ୍ଭରେ ବିଶ୍ୱର ୧୦ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିବେ। ଜୁଲାଇ ୨୬ରେ ଉଦଘାଟନୀ ସମାରୋହରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥର ଅଲିମ୍ପିକ୍ସର...

ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ

ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ ୧୮ ବର୍ଷର ଲମ୍ବା କ୍ୟାରିଅରରେ ଭାରତୀୟ ହକି ଦଳର ଅନେକ ଐତିହାସିକ ମୁହୂର୍ତ୍ତ...

ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସିଜନରେ ସେ ସମ୍ଭବତଃ ମଧ୍ୟପ୍ରଦେଶ କିମ୍ବା ବିଦର୍ଭ ପକ୍ଷରୁ ଖେଳିପାରନ୍ତି। ଏଥିପାଇଁ ସେ...

ଛକା ପରେ ଛକା ବର୍ଷା, ନୂଆ ରେକର୍ଡ କଲେ ଏହି ଖେଳାଳି

ନୂଆଦିଲ୍ଲୀ, ୨୨।୦୭: ଶ୍ରୀଲଙ୍କାରେ ବର୍ତ୍ତମାନ ଏସିଆ କପ୍‌ (ମହିଳା) ଜାରି ରହିଛି । ୮ଟି ଟିମ୍‌ ଏଥିରେ ଭାଗ ନେଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ମଧ୍ୟ ଏଥିରେ ସାମିଲ୍‌ ରହିଛନ୍ତି । ହରମନ୍‌ପ୍ରୀତ୍‌ଙ୍କ ଅଧିନାୟକତ଼୍ବରେ ଭାରତୀୟ ଦଳ...

ହାର୍ଦ୍ଦିକଙ୍କ ବଦଳରେ ସୂର୍ଯ୍ୟକୁମାର କାହିଁକି ହେଲେ ଅଧିନାୟକ, ମୁଖ୍ୟ ଚୟନକର୍ତ୍ତା ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୭: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ସମ୍ଭାଳିବେ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି -୨୦ ବିଶ୍ୱକପ୍‌ ଜିତିଥିଲା। ଏହି ଟୁର୍ନାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା...

ବିରାଟ କୋହଲିଙ୍କ ସହ କେମିତି ଅଛି ସମ୍ପର୍କ: ସଫାସଫା ଏମିତି କହିଲେ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଆଇପିଏଲ ୨୦୨୩ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଥିବା ସମସ୍ତେ ଜାଣନ୍ତି। ଆଇପିଏଲ୍‌ରେ ଗମ୍ଭୀର ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଥିଲେ ଏବଂ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ। ଆରସିବି...

ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା

ନୂଆଦିଲ୍ଲୀ,୨୨ା୭: ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ...

କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର

ନୂଆଦିଲ୍ଲୀ,୨୨ା୭: ଟି20 ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ...

ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହାର୍ଦ୍ଦିକ...

ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

ଡାମ୍ବୁଲା,୨୧ା୭: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା ଟି୨୦ରେ ୨୦୦ ରନ୍‌ ସ୍କୋର କରିବା ସହ କ୍ରମାଗତ ମ୍ୟାଚ୍‌ରେ ବିଜୟୀ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri