ଖେଳ

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଜୋସ...

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ...

ବଟଲରଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୧୮।୪: ସ୍ଥାନୀୟ ବ୍ରାବୋର୍ନେ ଷ୍ଟାଡିୟମରେ ସୋମବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଫୁଲ ଫର୍ମରେ ଥିବା ଜୋସ ବଟଲର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୧୦୩ ରନ୍‌ର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ପାଳି ଯୋଗୁ ରାଜସ୍ଥାନ...

କାଉଣ୍ଟିରେ ପୂଜାରାଙ୍କ ଅପରାଜିତ ଦ୍ୱିଶତକ

ନୂଆଦିଲ୍ଲୀ,୧୮।୪: ଚେତେଶ୍ୱର ପୂଜାରା (୨୦୧*)ଙ୍କ ଅପରାଜିତ ଦ୍ୱିଶତକ ଯୋଗୁ ସସେକ୍ସ ଏବଂ ଡର୍ବିଶାୟାର ମଧ୍ୟରେ ଚାଲିଥିବା କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨ ମ୍ୟାଚ୍‌ ଅମୀମାଂସିତ ରହିଛି। କାଉଣ୍ଟି ଚାମ୍ପିୟନଶିପ୍‌ରେ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବ୍ୟାଟର।...

୩୦ ରେସ୍‌ଲରଙ୍କ ପାଇଁ ୧.୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ,୧୮।୪: ମଙ୍ଗୋଲିଆରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ସିନିୟର ଏସିଆନ ଚାମ୍ପିୟନଶିପ୍‌। ଏଥିରେ ଅଲିମ୍ପିକ୍‌ ପଦକଧାରୀ ରବି ଦାହିୟା ଓ ବଜରଙ୍ଗ ପୁନିଆଙ୍କ ସମେତ ୩୦ ରେସ୍‌ଲର ଭାଗନେବେ। ଏଥିଲାଗି ସୋମବାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛି ଭାରତୀୟ...

ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୪: ଦୁଇ ବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌। ତେବେ ଷ୍ଟାଡିୟମର କିଛି ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ ଏବଂ ସେକ୍‌ଶନରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଆଇ-ଲିଗ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା...

ମାର୍ଶ ପଜିଟିଭ ପରେ ନେଗେଟିଭ

ମୁମ୍ବାଇ, ୧୮ା୪ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ୍‌ ପାଇଁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯିବ...

ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ନେବା ଧାରା ଜାରି

ମୁମ୍ବାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୩୦ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଚାଲିଛି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍‌ ଲିଗ୍‌ରେ ଟସ୍‌ ଜିତି ବୋଲିଂ...

ଟାଇଟଲ ଜିତିଲେ ଜିଏମ୍‌ ଗୁକେଶ

କାଷ୍ଟିଲା ଲା ମାଞ୍ଚା(ସ୍ପେନ),୧୮।୪: ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୪୮ତମ ଲା ରୋଡା ଅନ୍ତର୍ଜାତୀୟ ଓପନ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ସର୍ବାଧିକ ୮ ପଏଣ୍ଟ ସ୍କୋର କରିଥିଲେ। ପୂରା ପ୍ରତିଯୋଗିତାରେ...

ସ୍ବର୍ଣ୍ଣ ଜିତିଲେ ବେଦାନ୍ତ ମାଧବନ

ନୂଆଦିଲ୍ଲୀ,୧୮।୪: ଉଦୀୟମାନ ସନ୍ତରଣକାରୀ ବେଦାନ୍ତ ମାଧବନ ଚଳିତ ଦାନିଶ ଓପନରେ ଚମତ୍କାର ପ୍ରଦର୍ଶନ ଜାରି ରଖି ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୋପେନହେଗେନଠାରେ ଚାଲିଥିବା ପ୍ରତିଯୋଗିତାର ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଶୀର୍ଷ ସଫଳତା ପାଇଛନ୍ତି। ୧୬ ବର୍ଷୀୟ ସୁଇମର...

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ ଏବେ ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏବେ...

ପିତାଙ୍କ ଭୁଲ୍‌ ଯୋଗୁ ରୋହନରୁ ହୋଇଗଲେ କେ.ଏଲ୍‌ ରାହୁଲ

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଇପିଏଲ୍‌ରେ ୨୦୨୨ରେ ତାଙ୍କ ଅଧିନାୟିକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଚମତ୍କାର ପ୍ରଦର୍ଶନ କରୁଛି। ଖୁବ୍‌ କମ୍‌ ଦିନରେ ରାହୁଲ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri