ଖେଳ

ଆମେରିକାଠାରୁ ପରାସ୍ତ ହେବାପରେ ମନର ଯନ୍ତ୍ରଣା ବଖାଣିଲେ ପାକିସ୍ତାନ ଅଧିନାୟକ

ନ୍ୟୁୟର୍କ,୭।୬: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଆମେରିକା ଏକ ବଡ ଓଲଟପାଲଟ କରିଛି। ଗ୍ରୁପ ଏର ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ...

କିଏ ସେହି ପାକିସ୍ତାନକୁ ଧୂଳି ଚଟେଇଥିବା ସୌରଭ ନେଟ୍ରୱାଲକର:ଭାରତ ପାଇଁ ଖେଳିସାରିଛନ୍ତି ବିଶ୍ୱକପ୍‌

ଟେକ୍ସାସ,୭।୬: ଟି-୨୦ ବିଶ୍ୱକପ ୨୦୨୪ର ଗ୍ରୁପ ଏ ମ୍ୟାଚରେ ୨୦୦୯ଟି ଚାମ୍ପିଅନ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଆମେରିକା। ଟେକ୍ସାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ...

ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଲା ଆମେରିକା

ନ୍ୟୁୟର୍କ,୭।୬: ଟି-୨୦ ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ଘଟିଛି। ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି।...

କ୍ୟାରିୟରର ଶେଷ ମ୍ୟାଚ, ଭାବପ୍ରବଣ ହେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୬।୬: ଫିଫା ବିଶ୍ୱକପ୍‌ ୨୦୨୬ କ୍ୱାଲିଫାୟର୍ସ ମ୍ୟାଚରେ ଭାରତ ଏବଂ କୁଏତ ମ୍ୟାଚ ୦-୦ ଡ୍ର’ରେ ଶେଷ ହୋଇଛି। ଏହି ମ୍ୟାଚ କୋଲକାତାର ସାଲ୍ଟ ଲେକ ଷ୍ଟାଡିୟମରେ ଖେଳାଯାଇଛି ଏବଂ ଏହା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ...

ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା: ଲୋକେ କହିଲେ, ସବୁକିଛି ଠିକ୍‌ ଅଛି

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଚର୍ଚ୍ଚାରେ ଥିଲେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଏହି ଗୁଜବ ଉପରେ ଉଭୟ ନୀରବତା ବଜାୟ ରଖିଥିଲେ। ଏସବୁ ମଧ୍ୟରେ, ନିକଟରେ...

ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ନ୍ୟୁୟର୍କ,୫ା୬: ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଭାରତ ଆୟାରଲ୍ୟାଣ୍ଡ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଭାରତ ଏହି ମ୍ୟାଚରେ ଚାରି ବ୍ୟାଟର, ଚାରି ଅଲରାଉଣ୍ଡର ଏବଂ...

ଆଜି ଭାରତ-ଆୟର୍ଲାଣ୍ଡ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୫।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଅଭିଯାନ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ହୋଇଛି। ଏହି ଗ୍ରୁପ-ଏ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସମ୍ପର୍କରେ ନ୍ୟୁୟର୍କରେ ସୁରକ୍ଷା...

ଆଫଗାନିସ୍ତାନର ବୃହତ୍‌ ବିଜୟ

ଗୁଏନା,୫ା୬(ପି.ଟି.): ଟି୨୦ ବିଶ୍ୱକପରେ ଉଗାଣ୍ଡା ବିପକ୍ଷରେ ୧୨୫ ରନର ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ୍‌ କରିଥିଲା। ଜବାବରେ ଫଜଲ୍ଲକ ଫାରୁକି...

ସେମିଫାଇନାଲରେ ଗଫ୍‌-ସ୍ବିଟେକ୍‌

ପ୍ୟାରିସ୍‌,୫ା୬(ପି.ଟି.): ଫ୍ରେଞ୍ଚ ଓପନ ଟେନିସ୍‌ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି କୋକୋ ଗଫ୍‌ ଓ ଇଗା ସ୍ବିଟେକ୍‌। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀର...

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି…

ନୂଆଦିଲ୍ଲୀ,୪।୬: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଲୋକ ସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ୟୁସୁଫଙ୍କୁ ଦଳ ପଶ୍ଚିମବଙ୍ଗର ବହରାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ପୁରୁଖା...

ଟି-୨୦ ବିଶ୍ୱକପ୍‌ରେ ପ୍ରଥମଥର ଘଟିଲା ଏମିତି

ନ୍ୟୁୟର୍କ,୪।୬: ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଶ୍ରୀଲଙ୍କା ବୋଲର ଏବଂ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ମାତ୍ର ୭୭ ରନ ସଂଗ୍ରହ...

ଶ୍ରୀଲଙ୍କାକୁ ହରାଇ ଦକ୍ଷିଣ ଆଫ୍ରିକାର ବିଜୟ ଅଭିଯାନ ଆରମ୍ଭ

ନ୍ୟୁୟର୍କ,୪ା୬: ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌କୁ ୬ ଉଇକେଟରେ ଜିତି ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିଛି। ଆନରିଚ୍‌ ନର୍ଜେ ଘାତକ ବୋଲିଂ କରି ୭ ରନ୍‌ରେ ୪ ଉଇକେଟ ନେବାରୁ ଶ୍ରୀଲଙ୍କା ୧୯.୧ ଓଭରରେ ମାତ୍ର ୭୭...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri