ଖେଳ

ରିଟାୟର୍ଡ ହର୍ଟ ଆଉଟ୍‌ କ’ଣ: ଆଇପିଏଲ୍‌ ଇତିହାସରେ ପ୍ରଥମଥର ଏହି ନିୟମ ବ୍ୟବହାର କଲେ ଅଶ୍ୱିନ୍‌

ମୁମ୍ବାଇ,୧୧।୪: ଆଇପିଏଲ ଇତିହାସରେ ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଖେଳାଳି ଭାବେ ରିଟାୟର୍ଡ ଆଉଟ୍‌ ହୋଇଛନ୍ତି। ଆଇପିଏଲ ୨୦୨୨ର ବିଂଶତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ରାଜସ୍ଥାନ ରୟାଲ୍ସ ପାଇଁ ବ୍ୟାଟିଂ କରୁଥିବା ଅଶ୍ୱିନ ହଠାତ୍‌...

ରାଜସ୍ଥାନକୁ ଶୀର୍ଷରେ ପହଞ୍ଚାଇଲେ ଚହଲ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ୨୦ତମ ମ୍ୟାଚରେ ରାଜସ୍ଥାନ ରାୟାଲ୍ସ ୩ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ୍‌ କରିଥିଲା। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୨୦...

୧୬୫ ରନ୍‌ରେ ଅଟକିଲା ରାଜସ୍ଥାନ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୬୫...

ଇସ୍ତଫା ଦେଇପାରନ୍ତି ରମିଜ ରାଜା

କରାଚୀ,୧୦ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିଦାୟ ପରେ ଇସ୍ତଫା ଦେବା ଲାଗି ଚିନ୍ତା କରୁଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ରମିଜ ରାଜା। ଇମ୍ରାନଙ୍କ ଭଳି ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ଏବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ପୁଣେ, ୧୦ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ବିବାଦୀୟ ଏଲ୍‌ବିଡବ୍ଲ୍ୟୁର ସମ୍ମୁଖୀନ ହେବା ପରେ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୮ ରନ୍‌ର ପାଳି ଖେଳିବା...

କୂଳଦୀପଙ୍କ ଚମତ୍କାର ବୋଲିଂ: ହାରିଲା କୋଲକତା

କୋଲକତା,୧୦।୪:ଆଇପିଏଲ୍‌ ୨୦୨୨ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନ୍‌ରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୧୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି କୋଲକତା ୧୭୧ ରନ୍‌ରେ...

ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ଲକ୍ଷ୍ନୌ

ମୁମ୍ବାଇ,୧୦।୪: ଆଜି ଆଇପିଏଲ୍‌ ‘ସୁପର୍‌ ସନ୍‌ଡେ’ର ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ...

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି କୋଲକତାକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।...

ଟସ୍‌ ଜିତିଲା କୋଲକତା

ମୁମ୍ବାଇ,୧୦।୪: ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଦୁଇଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ କୋଲକତା ପ୍ରଥମେ ଟସ୍‌ ଜିତି ବୋଲିଂ...

ଇତିହାସ ରଚିଲେ ଦୀନେଶ କାର୍ତ୍ତିକଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୨ରେ ଦୀନେଶ କାର୍ତ୍ତିକ ଚମତ୍କାର ବ୍ୟାଟିଂ କରୁଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଦୀପିକା ପାଲ୍ଲିକଲ କାର୍ତ୍ତିକ ମଧ୍ୟ ପଛରେ ନାହାଁନ୍ତି। ଯାଆଁଳା ଶିଶୁ ଜନ୍ମ ହେବାର ୬ ମାସ ପରେ ବିଶ୍ୱ ଡବଲ୍ସ ସ୍କ୍ବାସ ଚାମ୍ପିଅନସିପରେ ସେ...

ଲଗାତର ୪ର୍ଥ ପରାଜୟ ପରେ ଏମିତି କହିଲେ ଜାଡେଜା

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ନେତୃତ୍ୱ ପରିବର୍ତ୍ତନ କରିଥିଲା। ଏହାପରଠାରୁ ଦଳ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ କରିଆସୁଛି। ବର୍ତ୍ତମାନ ଯାଏ ଦଳ ୪ ମ୍ୟାଚ୍‌ ଖେଳି ସବୁଥିରେ ପରାଜିତ ହୋଇଛି। ପୂର୍ବରୁ କେବେହେଲେ ଚେନ୍ନାଇ ଏଭଳି ପ୍ରଦର୍ଶନ...

ଆର୍‌ସିବିର ସହଜ ବିଜୟ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି)  ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରସିବି  ୧୮.୩ ଓଭରରେ  ୩ ୱିକେଟ ହରାଇ ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri