ଖେଳ

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୫୨…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି...

ଜାଡେଜାଙ୍କ ସ୍ବତନ୍ତ୍ର ରେକର୍ଡ; ଧୋନୀ-ରାଇନାଙ୍କ କ୍ଲବରେ ସାମିଲ

ମୁମ୍ବାଇ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶନିବାର ଖେଳାଯାଉଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଚେନ୍ନାଇ ବିପକ୍ଷରେ ଜାଡେଜାଙ୍କର...

ଆର୍‌ସିବି ଜିତିଲା ଟସ୍‌, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି...

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଏସ୍‌ଆର୍‌ଏଚ୍‌ ବିଜୟୀ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୮ ଓ୍ବିକେଟରେ ପରାଜିତ କରିଛି। ବିଜୟ ପାଇଁ ୧୫୫ ରନ୍‌ର ଆବଶ୍ୟକତା ଥିବାବେଳେ ଦଳ ୨...

ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍‌ ଲଗାଇଦେବା ଉଚିତ’

ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ବାଲକୋନୀର ତଳକୁ ଝୁଲାଇ ରଖିଥିଲେ। ଏପରିକି ତାଙ୍କର ଟିକିଏ...

ଏମିତି ଶଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌: ସନ୍ୟାସ ଘୋଷଣା କଲେ ରାଜସ୍ଥାନର ବୋଲର୍‌ !

ମୁମ୍ବାଇ,୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନ୍‌ରେ ଭଲ ପ୍ରଦର୍ଶନ କରିଆସୁଛି ରାଜସ୍ଥାନ ରୟାଲ୍ସ। ହେଲେ ଏବେ ଏହାର ଜଣେ ଖେଳାଳି ବଡ଼ ଘୋଷଣା କରି ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ଖେଳାଳି ଜିମି ନିଶାମ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅଭ୍ୟାସ ସମୟର ଫଟୋ...

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୫ …

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ...

ଏଯାଏ ଖୋଲିନି ଖାତା

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ଶନିବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ ଏଯାବତ ଗୋଟିଏ ବି ମ୍ୟାଚ୍‌ ଜିତି ନାହାନ୍ତି। ରବିନ୍ଦ୍ର ଜାଡେଜା ନେତୃତ୍ୱାଧୀନ ଚେନ୍ନାଇ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ...

ଟସ୍‌ ଜିତିଲା ଏସ୍‌ଆର୍‌ଏଚ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ (ଏସ୍‌ଆର୍‌ଏଚ୍‌) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ...

ଇତିହାସ ରଚିଲେ ଧାଓ୍ବନ

ମୁମ୍ବାଇ,୮।୪: ଆଇପିଏଲ୍‌ର ୧୬ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସି ଅଭିଜ୍ଞ...

ଗୁଜରାଟକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ମୁମ୍ବାଇ,୮।୪: ଆଇପିଏଲର ୧୬ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦...

ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’

ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ ହୋଇଥିବା ଏକ ଘଟଣା ଉପରୁ ପରଦା ହଟାଇ ଚର୍ଚ୍ଚାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri