ଖେଳ

ଆୟାରଲାଣ୍ଡ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ

ନୂଆଦିଲ୍ଲୀ,୧୫।୬: ଆୟାରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ସିରିଜ ପାଇଁ ବୁଧବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ ୧୭ ଜଣିଆ ଦଳକୁ...

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ରୁଟ୍‌

ଦୁବାଇ,୧୫।୬: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୬ର ଏକ ପାଳି ଖେଳିଥିଲେ। ଗତ ବର୍ଷ ଡିସେମ୍ବରରୁ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ନମ୍ବର...

ପୁଣି ଏକ ରେକର୍ଡ ହାସଲ କଲେ ସୁନା ପୁଅ

ହେଲସିଙ୍କି,୧୫।୬: ଭାରତର ଜାଭେଲିନ ଥ୍ରୋ’ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ରେକର୍ଡ କରିଛନ୍ତି। ୮୯.୩୦ ମିଟର ଦୂରତା ଜାଭଲିନ୍‌ ପକାଇ ନିଜ ରେକର୍ଡ ଭାଙ୍ଗି ଏକ ନୂତନ ଜାତୀୟ ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡର ତୁର୍କୁରେ ପାଭୋ ନୁରମି ଗେମ୍ସରେ...

କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୫।୬:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଦିନରେ ଇଂଲଣ୍ଡକୁ ୭୨ ଓଭରରେ ୨୯୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଦଳ ଏହାକୁ ମାତ୍ର ୫୦ ଓଭରରେ ହାସଲ...

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ...

ଅଧିନାୟକ ଭାବେ ପ୍ରଥମ ବିଜୟକୁ ନେଇ ପନ୍ତ କହିଲେ ଏମିତି

ବିଶାଖାପାଟଣା,୧୫।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ରେ ଭାରତ ୪୮ ରନ୍‌ରେ ବିଜେତା ହୋଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ତେବେ ଏହି ବିଜୟ ଭାରତୀୟ ଅଧିନାୟକ ଭାବେ...

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଫିନିଶର ଭାବେ ଚୟନ କରାଯିବା ଉଚିତ ବୋଲି ପ୍ରଶଂସକମାନେ ଦାବି କରି...

୪୮ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୧୪।୬: ସ୍ଥାନୀୟ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ଲାଭ କରିଛି। ଏହି ‘କର ବା ମର’ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ।...

୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌

ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା ଆଇପିଏଲ ପ୍ରସାରଣ ଅଧିକାର ମୋଟ ୪୮,୩୯୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ନେଇ...

ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍‌ର ଟାର୍ଗେଟ୍‌

ବିଶାଖାପଟନମ୍‌,୧୪।୬: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ୧୮୦ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଟସ୍‌ରେ ହାରିବା ପରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ...

ପୁଣି ଟସ୍‌ ହାରିଲେ ପନ୍ତ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନାହିଁ…

ବିଶାଖାପଟନମ୍‌,୧୪।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବି ଭାରତ ଅଧିନାୟକ ଋଷଭ ପନ୍ତ ଟସ୍‌ ହାରିଛନ୍ତି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ମଧ୍ୟ ସେ ଟସ୍‌ ହାରିଥିଲେ। ଉଭୟ ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିଲା। ଫଳରେ ଆଜିର ମ୍ୟାଚ୍‌ଟି ବେଶ...

ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୧୪।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଲାଗି ଆଜିର ମୁକାବିଲା ‘କର ବା ମର’ ମ୍ୟାଚ୍‌ ସାବ୍ୟସ୍ତ ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri