ଖେଳ

(ପିଏସସି) ଛାଡ଼ି ରିଅଲ ମାଡ୍ରିଡରେ ଯୋଗ ଦେଲେ କିଲିଆନ୍‌ ଏମ୍‌ବାପେ

ନୂଆଦିଲ୍ଲୀ, ୪।୬: ଦୀର୍ଘ ବର୍ଷର କଳ୍ପନା ଜଳ୍ପନ ପରେ ଫ୍ରାନ୍ସ ଫୁଟବଲ ଅଧିନାୟକ କିଲିଆନ ମବାପେ ପ୍ୟାରିସ ସେଣ୍ଟ-ଜର୍ମାନ (ପିଏସସି) ଛାଡି ସ୍ପେନର କ୍ଲବ ରିଅଲ ମାଡ୍ରିଡ ସହିତ ପାଞ୍ଚ ବର୍ଷ ଚୁକ୍ତି କରିଛନ୍ତି। ୨୫ ବର୍ଷ ବୟସ୍କ ବିଶ୍ୱକପ...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି ଭାରତୀୟ ବ୍ୟାଟର

ପୁଣେ,୩ା୬: ଭାରତୀୟ ବ୍ୟାଟର କେଦାର ଯାଦବ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ପକ୍ଷରୁ ସେ ଶେଷଥର ପାଇଁ ୪ ବର୍ଷ ତଳେ ଖେଳିଥିଲେ। ୩୯ବର୍ଷୀୟ ଏହି କ୍ରିକେଟର ୨୦୧୪ ନଭେମ୍ବରରେ ରାଞ୍ଚିଠାରେ ଶ୍ରୀଲଙ୍କା ବିପକ୍ଷ...

ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି: ଜାଣନ୍ତୁ କିଏ ପାଇବେ କେତେ…

ନ୍ୟୁୟର୍କ, ୩ା୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଚଳିତ ଟି୨୦ ବିଶ୍ୱକପ୍‌ ପାଇଁ ରେକର୍ଡ ପୁରସ୍କାର ରାଶି ୧୧. ୨୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି। ବିଜେତା ଦଳ ଅତି କମ୍‌ରେ ୨.୪୫ ନିୟୁତ ଡଲାର ପୁରସ୍କାର...

ଟିମ୍‌ରେ ସ୍ଥାନ ମିଳିଲାନି ବୋଲି କ୍ରିକେଟର ଖପ୍ପା: କହିଲେ-‘ଟି୨୦ ବିଶ୍ୱକପ୍‌ ଦେଖିବି ନାହିଁ’

ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ବାହାବାଃ ସାଉଁଟିଥିବା ରିୟାନ ପରାଗ ଏକ ଚମକାଇବା ଭଳି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ଚୟନ କରାଯାଇ ନ ଥିବାରୁ...

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୩।୬: ଅଜବ ବୋଲିଂ ଆକ୍ସନକୁ ନେଇ ପରିଚିତ ଭାରତୀୟ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ସେ। ଏଯାବତ ଭାରତ ପାଇଁ ୭୩ ଦିନିକିଆ ଏବଂ ୯...

୧୨ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୩।୬: ଟି-୨୦ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୩ଟି ସୁପର ଓଭର ମ୍ୟାଚ ହୋଇଛି। ତୃତୀୟ ସୁପର ଓଭର ଟି-୨୦ ବିଶ୍ୱକପ ୨୦୨୪ରେ ହୋଇଛି। ଏଥିରେ ନାମିବ୍ୟା ଓମାନକୁ ସୁପର ଓଭରରେ ପରାସ୍ତ କରିଥିଲା। ୧୨ ବର୍ଷ ପରେ ଟି-୨୦ ବିଶ୍ୱକପରେ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ...

ଟି-୨୦ ବିଶ୍ୱକପ୍‌ର ସବୁଠୁ ବୟସ୍କ-କନିଷ୍ଠ ଖେଳାଳି କିଏ ଜାଣନ୍ତି: ବୟସ କରିଦେବ ତାଜୁବ

ନୂଆଦିଲ୍ଲୀ,୩।୬: ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱକପ ୨୦୦୭ରେ ହୋଇଥିଲା। ଏପର୍ଯ୍ୟନ୍ତ ୮ଟି ଟି-୨୦ ବିଶ୍ୱ ଚାମ୍ପିଅନ ହୋଇସାରିଛନ୍ତି। କିନ୍ତୁ ୨୦୨୪ ବିଶ୍ୱକପ ସବୁଠାରୁ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟରେ ୨୦ଟି ବିଭିନ୍ନ ଦେଶର ଦଳ ଅଂଶଗ୍ରହଣ କରିବେ।...

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌: ଯୁବରାଜଙ୍କ ଭବିଷ୍ୟବାଣୀ

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ...

ଗମ୍ଭୀର କୋଚ୍‌ ହେବାକୁ ଆଗ୍ରହୀ

ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍‌ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍‌ କଳ୍ପନାଜଳ୍ପନା...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି...

ମହାମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନ୍ୟୁୟର୍କ,୨।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଜୁନ ୯ରେ ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକ ମ୍ୟାଚ ବିଷୟରେ ଅନେକ ଆଲୋଚନା ଚାଲିଛି। ଏହି ଆଲୋଚନା ମଧ୍ୟରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ଭାରତକୁ ଚେତାବନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri