ଖେଳ

ଧୋନୀ ମଇଦାନରେ ଥିଲେ ବିରୋଧୀ ଭୟ କରନ୍ତି

ମୁମ୍ବାଇ,୨୭।୩: ଆଇପିଏଲ୍‌ ୨୦୨୨ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି କୋଲକତା ନାଇଟ୍‌ ରାଇଡର୍ସ। କୋଲକାତା ଦଳ ୧୮.୩ ଓଭରରେ ୪ ଉଇକେଟ ହରାଇ ୧୩୨ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ମ୍ୟାଚ୍‌ରେ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ...

ନୋ’ ବଲ୍‌ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍‌ରୁ ବିଦା

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍‌ରୁ ବାଦ୍‌ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ...

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍‌ ଜିତିବାକୁ ହେବ। ଏହି କର ବା ମର ମ୍ୟାଚ୍‌ରେ ଭାରତୀୟ...

୬ ୱିକେଟ୍‌ରେ କେକେଆର୍ ବିଜୟୀ…

ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ ୧୫ର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ(କେକେଆର୍) ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ୧୮.୩ ଓଭରରେ ୪ ୱିକେଟ ହରାଇ ୧୩୩ ରନ୍ ହାସଲ କରି ବିଜୟୀ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ର...

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୩୨…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ ୧୫ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମୁମ୍ବାଇର ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିତି କେକେଆର୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ସିଏସ୍‌କେ...

ପନ୍ତଙ୍କୁ ନେଇ ଏଭଳି କହିଲେ ପଣ୍ଟିଂ

ମୁମ୍ବାଇ,୨୬।୩: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ହେଲେ ଦୁଇଥର ବିଶ୍ୱବିଜେତା ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ରିକି ପଣ୍ଟିଂ। ଭବିଷ୍ୟତରେ ଯଦି ନେତୃତ୍ୱ କଥା ଉଠେ ତେବେ ପନ୍ତ ଜଣେ ସଫଳ ଅଧିନାୟକ ସାବ୍ୟସ୍ତ ହେବେ ବୋଲି...

୬୧ ରନ୍‌ରେ ୫ ଓ୍ବିକେଟ ହରାଇଲା ସିଏସ୍‌କେ…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ ୧୫ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିତି କେକେଆର୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ସିଏସ୍‌କେର ବିପର୍ଯ୍ୟୟ ଘଟାଇଛି। ମୁମ୍ବାଇର...

ସିଏସ୍‌କେର ୨ ଓପନର ପାଭିଲିୟନ ଫେରିଲେ…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ କୋଲକାତା ନାଇଟ...

ଟସ୍‌ ଜିତିଲା କେକେଆର୍‌, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇର...

ଆଜିଠୁ ଆଇପିଏଲ୍‌ ମହାସମର: ପ୍ରଥମ ମ୍ୟାଚ୍‌ କେବେ, କେଉଁଠାରେ ଦେଖିବେ ଜାଣନ୍ତୁ

ମୁମ୍ବାଇ,୨୬।୩: ଆଇପିଏଲ ୨୦୨୨ର ଓପନିଂ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ ଅର୍ଥାତ୍‌ ଆଜିଠାରୁ ଖେଳାଯିବ। ଉଭୟ ଦଳ ଗତ ସିଜିନର ଫାଇନାଲିଷ୍ଟ ଦଳ। ଏଥର ଦୁଇ ଅଧିନାୟକଙ୍କ ମଧ୍ୟରେ ଏକ...

ଦିନକ ପୂର୍ବରୁ ବିବାଦ! ରାଜସ୍ଥାନ ଅଧିନାୟକ ସଞ୍ଜୁ ଖପ୍ପା, ଫ୍ରାଞ୍ଚାଇଜ୍‌ ନେଲା…

ନୂଆଦିଲ୍ଲୀ,୨୫।୩: ବହୁପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ...

ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍‌ ଆରମ୍ଭ  ପୂର୍ବରୁ ଆୟୋଜିତ  ପରିଚାଳନା ପରିଷଦ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri