ଖେଳ

ହାର୍ଦ୍ଦିକ କହିଲେ କିଏ ପ୍ରିୟ

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଜାତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ନିଜର ଯୁବ ସମୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍‌ କଲିସଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ସେ। ହେଲେ...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ

କଟକ ଅଫିସ,୭।୬: ଆସନ୍ତା ଜୁନ୍‌ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଏହାର...

ସ୍ପେନ୍‌ ମାଟିରେ ମେସି ଦେଖାଇଲେ ଚମକ

ମାଡ୍ରିଡ୍‌, ୭।୬: ସ୍ପେନ୍‌ ମାଟିରେ ପୁଣି ଥରେ ଦେଖିବାକୁ ମିଳିଛି ଲିଓନେଲ ମେସିଙ୍କ ଚମକ। ଆର୍ଜେଣ୍ଟିନା ଷ୍ଟ୍ରାଇକର ରବିବାର ଇଷ୍ଟୋନିଆ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ଗୋଲ ସ୍କୋର କରିଛନ୍ତି। ଆର୍ଜେଣ୍ଟିନାକୁ ୫-୦ର ବୃହତ୍‌ ବିଜୟ ଦେବା...

ଆଇଏଲ୍‌ ଟି୨୦ରେ ଭାଗନେବେ ୬ ଫ୍ରାଞ୍ଚାଇଜ

ଦୁବାଇ,୭।୬: ଏମିରେଟ୍ସ କ୍ରିକେଟ ବୋର୍ଡ(ଇସିବି) ଦ୍ୱାରା ଆରମ୍ଭ ହେବାକୁ ଥିବା ୬ ଦଳ ବିଶିଷ୍ଟ ଲିଗ୍‌କୁ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ (ଆଇଏଲ୍‌ ଟି୨୦) କୁହାଯିବ। ଏ ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ର ପ୍ରଥମ ସିଜନରେ ୩୪...

ପୂର୍ବତନ କ୍ରିକେଟରଙ୍କ ପିତା ଗିରଫ

ଭୋପାଳ,୭।୬: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ମୁଲତାଇ ପୋଲିସ ଗିରଫ କରିଛି। ବ୍ୟାଙ୍କ ମ୍ୟାନେଜର ଭାବେ ବିନୟ ୧.୨୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ...

କ୍ରିକେଟ୍‌ ଇତିହାସରେ ଆଜି ଏକ ଅଭୁଲା ଦିନ

ଜୁନ ୭, ବିଶ୍ୱ କ୍ରିକେଟ ଇତିହାସରେ ଏକ ସ୍ବତନ୍ତ୍ର ଦିନ। ୧୯୭୫ ମସିହା ଆଜିର ଦିନରେ ଲର୍ଡସ ଗ୍ରାଉଣ୍ଡରେ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଦିନିକିଆ ଫର୍ମାଟ...

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ, ଯାହା ଆଜି ବି ଅତୁଟ

କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଚାଲର୍‌ସ ଲାରା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ କରିବା ସହିତ ସେ ଅନେକ ମହାନ କ୍ରିକେଟରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଜୁନ ୬ ଲାରା ପାଇଁ ଏକ ବିଶେଷ ଦିନ। ୧୯୯୪ରେ...

ଚାଷୀଙ୍କ କାର୍ଯ୍ୟକୁ ଆହୁରି ସହଜ କରିବେ ଧୋନୀ

ଚେନ୍ନାଇ,୬।୬:ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ରୋନ କମ୍ପାନୀ ଗରୁଡର ଅଂଶଧନ କିଣିଛନ୍ତି। ଏହି କମ୍ପାନୀ ଡ୍ରୋନ ତିଆରି କରେ ଏବଂ ଦେଶରେ କୃଷି ସମ୍ବନ୍ଧୀୟ ପ୍ରଣାଳୀରେ ଉନ୍ନତି ଆଣେ। ଗରୁଡ କମ୍ପାନୀ ଡ୍ରୋନ ମାଧ୍ୟମରେ ଚାଷୀଙ୍କ କାର୍ଯ୍ୟକୁ...

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌: ନାଡାଲ ପୁଣି ଚାମ୍ପିୟନ

ପ୍ୟାରିସ,୫।୬: ସ୍ପେନର ରାଫେଲ ନାଡାଲ ପୁଣି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ନରୱେର କାସପର୍‌ ରୁଡଙ୍କୁ ୬-୩, ୬-୩, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲର୍ଡସ,୫।୬: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ କରିବା ପରେ ଇଂଲଣ୍ଡ...

ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍‌: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ ବୋଲରଙ୍କ ସମ୍ମୁଖୀନ ହୋଇଥିଲେ। ଏଥିରେ ସାମିଲ ଥିଲେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ...

୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍‌ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା ଭୁଲ ପାଇଁ ହରଭଜନ ସିଂ ନିକଟରେ କ୍ଷମା ମାଗିଛନ୍ତି। ୨୦୦୮ରେ ଆଇପିଏଲ ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri