ଖେଳ

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ ବୟସରେ ସେ ଅବସର ନିଷ୍ପତ୍ତି ନେଇଥିବା କହିଛନ୍ତି। ୪୪ ବର୍ଷ ପରେ ପ୍ରଥମ...

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ,୨୩।୩: ଦକ୍ଷିଣ ଆଫ୍ରିକୀୟ ପେସର ଅନରିଚ ନର୍ଟଜେ ଆସନ୍ତା ଅପ୍ରିଲରୁ ଖେଳିବା ପାଇଁ ଫିଟ୍‌ ହୋଇଯିବେ। ଏହା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସବୁଠୁ ବଡ଼ ଆଶ୍ୱସ୍ତି। ଦକ୍ଷିଣ ଆଫ୍ରିକୀୟ ପେସର କ୍ୟାପିଟାଲ୍ସର ତୃତୀୟ ମ୍ୟାଚ୍‌ରୁ ଉପଲବ୍ଧ ହେବେ ବୋଲି ଫ୍ରାଞ୍ଚାଇଜର...

ଏହି ବିସ୍ଫୋରକ ଓପନରଙ୍କୁ ଇସିବି କଲା ବ୍ୟାନ୍‌; ଦେବାକୁ ହେବ…

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ ଆଣ୍ଡ ଓ୍ବାଲ୍ସ କ୍ରିକେଟ ବୋର୍ଡ(ଇସିବି)। ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍‌ ସହ ତାଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର...

ଆଇପିଏଲ୍‌ ପୂର୍ବରୁ କୋହଲି ଶେୟାର କଲେ ଏମିତି ଫଟୋ: ପ୍ରଶଂସକ କହିଲେ…

ମୁମ୍ବାଇ,୨୩।୩: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନରେ ଖେଳାଯିବ। ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ବିରାଟ ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବିରାଟ ସୋସିଆଲ ମିଡିଆରେ...

ଇତିହାସ ରଚିଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର: ପଛରେ ପଡ଼ିଲେ ସଚିନ-ସେହ୍ବାଗ…

ଲାହୋର,୨୨।୩: ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ ସ୍ମିଥ୍‌। ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୫୯ ରନର ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ,...

ବାକି ସମସ୍ତଙ୍କଠାରୁ ଭିନ୍ନ ଲକ୍ଷ୍ନୌର ଜର୍ସି-ଆନ୍ଥେମ୍‌

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଡେବ୍ୟୁ କରିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମଙ୍ଗଳବାର ଟିମ୍‌ ପକ୍ଷରୁ ଜର୍ସି ଏବଂ ଟିମ୍‌ ଆନ୍ଥେମ୍‌ ରିଲିଜ କରାଯାଇଛି। ଏଥିରେ ଲକ୍ଷ୍ନୌର ଜର୍ସିର ରଙ୍ଗ ବାକି ଟିମ୍‌ଙ୍କଠାରୁ ଭିନ୍ନ ରହିଛି। ଏଥିସହ...

ଦୁଇ ଶତ୍ରୁ ଏବେ ମିତ୍ର

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୧୯ ସମୟରେ ରାଜସ୍ଥାନ ରୟାଲ୍ସ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜୋସ ବଟଲର ଏବଂ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ରବିଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ୩ ବର୍ଷ ବିତିଥିବା ବେଳେ ସେତେବେଳର ଏହି ଦୁଇ...

ଅନ୍‌ସୋଲ୍ଡ ସତ୍ତ୍ୱେ ଫେରିଲେ ‘ମିଷ୍ଟର ଆଇପିଏଲ୍‌’

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ତଥା ‘ମିଷ୍ଟର ଆଇପିଏଲ୍‌’ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ୨୦୨୨ ସିଜନ୍‌ ଲାଗି କେହି କିଣି ନ ଥିଲେ। ସର୍ବଦା ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିବାରୁ...

ବାଂଲାଦେଶକୁ ୧୧୯ରେ ରୋକିଦେଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୧୦ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି ଭାରତ। ୨୨୯ ରନ୍‌ କରିଥିବା ଭାରତୀୟ ଦଳ ପ୍ରତିପକ୍ଷ ବାଂଲାଦେଶ ଟିମ୍‌କୁ ୧୧୯ ରନ୍‌ରେ ରୋକି...

ବିପର୍ଯ୍ୟୟ ସତ୍ତ୍ୱେ ୨୩୦ ରନ୍‌ର ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଉଥିବା କର ବା ମର ମ୍ୟାଚ୍‌ରେ ବାଂଲାଦେଶ ଆଗରେ ୨୩୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳକୁ...

କର ବା ମର ମ୍ୟାଚ୍‌ରେ ୫ ବଲରେ ୩ ଉଇକେଟ ହରାଇଲା ଟିମ୍‌ ଇଣ୍ଡିଆ

ହାମିଲଟନ,୨୨।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭଲ ଆରମ୍ଭ ମିଳିବା ପରେ ଟିମ୍‌ ଇଣ୍ଡିଆ ଲଗାତାର ୩ ଉଇକେଟ ହରାଇଛି। ସ୍ମ୍ରିତି ମନ୍ଧାନା (୩୦ ରନ୍‌, ୩ ଚୌକା) ଏବଂ ଶେଫାଳି...

ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା

ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍‌ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri