ଖେଳ

ଶେଷ ହେଉ ନାହିଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ସମସ୍ୟା

ମୁମ୍ବାଇ,୨୧।୩: ଆଗାମୀ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳର ସମସ୍ୟା ଶେଷ ହେଉ ନାହିଁ। ଇଂଲଣ୍ଡ ପେସର ମାର୍କ ଉଡ୍‌ ଆଇପିଏଲ-୧୫ରୁ ଓହରିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ବାଂଲାଦେଶ ପେସର ତାସ୍କିନ...

ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ ତଥା ରେଫରୀ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ...

ଦ୍ୱିତୀୟ ଇନିଂସରେ ବି ନଟ୍‌ ଆଉଟ୍‌ ଫେରିଲେ

ବାରବଡସ,୨୧।୩: ଦ୍ୱିତୀୟ ଇନିଂସରେ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଡ୍ର’ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୧୬୦ ରନ୍‌ର ଲଢ଼ୁଆ ପାଳି ଖେଳିଥିବା ବ୍ରାଥଓ୍ବେଟ ଦ୍ୱିତୀୟ ପାଳିରେ ୧୮୪...

ଭାଙ୍ଗିଲା ଅପରାଜେୟ ଧାରା

ଇଣ୍ଡିଆନ ଓ୍ବେଲ୍ସ,୨୧।୩: ଚଳିତ ବର୍ଷ ଲଗାତାର ୧୯ ମ୍ୟାଚ୍‌ ଜିତିବା ପରେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଛନ୍ତି। ଏଠାରେ ଚାଲିଥିବା ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଫାଇନାଲରେ ୨୧ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲଙ୍କୁ...

ଆଇପିଏଲ୍‌ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍‌ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ...

ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍‌

ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍‌ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ରବିବାର ଆଭରେଜଠାରୁ ଖରାପ ଦର୍ଶାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଥି ଯୋଗୁ ବେଙ୍ଗାଲୁରୁ...

ଆଇପିଏଲ୍‌ ପୂର୍ବରୁ ଚିନ୍ତାରେ ସିଏସ୍‌କେ

ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ସମସ୍ୟା ଶେଷ ହେଉ ନାହିଁ। ଦୁଇ ଷ୍ଟାର ଯୁବ ଖେଳାଳି...

ଟିମ୍‌ ଇଣ୍ଡିଆ ସଦସ୍ୟ ପାଲଟିଲେ ନେଟ୍‌ ବୋଲର

ଅହମ୍ମଦାବାଦ,୨୦।୩: ୨୦୧୪ ଆଇପିଏଲର ପର୍ପଲ କ୍ୟାପ୍‌ ଅଧିକାରୀ ମୋହିତ ଶର୍ମାଙ୍କୁ ନେଟ୍‌ ବୋଲର ଭାବେ ଦଳରେ ସାମିଲ କରିଛି ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ। ଏହା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ମୋହିତଙ୍କ ସହିତ ବାମ ହାତୀ ପେସର...

‘ସେହ୍ବାଗ ମୋ’ଠାରୁ ବହୁତ ମାଡ଼ ଖାଇବେ’: ଜାଣନ୍ତୁ କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ନେଇ କ୍ରେଜ୍‌ ରହିଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳେ। ଏହି କ୍ରମରେ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ...

୧୨ ଘଣ୍ଟା ଧରି କଲେ ବ୍ୟାଟିଂ, ଖେଳିଲେ ୪୮୯ ବଲ୍‌

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରେଥ୍‌ଓ୍ବାଇଟ୍‌। ୭୧୦ ମିନିଟ୍‌ ଅର୍ଥାତ ୧୨ ଘଣ୍ଟା ଯାଏ ସେ ମଇଦାନରେ ରହି ୪୮୯ ବଲ୍‌ରେ ୧୬୦ ରନ୍‌ର ଇନିଂସ ଖେଳିଛନ୍ତି। ପାଖାପାଖି...

ଓ୍ବର୍ନଙ୍କୁ ଶେଷ ବିଦାୟ

ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍‌ଡା ଫୁଟବଲ୍‌ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଓ୍ବର୍ନଙ୍କ ପରିବାର ଏବଂ ବନ୍ଧୁମାନେ ଯୋଗଦେଇଥିଲେ। ପ୍ରକାଶ ଯେ, ୧୯୯୨ରେ...

ୟୁକ୍ରେନ୍‌ ଲାଗି ସହାୟତା ଘୋଷଣା କଲେ ଫେଡେରର୍‌

ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri