ଖେଳ

ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ିଲା

କଲମ୍ବୋ,୧୯।୩: ବିସିସିଆଇ ସଚିବ ଜୟ ଶାହାଙ୍କ ଏସିଆନ୍‌ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଭାବରେ କାର୍ଯ୍ୟକାଳ ଶନିବାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏସିସିର ବାର୍ଷିକ ସାଧାରଣ ସଭା(ଏଜିଏମ୍‌)ରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଶାହା ଗତ ବର୍ଷ...

ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ଅଷ୍ଟ୍ରେଲିଆ ଅଧିନାୟିକା, ପୁଣି ହାରିଲା…

ଅକ୍‌ଲ୍ୟାଣ୍ଡ,୧୯।୩: ଆଇସିସି ମହିଳା ବିଶ୍ୱକପର ଆଉ ଏକ ମୁକାବିଲାରେ ପୁଣି ହାରିଛି ଭାରତ। ସ୍ଥାନୀୟ ଇଡେନ୍‌ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ ଚ୍ୟାଲେଞ୍ଜିଂ ୨୭୮ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ଅଷ୍ଟ୍ରେଲିଆ ଟିମ୍‌ ୪ ଉଇକେଟ...

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ ପ୍ରେମିକା ଭିନି ରମଣଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ଏହି ବିବାହ ଅନୁଷ୍ଠିତ ହୋଇଥିବା...

ଟେଷ୍ଟ ବଦଳରେ ଆଇପିିଏଲ୍‌ ବାଛିଲେ

ଜୋହାନ୍ସବର୍ଗ,୧୯।୩: ଆଗାମୀ ଆଇପିଏଲରେ ଖେଳିବାକୁ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଟେଷ୍ଟ ସିରିଜ୍‌କୁ ମନା କରି ଦେଇଛନ୍ତି। ଏଥି ଯୋଗୁ ଫ୍ରାଞ୍ଚାଇଜ ବନାମ ଦେଶ ଯୁକ୍ତି ପୁଣି ଥରେ ଜୋର ଧରିଛି। ଆଇପିଏଲ୍‌ ପରିବର୍ତ୍ତେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌...

ଭାରତ ଛିଡ଼ା କଲା ୨୭୮ ରନ୍‌ର ଟାର୍ଗେଟ

ଅକ୍‌ଲାଣ୍ଡ,୧୯।୩: ଅଷ୍ଟ୍ରେଲିଆ ଆଗରେ ଭାରତ ଛିଡ଼ା କରିଛି ୨୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ସ୍ଥାନୀୟ ଇଡେନ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୭ ଉଇକେଟ ହରାଇ ୨୭୭...

ଐତିହାସିକ ଦିନିକିଆ ବିଜୟ ହାସଲ କଲା ବାଂଲାଦେଶ

ସେଞ୍ଚୁରିଆନ,୧୯।୩: ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲରଙ୍କ ଅନୁପସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି ବାଂଲାଦେଶ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶ ୩୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କ୍ରିକେଟର ଯେ କୌଣସି ଫର୍ମାଟରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ...

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ମାତ୍ର...

‘କାହିଁକି ଅନ୍‌ସୋଲ୍ଡ ରହିଲେ ସୁରେଶ ରାଇନା?’ ସାଙ୍ଗାକାରା କହିଲେ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ର ମେଗା ଅକ୍ସନରେ ଅନ୍‌ସୋଲ୍ଡ ରହିଥିଲେ ଭାରତୀୟ କ୍ରିକେଟର ସୁରେଶ ରାଇନା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ତାଙ୍କର ପ୍ରଦର୍ଶନ ଭଲ ଥିଲେ ହେଁ କେଉଁ କାରଣ ଯୋଗୁ ତାଙ୍କୁ କେହି କିଣିଲେ ନାହିଁ ତାହା ଆଜିବି ପ୍ରଶ୍ନବାଚୀ।...

ମ୍ୟାଚ୍‌ ମଝିରେ ଟଳିପଡ଼ିଲେ ଖେଳାଳି

ଅକ୍‌ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍‌ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍‌ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନେଲ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମାର୍କ ଉଡ୍‌

ଆଣ୍ଟିଗୁଆ,୧୮।୩: ଆଇପିଏଲ୍‌-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍‌ ମାର୍କ ଉଡ୍‌। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଟିମ୍‌ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଆଣ୍ଟିଗୁଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସମୟରେ...

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏବେ ଏହା ଖଳୁଆଡ଼ ମନଭାବ ବିରୋଧରେ ନ ଥିବାରୁ ନନ୍‌...

ପିସିବିକୁ ପରାମର୍ଶ ଦେଲେ ଭାରତରୁ କ୍ୟୁରେଟର ଡକାଅ

କରାଚୀ,୧୮।୩: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଛି। ଉଭୟ ମ୍ୟାଚ୍‌ରେ ବ୍ୟାଟରଙ୍କ ରାଜୁତି ଯୋଗୁ ରାଓ୍ବାଲପିଣ୍ଡି ଏବଂ କରାଚୀ ପିଚ୍‌କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଗଦାଫି ଷ୍ଟାଡିୟମରେ ହେବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri