ଖେଳ

ଶତକ ସହ ରୁଟ୍‌ଙ୍କ ବିଶ୍ୱ ରେକର୍ଡ

ବାରବାଡସ,୧୮।୩: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଗୁରୁବାର ଏକ ବଡ଼ ବିଶ୍ୱ ରେକର୍ଡ ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ତାଙ୍କର ଶତକୀୟ ପାଳି ଯୋଗୁ ଇଂଲଣ୍ଡ ୯ ଉଇକେଟ କ୍ଷତିରେ ୫୦୭ ରନ୍‌ କରିବା...

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ କରିଛନ୍ତି। ଏହି ନମ୍ବର ତାଙ୍କ ପାଇଁ ଲକି ନୁହେଁ ଏବଂ ସେ ଅନ୍ଧବିଶ୍ୱାସୀ...

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ଚଳିତ ବର୍ଷ ଜାରି ରହିଛି ନାଡାଲଙ୍କ...

ଖେଳରେ ୟୋ-ୟୋ ଟେଷ୍ଟ କ’ଣ

ବେଙ୍ଗାଲୁରୁ,୧୮।୩: କିଛି ଦିନ ହେବ ଆଘାତ ଯୋଗୁ ପଡ଼ିଆରୁ ଦୂରେଇ ରହିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ଫିଟନେସ ଆକଳନ କରିବା ପାଇଁ ୟୋ ୟୋ ଟେଷ୍ଟ...

ଆଇପିଏଲ୍‌ରେ ସର୍ବାଧିକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ଆଇପିଏଲରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଯୁବକ ଏବଂ ଅଭିଜ୍ଞ ଖେଳାଳିମାନେ ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଆନ୍ତି। ଭବିଷ୍ୟତରେ ଏଠାରେ ଖେଳିବା ସେମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ। ଟି -୨୦ ଫର୍ମାଟରେ ଦ୍ରୁତତମ ରନ ସ୍କୋର...

ହୋଲିରେ ଧୋନୀଙ୍କ ପରିବା ଅଫର

ରାଞ୍ଚି,୧୭।୩: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ସହରବାସୀଙ୍କୁ ହୋଲିରେ ଏକ ଦମ୍‌ଦାର ଅଫର ଦେଇଛନ୍ତି। ଚଳିତ ଥର ଧୋନୀ ରାଞ୍ଚିବାସୀଙ୍କ ସହ ହୋଲି ପାଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସ୍‌କୁ...

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି...

୧୦୦୮ ରନ୍‌ର ଅଗ୍ରଣୀ ସହିତ କ୍ୱାର୍ଟରରେ ଝାଡ଼ଖଣ୍ଡ

କୋଲକାତା,୧୭।୩: ନାଗାଲାଣ୍ଡ ବିପକ୍ଷ ପ୍ରି କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ୧୦୦୮ ରନ୍‌ର ଅଗ୍ରଣୀ ସହିତ ଚଳିତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ପ୍ରଥମ ଶ୍ରେଣୀ ଚାମ୍ପିୟନଶିପ୍‌ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ ୧୦୦୦ରୁ ଊର୍ଦ୍ଧ ରନ୍‌ର...

ଧୋନୀଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ଚେନ୍ନାଇ,୧୭।୩: ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଚାରିଥର ଆଇପିଏଲ ଚାମ୍ପିଅନ ହୋଇଛି। ଏଥର ମଧ୍ୟ ଦଳକୁ ଚାମ୍ପିଅନ୍‌ କରିବାକୁ ପଡିଆକୁ ଧୋନୀ ଓହ୍ଲାଇବେ। ଧୋନୀ...

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ ମଧ୍ୟରେ ୭୪ ମ୍ୟାଚ୍‌ ଖେଳାଯିବ। ନୂଆ ଟିମ୍‌ ସହ ନୂତନ ଅଧିନାୟକ ଚାହୁଁଥିବା...

ବାବରଙ୍କ ପାଇଁ ତାଳି ମାରିଲା ଅଷ୍ଟ୍ରେଲିଆ ଟିମ୍‌

କରାଚୀ,୧୭।୩: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଚିତ୍ତାକର୍ଷକ ଡ୍ର’ ସହ ବୁଧବାର ଶେଷ ହୋଇଛି। ଅଧିନାୟକ ବାବର ଆଜାମଙ୍କ ୧୯୬ ରନ୍‌ର ପାଳି ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା। ଏହି ଇନିଂସ ଜରିଆରେ ସେ...

ରାଜ୍ୟ ସଭାକୁ ଯାଇପାରନ୍ତି ହରଭଜନ

ଚଣ୍ଡିଗଡ,୧୭।୩: ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଛି। ଭାଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି। ଏଏପି ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି ଏବେ ଚର୍ଚ୍ଚା ହେଉଛି। ରାଜ୍ୟର ନବନିର୍ବାଚିତ ଏଏପି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri