ଖେଳ

ରେକର୍ଡ ଅର୍ଦ୍ଧଶତକ ପରେ ଆଉଟ୍‌ ହେଲେ ପନ୍ତ

ବାଙ୍ଗାଲୋର,୧୩।୩: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଦ୍ରୁତତମ ଭାରତୀୟ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଇକେଟକିପର ବ୍ୟାଟର ଦ୍ୱିତୀୟ ଇନିଂସରେ ୨୮ ବଲରେ ୫୦ ରନ୍‌ ପୂରଣ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ...

‘ଧୋନୀଙ୍କ କ୍ୟାପଟେନଶିପ୍‌ ଷ୍ଟାଇଲ ଏବଂ ମୋ ଶୈଳୀରେ ସମାନତା ଅଛି’

ବେଙ୍ଗାଲୁରୁ,୧୩।୩: ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବାକୁ ଯାଉଛନ୍ତି ଫାଫ ଡୁ’ପ୍ଲେସିସ। ତାଙ୍କ ନେତୃତ୍ୱ ଶୈଳୀ ‘କ୍ୟାପଟେନ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରାୟତଃ ସମାନ ଥିବା ୩୭ ବର୍ଷୀୟ ଡୁ’ ପ୍ଲେସିସ କହିଛନ୍ତି।...

ଛକା ମାରି ନାକ ଭାଙ୍ଗିଦେଲେ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଛକାରେ ଜଣେ ଦର୍ଶକ ଆହତ ହୋଇଛନ୍ତି। ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସରେ ଏହି ଘଟଣା ଘଟିଥିଲା। ଶ୍ରୀଲଙ୍କା ପେସର ବିଶ୍ୱା...

ଇଶାନ୍ତ, ଜାହିରଙ୍କୁ ପଛରେ ଛାଡ଼ିଲେ ବୁମରା

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା। କେବଳ ଏତିକି ନୁହେଁ, ସେ ଏହି ଇନିଂସରେ ଶ୍ରୀଲଙ୍କା ବିପକ୍ଷରେ ଶ୍ରେଷ୍ଠ...

୧୦୯ ରନ୍‌ରେ ଅଲଆଉଟ୍‌ ଶ୍ରୀଲଙ୍କା

ବେଙ୍ଗାଲୁରୁ,୧୩।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି। ଦିନିକିଆ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୫୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୦୯...

ଶ୍ରୀଲଙ୍କା ସିରିଜ ପରେ ସନ୍ୟାସ ନେଇପାରନ୍ତି ଏହି ଅଲରାଉଣ୍ଡର, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୩: ଜାତୀୟ ଦଳ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ପ୍ରତିଟି କ୍ରିକେଟର ଦେଖିଥାନ୍ତି। ହେଲେ ବହୁତ କମ୍‌ ଖେଳାଳିଙ୍କୁ ଏହାର ସୁଯୋଗ ମିଳିଥାଏ। ନିକଟରେ ଅଧିନାୟକ ରୋହିତ ଶର୍ମା ଜଣେ ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦେଇଛନ୍ତି।...

ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ମାର୍ଚ୍ଚ ୨୭ରେ ବ୍ରାବୋର୍ନ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି...

ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ଶ୍ରୀଲଙ୍କା, ୫୦ ରନ୍‌ରେ ୫ ଓ୍ବିକେଟ…

ବେଙ୍ଗାଲୁରୁ,୧୨।୩ : ଭାରତ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗଲୁରୁର ଚିନ୍ନାସ୍ବାମୀ ଷ୍ଟାଡ଼ିୟମ୍‌ରେ ଚାଲିଥିବା ଦିବାରାତ୍ର ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ଅଲଆଉଟ୍‌ ହେବା ସହିତ ୨୫୨ ରନ୍‌ କରିଥିବାବେଳେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।...

ଆର୍‌ସିବିର ନୂଆ ଅଧିନାୟକ ହେଲେ ଡୁ’ ପ୍ଲେସି

ବେଙ୍ଗାଲୁରୁ, ୧୨ା୩-ଆସନ୍ତା ଆଇପିଏଲ୍‌ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସିଙ୍କୁ ସେମାନଙ୍କ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ଡୁ’ପ୍ଲେସି ଜଣେ ସ୍ଥିର...

‘ଟେବୁଲ୍‌ ଟପ୍ପର’ ହେବା ପରେ ଏପରି କହିଲେ ମିଥାଲି

ହାମିଲଟନ,୧୨।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନକୁ ଯୋଗୁ ଆଇସିସି ମହିଳା ବିଶ୍ୱକପ୍‌ର ଦ୍ୱିତୀୟ ମୁକାବିଲାରେ ବିଜେତା ହୋଇଛି ଭାରତ। ନିର୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୭ ରନ୍‌ କରିଥିଲା ଦଳ। ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୬୨ ରନ୍‌ରେ ଅଲଆଉଟ୍‌...

ହୃଦୟ ଜିତିଲେ ସ୍ମୃତି ମନ୍ଧାନା

ହାମିଲଟନ,୧୨।୩: ଦ୍ୱିତୀୟ ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ମ୍ୟାଚ୍‌ ପରେ ୧୨୩ ରନ୍‌ କରିଥିବା ସ୍ମୃତି ମନ୍ଧାନାଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ଭାବେ ବିବେଚିତ କରାଯାଇଥିଲା। ହେଲେ ସେ ଏହି ପୁରସ୍କାରକୁ...

ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ, ଦଳକୁ ଫେରିଛନ୍ତି ଅକ୍ଷର ପଟେଲ

ବେଙ୍ଗାଲୁରୁ,୧୨।୩: ଶ୍ରୀଲଙ୍କା ବିପକ୍ଷରେ ଶନିବାର ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଛି ଭାରତ। ଏହାପରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତ ୧୮.୨ ଓଭରରେ ୨ ଉଇକେଟ ହରାଇ ୬୩...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri