ଖେଳ

ମହିଳା ବିଶ୍ୱକପ୍‌: ଭାରତର ବୃହତ୍‌ ବିଜୟ

ହାମିଲ୍‌ଟନ,୧୨ା୩: ହାମିଲ୍‌ଟନରେ ଶନିବାର ଖେଳାଯାଇଥିବା ମହିଳା ବିଶ୍ୱକପ୍‌ର ତୃତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସ୍ମୃତି ମାନ୍ଧାନାଙ୍କ ସହ ଉପଅଧିନାୟକ ହରମନପ୍ରୀତ କୌର ଦମ୍‌ଦାର...

ଆଇପିଏଲ୍‌ ଖେଳିବାକୁ ମନା କରିଦେଲେ ଏହି କ୍ରିକେଟର, ବଦଳରେ ଫିଞ୍ଚଙ୍କୁ ଆଣିଲା…

ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ୍‌ ଖେଳିବାକୁ ମନା କରିଦେଇଛନ୍ତି। ତାଙ୍କୁ କେକେଆର୍‌ ଚଳିତ ବର୍ଷ...

କୋହଲିଙ୍କ ଉପରେ ଖେଳପ୍ରେମୀଙ୍କ ନଜର

ବେଙ୍ଗାଲୁରୁ,୧୨।୩: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଏହି ଦିବାରାତ୍ର ମ୍ୟାଚ୍‌ ଫ୍ଲଡଲାଇଟ୍‌ରେ ଖେଳାଯିବ। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନରେ ଜିତିନେଇଥିବା ଟିମ୍‌...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ...

ସ୍ମୃତି, ହରମନପ୍ରୀତଙ୍କ ଦମ୍‌ଦାର ଶତକ

ହାମିଲଟନ,୧୨।୩: ହାମିଲଟନସ୍ଥିତ ସେଡନ୍‌ ପାର୍କ ପଡ଼ିଆରେ ଶନିବାର ଖେଳାଯାଇଥିବା ମହିଳା ବିଶ୍ୱକପରେ ଭାରତ ଇତିହାସ ସୃଷ୍ଟି କରିଛି । ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଭାରତର ଦୁଇ ବ୍ୟାଟର ଶତକ ହାସଲ କରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ସହ ହରମନପ୍ରୀତ କୌର ଦମ୍‌ଦାର...

ଆଇପିଏଲ୍‌ ୨୦୨୨କୁ ଫେରିଲେ ମାଲିଙ୍ଗା; ଖାଲି ବଦଳିଲା…

ନୂଆଦିଲ୍ଲୀ,୧୧।୩: ପୁଣି ଆଇପିଏଲ୍‌କୁ ଫେରିଛନ୍ତି ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ଆରମ୍ଭ ହେବା ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଇଛି। ତାଙ୍କୁ ଫ୍ରାଞ୍ଚାଇଜ ଫାଷ୍ଟ ବୋଲିଂ କୋଚ ଭାବେ ନିଯୁକ୍ତ...

ଜାଡେଜାଙ୍କ ଅପେକ୍ଷାରେ ମାଇଲଷ୍ଟୋନ

ବାଙ୍ଗାଲୋର,୧୧।୩: ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବା-ରାତ୍ର ଟେଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ବଡ଼ ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରିନ୍ତି। ଭାରତ ପାଇଁ ୫୯ତମ ଟେଷ୍ଟ ଖେଳିବାକୁ ଯାଉଥିବା ଜାଡେଜାଙ୍କୁ...

ରୋହିତଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଲେ ଗାଭାସ୍କର

ବେଙ୍ଗାଲୁରୁ,୧୧।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଅଧିନାୟକ ଭାବେ ରୋହିତ ଶର୍ମା ବିଜୟ ସହ ଟେଷ୍ଟ ସିରିଜ୍‌ ଆରମ୍ଭ କରିଛନ୍ତି। ଦିନିକିଆ...

ଧୋନୀଙ୍କ ଟିପ୍ସ ପରେ ଷ୍ଟେପ୍‌ ଆଉଟ୍‌ କରି ଛକା ଲଗାଇଲେ

ଚେନ୍ନାଇ,୧୧।୩: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରାଜବର୍ଦ୍ଧନ ହାଙ୍ଗାରଗେକର ସୁରଟଠାରେ ଚାଲିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂରେ ଯୋଗ ଦେଇଛନ୍ତି। ଟ୍ରେନିଂ ବେଳେ ଯୁବ ଅଲରାଉଣ୍ଡରଙ୍କୁ କିଛି ବ୍ୟାଟିଂ ଟିପ୍ସ ଦେଇଥିଲେ ମହେନ୍ଦ୍ର...

ପିଙ୍କ୍‌ ବଲ ଟେଷ୍ଟରେ ଯୋଗ ଦେବେ ଶତ ପ୍ରତିଶତ ଦର୍ଶକ

ବେଙ୍ଗାଲୁରୁ,୧୧।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ୍‌ ବଲ ଭିତ୍ତିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍‌ ପାଇଁ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି କର୍ନାଟକ ରାଜ୍ୟ କ୍ରିକେଟ...

ନ୍ୟୁଜିଲାଣ୍ଡଠାରୁ ହାରିଗଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୦।୨:ଆଇସିସି ମହିଳା ବିଶ୍ୱକପ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ନ୍ୟୁଜିଲାଣ୍ଡ ହାତରୁ ଭାରତ ୬୨ ରନର ପରାଜୟର ସମ୍ମୁଖୀନ ହୋଇଛି। ଅଧିନାୟିକା ମିତାଲି ରାଜ ଟସ ଜିତି ଆୟୋଜକ ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆନ ସ୍ପିନର ଲିନ ଫୁଲସଟନ(୩୯ ଉଇକେଟ)ଙ୍କ ନାମରେ ଥିଲା।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri