ଖେଳ

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ରାହୁଲ

ପାଣାଜୀ,୧୦।୩:ଭାରତୀୟ କ୍ରିକେଟର ରାହୁଲ ଚହର ତାଙ୍କ ପ୍ରେମିକା ଇଶାନି ଜୋହରଙ୍କୁ ବିବାହ କରିଛନ୍ତି। ଲେଗ ସ୍ପିନର ରାହୁଲ ଗୋଆରେ ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି। ଆଗ୍ରା ନିବାସୀ ରାହୁଲ ଚହର ଡିସେମ୍ବର ୨୦୧୯ରେ ଜୟପୁରର ବେଙ୍ଗାଲୁରୁର ଇଶାନି ଜୋହରଙ୍କ...

ଭାରତକୁ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ

ଖ୍ରୀଷ୍ଟଚର୍ଚ୍ଚ,୧୦।୩: ଆଇସିସି ମହିଳା ବିଶ୍ୱକପ ୨୦୨୨ର ଏକ ମ୍ୟାଚ୍‌ରେ ଗୁରୁବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ ଜିତି ଆୟୋଜକ ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ନ୍ୟୁଜିଲାଣ୍ଡ ଭାରତକୁ ୨୬୧...

ସନ୍ନ୍ୟାସ ଘୋଷଣା କଲେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୯।୩: ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଏସ୍‌. ଶ୍ରୀସାନ୍ଥ ବୁଧବାର ଘରୋଇ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଘୋଷଣା ପାଇଁ କେରଳ ପେସର ସହାୟତା ନେଇଛନ୍ତି ଟୁଇଟରର। ଦେଶ ପାଇଁ ୨୭ ଟେଷ୍ଟ, ୫୩ ଦିନିକିଆ...

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ ସେ। ବିବାହ ପୂର୍ବରୁ ରାହୁଲଙ୍କ ହଳଦୀ ଉତ୍ସବର ଫଟୋ ଭାଇରାଲ ହେବାରେ ଲାଗିଛି।...

ବ୍ୟାଟରଙ୍କ ପାଇଁ ବଦଳିଲା ନିୟମ

ଲଣ୍ଡନ,୯।୩: ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ବୁଧବାର କ୍ରିକେଟର ଅନେକ ନିୟମରେ ପରିବର୍ତ୍ତନ କରିଛି। ଏଥି ମଧ୍ୟରେ ବ୍ୟାଟରଙ୍କ ଲାଗି ଦୁଇଟି ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକରୀ ହେବ। ବ୍ୟାଟରଙ୍କ ଲାଗି ଉଦ୍ଦିଷ୍ଟ...

କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…

ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍‌ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର ପୂର୍ବ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ...

ଛୋଟ ହାତ ଲେଖା ଶୁଭେଚ୍ଛା ପଠାଇଥିଲେ କପିଳ ଦେବ

ମୋହାଲି,୯।୩: ଅଗ୍ରଣୀ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ଭାଙ୍ଗ କରିଥିଲେ। ଏହି ଅବସରରେ ପୂର୍ବତନ ଅଧିନାୟକ ଏକ ଛୋଟ୍‌ ହାତ ଲେଖା ଶୁଭେଚ୍ଛା...

ବିହାର କ୍ରିକେଟ ମୁଖ୍ୟଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ

ନୂଆଦିଲ୍ଲୀ,୯।୩: ଏକ ବିଜ୍ଞାପନ ଫାର୍ମ ଡିରେକ୍ଟର ବିହାର କ୍ରିକେଟ ଆସୋସିଏଶନ ମୁଖ୍ୟଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପାରଲିଆମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ମହିଳାଙ୍କ ଅଭିଯୋଗ ପରେ ବିସିଏର କାର୍ଯ୍ୟକାରୀ ମୁଖ୍ୟ ରାକେଶ ତିଓ୍ବାରୀଙ୍କ ବିରୋଧରେ ବଳାତ୍କାର ଓ ନିର୍ଯାତନା...

ବିଶ୍ୱର ନଂ ୧ ଟେଷ୍ଟ ଅଲରାଉଣ୍ଡର ଜାଡେଜା

ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଜାଡେଜାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏଭଳି ପରିବର୍ତ୍ତନ ଆସିଛି। ମ୍ୟାଚ୍‌ରେ ସେ...

କ୍ରିକେଟରେ ମଙ୍କଡ ଆଉଟ୍‌ ଅନୁଚିତ ନୁହେଁ

ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍‌ ଆଉଟ୍‌ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିବା ବ୍ୟାଟର କ୍ରିଜ ଛାଡ଼ି ଆଗକୁ ଯାଆନ୍ତି, ତେବେ ବୋଲର ତାଙ୍କୁ ମଙ୍କଡ୍‌ ଆଉଟ୍‌ କରିପାରିବେ। ଏ...

ସିଏସ୍‌କେ ପାଇଁ ବଡ଼ ଖବର

ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ ଖେଳିବା ପାଇଁ ଉପଲବ୍ଧ ରହିବେ। ମିଳିଥିବା ସୂଚନା ମୁତାବକ, ଏହି ପେସରଙ୍କ ଏବେ...

ରାଜ୍ୟ ଟେନିସ୍‌ ବଲ୍‌ ଦଳରେ ଭଦ୍ରକରୁ ୫

ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍‌ ବଲ୍‌ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବିହାରର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri