ଖେଳ

ଚତୁର୍ଥରେ ମିତାଲି, ଦଶମରେ ସ୍ମୃତି

ଦୁବାଇ,୮।୩: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂରେ ୪ର୍ଥ ସ୍ଥାନକୁ ଖସିଛନ୍ତି ଭାରତର ଦିନିକିଆ ଅଧିନାୟକ ମିତାଲି ରାଜ। ସେହିଭଳି ସ୍ମୃତି ମନ୍ଧାନା ୧୦ମ ସ୍ଥାନକୁ ଖସିଛନ୍ତି। ଏହି ରାଙ୍କିଂରେ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍‌ର ଅଧିନାୟକ...

ରୟଙ୍କ ସ୍ଥାନରେ ଗୁରବାଜ୍‌

ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍‌ଙ୍କୁ ଦଳରେ ନେବା ଯଥେଷ୍ଟ ସମ୍ଭାବନା ରହିଛି। ଦୀର୍ଘଦିନ ଧରି ବାୟୋ ବବଲରେ ରହିବାକୁ ପସନ୍ଦ କରୁ ନ...

ଭିନ୍ନକ୍ଷମ ଫ୍ୟାନଙ୍କୁ ଉପହାର ଦେଲେ କୋହଲି

ମୋହାଲି,୮।୩: ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ନିକଟରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ଏହି ଅବସରରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।...

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନର ପରାସ୍ତ କରିଛି। ପଡିଆ ଭିତରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆ...

ସିଏସ୍‌କେରେ ଯୋଗଦେବେ ଆୟର୍ଲାଣ୍ଡ ପେସର

ଡବଲିନ,୮।୩: ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଆୟର୍ଲାଣ୍ଡ ପେସର ଜୋଶ ଲିଟିଲଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ତେବେ ଲିଟିଲଙ୍କୁ ନେଟ୍‌ ବୋଲର ଭାବେ ଦଳରେ ସାମିଲ କରାଯାଇଛି। “ଆଗାମୀ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇ...

ଓ୍ବର୍ନଙ୍କ ଉପରେ ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କଲେ ଗାଭାସ୍କର

ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍‌ ମାଷ୍ଟର ଦୁଃଖ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି। “ସେହି ପ୍ରଶ୍ନ କରାଯିବା ଉଚିତ...

ଟ୍ରେନିଂ ଆରମ୍ଭ କଲା ସିଏସ୍‌କେ

ନୂଆଦିଲ୍ଲୀ,୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗାମୀ ସିଜନ ପାଇଁ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର ଟ୍ରେନିଂ ଆରମ୍ଭ କରିଛି। ସିଏସ୍‌କେ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ପ୍ରଶଂସକମାନେ ଧାଡ଼ି...

ଲାଇଭ୍‌ ମ୍ୟାଚ୍‌ରେ କ୍ରିକେଟର୍‌ଙ୍କ ଚିରିଗଲା ପ୍ୟାଣ୍ଟ୍‌

ରାଉଲପିଣ୍ଡି,୮।୩: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯାଉଛି। ଓପନର୍‌ ଇମାମ-ଉଲ-ହକ (୧୫୭) ଏବଂ ଅଜହର ଅଲି (୧୮୫)ଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ପାକିସ୍ତାନ ୪୭୬ରେ ନିଜର ପ୍ରଥମ ଇନିଂସ...

ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ବ୍ୟାଙ୍ଗକକ୍‌,୭।୩ : ଗତ ଶୁକ୍ରବାର ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ପ୍ରାକୃତିକ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୋମବାର ଥାଇଲାଣ୍ଡ...

ଧର୍ମ ସଙ୍କଟରେ ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ,୭।୩ : ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। ଏହି ସିଜନରେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଅଂଶଗ୍ରହଣ କରିବେ କି ନାହିଁ, ତାହା ଅନିଶ୍ଚିତତାରେ ଘେରି ହୋଇଯାଇଛି। କାରଣ ଦକ୍ଷିଣ...

ସୁଯୋଗ ପାଇବା ପୂର୍ବରୁ ବାଦ୍‌ ପଡ଼ିଲେ

ମୋହାଲି,୭।୩: ଭାରତୀୟ ମ୍ୟାନେଜମେଣ୍ଟ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଟିମ୍‌ ମ୍ୟାନେଜମେଣ୍ଟ। ବାମହାତୀ ଅଲରାଉଣ୍ଡର ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବେଳେ...

ବିଶ୍ୱର ଏକମାତ୍ର ଖେଳାଳି, ଯିଏ ଖେଳିଛନ୍ତି ଉଭୟ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ

ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍‌ ଭିଭିଆନ ରିଚାର୍ଡସ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ରିଚାର୍ଡସ ହେଉଛନ୍ତି ଦୁନିଆର ଏକମାତ୍ର ଖେଳାଳି ଯିଏ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ ଖେଳିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରିଚାର୍ଡସଙ୍କୁ ତାଙ୍କର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri