ଖେଳ

‘ଜାଡେଜା ସବୁକିଛି ସୁନା କରିଦେଉଛନ୍ତି’

ମୁମ୍ବାଇ,୭।୩: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାଡେଜାଙ୍କ ସ୍ମରଣୀୟ ପ୍ରଦର୍ଶନ ଦେଖି ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କୁ ପ୍ରଶଂସା...

ଗୋଟିଏ କି ଦୁଇଟି ନୁହେଁ ସ୍ବର୍ଣ୍ଣରେ ହ୍ୟାଟ୍ରିକ କଲେ ପ୍ରମୋଦ

ନୂଆଦିଲ୍ଲୀ,୭।୩: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ତିନୋଟି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନର ଭିଟୋରିଆଠାରେ ରବିବାର ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଅନ୍ୟ ଭାରତୀୟ ଶଟଲର ସୁକାନ୍ତ କଦମ ଗୋଟିଏ ଲେଖାଏ...

ଓ୍ବର୍ନଙ୍କ ଜୀବନର ଅନ୍ତିମ କିଛି ଘଣ୍ଟା

ମେଲବୋର୍ନ,୭।୩: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନ ଶୁକ୍ରବାର ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ତାଙ୍କ ଜୀନର ଅନ୍ତିମ କିଛି ଘଣ୍ଟା କେଉଁ ଭଳି ବିତାଇଥିଲେ, ତାହା କହିଛନ୍ତି ତାଙ୍କର ଜଣେ ବନ୍ଧୁ ଟମ ହଲ। ସେ...

ମୋହାଲିର ରାଜା

ମୋହାଲି,୭।୩: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏକ ଇନିଂସ ଏବଂ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିବା ସହିତ ଉଭୟ ଇନିଂସରେ ୯ ଉଇକେଟ ନେଇଥିଲେ। ଏଭଳି...

ପଡିଆରେ ‘ପୁଷ୍ପା’ ଡ୍ୟାନ୍ସ କଲେ କୋହଲି: ଦେଖନ୍ତୁ ଭିଡିଓ

ମୋହାଲି,୭।୩: ଭାରତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ ଏବଂ ୨୨୨ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଉଭୟ ଦଳ ପାଇଁ ସ୍ବତନ୍ତ୍ର ଥିଲା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ...

୬୭ ବର୍ଷ ପରେ ଭାରତୀୟ କ୍ରିକେଟରେ ଘଟିଲା ଏମିତି

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏକ ଇନିଂସ ଓ ୨୨୨ ରନ୍‌ର ବିରାଟ ବିଜୟ ସହ ଆରମ୍ଭ ହୋଇଛି ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ୟାରିୟର। ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍‌କୁ ଏକ ଇନିଂସ ବ୍ୟବଧାନରେ ଜିତିବାରେ ରୋହିତ ଦ୍ୱିତୀୟ ଭାରତୀୟ।...

ବିରଳ ରେକର୍ଡ ହାତଛଡ଼ା କଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ଏକ ବିରଳ ରେକର୍ଡର ଅଧିକାରୀ ହେବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ଅଲରାଉଣ୍ଡର ଉଭୟ ଇନିଂସ ଯଥାକ୍ରମେ ୫ ଓ ୪...

ଜାଡେଜାଙ୍କ ଦ୍ୱିଶତକ ପୂର୍ବରୁ କାହିଁକି ହେଲା ଇନିଂସ ଘୋଷଣା: ରୋହିତ କଲେ ଖୁଲାସା

ମୋହାଲି,୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ  ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ...

ପାକିସ୍ତାନ ଅଧିନାୟିକାଙ୍କ ଝିଅ ସହ ଖେଳିଲେ ଟିମ୍‌ ଇଣ୍ଡିଆ ସଦସ୍ୟା

ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ୧୦୭ ରନ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ। ମ୍ୟାଚ୍‌ ପରେ ଭାରତୀୟ...

୩ ଓଭରରେ ବଦଳି ଦେଇଥିଲେ ବିଶ୍ୱକପ୍‌ ସେମିଫାଇନାଲ

ମୋହାଲି,୬।୩: କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ ବିଶ୍ୱର ପ୍ରାୟ ସମସ୍ତ ଭେନ୍ୟୁରେ ନିଜ ଛାପ ଛାଡ଼ିଛନ୍ତି। ଏଠାରେ ପିସିଏ ଷ୍ଟାଡିୟମରେ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଓ୍ବର୍ନଙ୍କ ଚମକ। ୧୯୯୬ ବିଶ୍ୱକପ୍‌ ସେମିଫାଇନାଲରେ ପେସରଙ୍କୁ...

ବିରାଟ ବିଜୟ ଆଣିଦେଲେ ଦୁଇ ଅଲରାଉଣ୍ଡର

ମୋହାଲି,୬।୩: ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାତରୀୟ ଦଳ ଏକ ଇନିଂସ ଓ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଏହି...

ମାର୍ଚ୍ଚ ୨୨ରୁ ଆଇପିଏଲ୍‌: ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ,୬।୩: ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ ୨୦୨୨ କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୬ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri