ଖେଳ

ଟି୨୦ ସିରିଜରୁ ବାଦ୍‌ ପଡ଼ିଲେ ଏହି ଧୂରନ୍ଧର, ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲା ବୋର୍ଡ

ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍‌ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି।...

ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…

ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍‌। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଶ୍ରୀଲଙ୍କାକୁ ୬୨...

ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଇଶାନ

ନୂଆଦିଲ୍ଲୀ,୨୬।୨: ବିଗତ କିଛି ବର୍ଷରେ ନିଜ ଖେଳ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସୁପରଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନ। ସେ ନିଜର ଆକ୍ରାମଣାତ୍ମକ ବ୍ୟାଟିଂକୁ ନେଇ ଜଣାଶୁଣା। ପ୍ରେମ ଜୀବନ ଦେଖିଲେ ଇଶାନଙ୍କ...

‘ହିଟ୍‌ମ୍ୟାନ୍‌ଙ୍କୁ ଯୋଗୁ ଫର୍ମକୁ ଫେରିଲି’

ଲକ୍ଷ୍ନୌ,୨୫।୨: ଗତ ଶୃଙ୍ଖଳାରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ରେ ଫର୍ମକୁ ଫେରିଛନ୍ତି ଓପନର୍‌ ଇଶାନ କିଶନ। ସେ ୫୬ ବଲ୍‌ରେ ବିସ୍ଫୋରକ ୮୯ ରନ୍‌ର ଇନିଂସ ଖେଳି ଦଳକୁ ଜିତାଇବାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ।...

ବଦଳିଲା ଆଇପିଏଲ୍‌ ଫର୍ମାଟ୍‌: ପ୍ରଥମ ଥର ପାଇଁ ଏଭଳି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ...

୮ ବର୍ଷ ପରେ ଘରୋଇ ହିଂସା ମାମଲାରେ ଲିଆଣ୍ଡର ପେସ୍‌ଙ୍କୁ ଝଟ୍‌କା, ପୂର୍ବ ପାର୍ଟନରଙ୍କ ସପକ୍ଷରେ ରାୟ

ନୂଆଦିଲ୍ଲୀ,୨୫।୨: କିମ୍ବଦନ୍ତୀ ଟେନିସ ଷ୍ଟାର୍‌ ଲିଆଣ୍ଡର୍‌ ପେସଙ୍କୁ ଲାଗିଛି ଝଟ୍‌କା। ୨୦୧୪ରେ ତାଙ୍କ ବିରୋଧରେ ପୂର୍ବତନ ପାର୍ଟନର୍‌ ତଥା ଅଭିନେତ୍ରୀ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାରେ କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ...

ମୁଁ ଚାହେଁ ଜାଡେଜା ଉପରେ ବ୍ୟାଟିଂ କରନ୍ତୁ: ରୋହିତ

ଲକ୍ଷ୍ନୌ,୨୫।୨: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଉପର କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଜାଡେଜାଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଠା ଯାଇଥିଲା। ତେବେ ତାଙ୍କୁ...

ଡ୍ରାଭିଡ୍‌, ଗାଙ୍ଗୁଲିଙ୍କ ଉପରେ କମେଣ୍ଟ ଶାହାଙ୍କୁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ କମେଣ୍ଟ କରିଥିଲେ। ଏଭଳି କରି ସେ ବିସିସିଆଇ ସହ କରିଥିବା ଚୁକ୍ତି ଭଙ୍ଗ...

ମୁଣ୍ଡରେ ହାତ ପିଟିଲେ ରାହୁଲ ଦ୍ରାବିଡ୍‌

ଲକ୍ଷ୍ନୌ,୨୫।୨: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ...

ଟି୨୦ରେ ରୋହିତଙ୍କ ରେକର୍ଡ

ଲକ୍ଷ୍ନୌ,୨୫।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ୪୪ ରନ୍‌ର ଇନିଂସ ଖେଳିବା ଅବସରରେ ଏହି ସଫଳତା ପାଇଛନ୍ତି...

ଶ୍ରୀଲଙ୍କାକୁ ହରାଇଲା ଟିମ୍‌ ଇଣ୍ଡିଆ

ଲକ୍ଷ୍ନୌ,୨୪।୨: ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନ୍‌ରେ ପରାସ୍ତ କରିଛି । ୨୦୦ ରନ୍‌ର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ...

ମାର୍ଚ୍ଚ ୨୬ରୁ ଆଇପିଏଲ୍‌

ନୂଆଦିଲ୍ଲୀ, ୨୪ା୨: ୧୦ଟି ଦଳକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୫ (ଆଇପିଏଲ୍‌) ଆସନ୍ତା ମାର୍ଚ୍ଚ ୨୬ ଶନିବାର ମୁମ୍ବାଇଠାରେ ଆରମ୍ଭ ହେବ ଏବଂ ମେ ୨୯ରେ ଶେଷ ହେବ। ଟୁର୍ନାମେଣ୍ଟ ଆରମ୍ଭରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିବ। ଗୁରୁବାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri