ଖେଳ

ଭାରତକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ; ଏହି ଖେଳାଳିଙ୍କ ଉପରେ ମୋହର ମାରିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଭାରତ। ଏହି ସିରିଜକୁ କିଛି ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯାଇଛି। ଦିନିକିଆ ଏବଂ ଟି-୨୦ ପରେ ଏବେ...

୪୦ ବର୍ଷ ପରେ ଆଇଓସିର ୧୪୦ତମ ବୈଠକ ମୁମ୍ବାଇରେ…

ବେଜିଂ/ନୂଆଦିଲ୍ଲୀ,୧୯।୨ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଶନିବାର ବେଜିଂରେ ଅନୁଷ୍ଠିତ ୧୩୯ତମ ଅଲିମ୍ପିକ କମିଟି ବୈଠକରେ ଭାରତ ପରବର୍ତ୍ତୀ ବୈଠକ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏନେଇ ବୈଠକରେ କୌଣସି ଦେଶ...

ଭାରତକୁ ବଡ଼ ଝଟ୍‌କା; ଟିମ୍‌ରୁ ବାଦ ପଡ଼ିଲେ କୋହଲି

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ପରେ ଟି-୨୦ ସିରିଜ ଉପରେ କବ୍ଜା କରିନେଇଛି ଭାରତ। ଏବେ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି। କୋଲକାତାରେ ଏହାର ତୃତୀୟ ମୁକାବିଲା ଖେଳାଯିବ। ହେଲେ ଏହି ମ୍ୟାଚ୍‌...

ପାକିସ୍ତାନ ସୁପର ଲିଗ୍‌ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି

ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍‌ ମୁକାବିଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁଲ୍‌ତାନ ସୁଲ୍‌ତାନ ଏବଂ କ୍ୱେଟା ଗ୍ଲାଡିଏଟର ମଧ୍ୟରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ...

ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ। ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉପଲବ୍ଧ ହେବେ।...

ଡେବ୍ୟୁ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୮।୨: ପଦାର୍ପଣ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କରିଛନ୍ତି ବିହାରର ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ସାକିବୁଲ ଗାନି। ଚଳିତ ରଣଜୀ ଟ୍ରଫିରେ ମିଜୋରାମ ବିରୋଧରେ ସେ ତ୍ରିଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟର ଭାବେ ଏଭଳି କରିବାରେ ପ୍ରଥମ...

ଟସ୍‌ ଜିତିଲେ ପୋଲାର୍ଡ; ବ୍ୟାଟିଂ କରିବ ଭାରତ

କୋଲକାତା, ୧୮।୨: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଶୁକ୍ରବାର ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଟିମ୍‌ ଅଧିନାୟକ କିରନ୍‌ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଟସ...

ଭାରତୀୟ ଟିମ୍‌କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ ଭାବେ ରୋହିତ ଶର୍ମା ନେତୃତ୍ୱ ନେବା ପରଠାରୁ ଦଳ ଭଲ ପ୍ରଦର୍ଶନ କରୁଥିବା...

ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍‌-୨୦୨୨ରେ ଆର୍‌ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର...

ଏମିତି ବି କିଏ ଆଉଟ୍‌ ହୁଏ…ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ,୧୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ମିତାଲି ରାଜଙ୍କ ଅଧିନାୟକତ୍ୱ ଦଳକୁ କ୍ରମାଗତ ତୃତୀୟ ଦିନିକିଆରେ ଆୟୋଜକଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କ୍ୱିନ୍ସଟାଉନରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ...

ଅକ୍‌ଶନ ପରେ ସନରାଇଜର୍ସରୁ ଅଲଗା ହେଲେ କାଟିଚ

ବାଙ୍ଗାଲୁରୁ,୧୮।୨: ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଓ ଏହାର ଆସିଷ୍ଟାଣ୍ଟ କୋଚ୍‌ ସାଇମନ କାଟିଚ୍‌ ଅଲଗା ହୋଇଯାଇଛନ୍ତି। ଦେଶରେ କଡ଼ା ବାୟୋ ସିକ୍ୟୁରିଟି କଟକଣା ଓ ପାରିବାରିକ ସମସ୍ୟା କାରଣରୁ ଆଗାମୀ ଆଇପିଏଲ ଲାଗି ନିଜକୁ ଅନୁଉପଲବ୍ଧ କରିଛନ୍ତି କାଟିଚ୍‌। “...

ତେନ୍ଦୁଲକର ନା କୋହଲି ଶ୍ରେଷ୍ଠ କିଏ? ଉତ୍ତର ଦେଲେ ସଚିନ

ନୂଆଦିଲ୍ଲୀ,୧୮।୨: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ୨୦୧୯ଠାରୁ ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି। ଏଣୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ନିକଟ ଭବିଷ୍ୟତରେ ଭାଙ୍ଗୁନାହିଁ। କିନ୍ତୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri