ଖେଳ

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ ରଖି ଅନେକଙ୍କୁ ଚମକାଇଛନ୍ତି। ତେବେ ୨୦୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଆଇସିସି...

ସିରିଜ କବ୍‌ଜା କଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଭାରତ...

ଟିମ୍‌ ଇଣ୍ଡିଆକୁ ୨୩୭ ରନ୍‌ରେ ରୋକି ଦେଲେ

ଅହମ୍ମଦାବାଦ,୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ଏକ୍ସପେରିମେଣ୍ଟ କରିଥିଲା। ଦଳରେ...

ଆଇପିଏଲ୍‌ ଅକ୍‌ଶନ ପୂର୍ବରୁ ବଡ଼ ଘୋଷଣା କଲା ବିସିସିଆଇ

ବାଙ୍ଗାଲୋର,୯।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣ ଲାଗି ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପଲବ୍ଧତା ଏବେ କିଛି କଣ୍ଡିଶନ ଉପରେ ନିର୍ଭର କରୁଛି। ସବୁଠୁ ଧନୀ ଲିଗ୍‌ ସମୟରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ସିରିଜ୍‌ ଲାଗି ଶ୍ରୀଲଙ୍କା ଖେଳାଳିମାନେ...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଲାଗି ଓପନିଂ କରିବାକୁ ରୋହିତ ଶର୍ମାଙ୍କ ସହ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ର ନାଁ ଘୋଷଣା

ଅହମ୍ମଦାବାଦ,୯।୨: ଇଣ୍ଡିଆନ ପ୍ରିମିୟର ଲିଗର ନୂତନ ଫ୍ରାଞ୍ଚାଇଜ ଅହମ୍ମଦାବାଦ ଏହାର ନାମ ଘୋଷଣା କରିଛି। ଗୁଜୁରାଟ ଟାଇଟାନ୍ସ ନାମରେ ଆଇପିଏଲର ୧୫ତମ ସଂସ୍କରଣରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପଡ଼ିଆରେ ପ୍ରବେଶ କରିବ। ବୁଧବାର ଏହା ଘୋଷଣା କରାଯାଇଛି। ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ୍‌...

ବାପା ହେଲେ ଏହି କ୍ରିକେଟର୍‌

୨୦୧୬ ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ଟି-୨୦ ବିଶ୍ୱ ଚାମ୍ପିଅନ କରିଥିବା କାର୍ଲୋସ ବ୍ରାଥୱାଇଟ କନ୍ୟା ସନ୍ତାନର ବାପା ହୋଇଛନ୍ତି। ବ୍ରାଥୱାଇଟ ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ନାମ ତାଙ୍କ ପ୍ରଶଂସକଙ୍କ ନିକଟରେ ପ୍ରକାଶ...

ଆଇପିଏଲ୍‌ ଅକ୍ସନ ପୂର୍ବରୁ ନାଁ ଫେରାଇନେଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ନୂଆଦିଲ୍ଲୀ,୮।୨: ଆଇପିଏଲ୍‌ ମେଗା ଅକ୍ସନ ଫେବୃୟାରୀ ୧୨ ଏବଂ ୧୩ ରେ ହେବାକୁ ଯାଉଛି। ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଏହି ଲିଗ୍‌ର ନିଲାମ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହେଲେ ଏହା ପୂର୍ବରୁ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌...

ଆଇପିଏଲ୍‌ ଅକ୍ସନ ପୂର୍ବରୁ ପୃଥ୍ବୀଙ୍କୁ ବଡ଼ ସଫଳତା: ପାଲଟିଲେ ଏହି ଟିମ୍‌ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୮।୨: ଦୀର୍ଘଦିନର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି ଟୁର୍ନାମେଣ୍ଟ। ଦୁଇଟି ପର୍ଯ୍ୟାୟରେ ବିସିସିଆଇ ଏହାକୁ ଆୟୋଜିତ କରିବ। ସମସ୍ତ ରାଜ୍ୟ ପକ୍ଷରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ...

ବଡ଼ ରେକର୍ଡ ହାସଲ କରିବେ କୋହଲି

ଅହମ୍ମଦାବାଦ,୮।୨: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ ହାତେଇବା ଉଦ୍ଦେଶ୍ୟରେ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡ଼ିଆରେ ଓହ୍ଲାଇବା ମାତ୍ରେ ଏକ ବଡ଼ ସଫଳତା...

ଏମିତି କ୍ୟାଚ୍‌ ଧରିଲେ ମହିଳା କ୍ରିକେଟର୍‌, ପ୍ରଶଂସା କଲେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର: ଦେଖନ୍ତୁ ଭିଡିଓ

ଓ୍ବାଣ୍ଡର୍ସ,୮।୨: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଛ। ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବିଜୟ ଅପେକ୍ଷା ଲୌରା ୱଲୱାର୍ଡଙ୍କ ‘ସୁପରଗର୍ଲ’...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri