ଖେଳ

ପ୍ରଥମ ଭାରତୀୟ ଭାବେ ରେକର୍ଡ କରିବାକୁ ଯାଉଛନ୍ତି ରୋହିତ

ଅହମ୍ମଦାବାଦ,୮।୨: ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍‌ ପଡ଼ିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୪ ବର୍ଷୀୟ ଓପନର ୫୧ ବଲରେ ଖେଳିଥିଲେ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ। ପାଳିରେ...

କୋହଲିଙ୍କୁ ପ୍ରସ୍ତାବ ଦେଇଥିଲେ କିଛି ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୮।୨: “ଅତୀତରେ କିଛି ଫ୍ରାଞ୍ଚାଇଜ ମୋତେ ଅକ୍‌ଶନରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବାଛିଥିଲି”। ଏଭଳି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ୮ ବର୍ଷ ଧରି ଆରସିବିର ନେତୃତ୍ୱ...

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ ଦାମୀ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାଙ୍କୁ ଅଧିକ...

ଏକଦା ଏମ୍‌ଏସ୍‌ ଧୋନୀଙ୍କ ଉପରେ ରାଗିଯାଇଥିଲେ କୋକିଳକଣ୍ଠୀ

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ପୂର୍ଣ୍ଣ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛ। ‘ଲତା ଦିଦି’ ନାମରେ ଜଣାଶୁଣା ଲତା ମଙ୍ଗେସକର କ୍ରିକେଟର ଜଣେ ବଡ଼ ପ୍ରଶଂସକ...

‘କୋହଲି ପୁଣି ନେତୃତ୍ୱ ନେଲେ, ଆର୍‌ସିବି ପାଇଁ ସହଜ ହୁଅନ୍ତା’

ମୁମ୍ବାଇ,୭।୨: ଯଦି ବିରାଟ କୋହଲି ଆଗାମୀ ଆଇପିଏଲ ସିଜନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ୱ ଭାର ସମ୍ଭାଳନ୍ତି, ତେବେ ତାହା ଫ୍ରାଞ୍ଚାଇଜ ପାଇଁ ସହଜ ସମାଧାନ ହୁଅନ୍ତା। ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ପେସର ଅଜିତ...

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ ଭାରତୀୟ ସୀମିତ ଓଭର ଦଳକୁ ଫେରିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିଲାଗି ସେ...

‘୨୦୧୬ ଆଇପିଏଲ୍‌ ଫାଇନାଲ ଆଜି ବି ବାଧୁଛି’

ଅହମ୍ମଦାବାଦ,୭।୨: ଆଇପିଏଲରେ ୨୦୭ ମ୍ୟାଚ୍‌ରେ ଅନେକ ସଫଳତା ବିଫଳତା ଦେଖିଥିବା ବିରାଟ କୋହଲିଙ୍କୁ ୨୦୧୬ ସିଜନ ଫାଇନାଲରେ ମିଳିଥିବା ପରାଜୟ ଆଜି ବି ବାଧୁଛି। ପୂର୍ବରୁ ଦୁଇ ଥର (୨୦୦୯ ଓ ୨୦୧୧) ଫାଇନାଲରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର...

ମାତ୍ର କିଛି ମିନିଟ୍‌ରେ ସରିଗଲା ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚର ଲୋକପ୍ରିୟତା ସର୍ବଦା ଅଧିକ ଥାଏ। ଏହି ଦୁଇ ଦଳ କ୍ରିକେଟ ପଡ଼ିଆରେ ମୁହାଁମୁହିଁ ବେଳେ କୋଟି କୋଟି ଲୋକ ସମସ୍ତ କାମ ଛାଡି ଟିଭି ଆଗରେ ବସିଥାନ୍ତି। ଫଳରେ ଭାରତ ଏବଂ...

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ ଆଗରେ ଅଛି। ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ହେବା ପରେ ଏହା ଭାରତୀୟ...

କ୍ରିକେଟ୍‌ରେ ବିରଳ ରେକର୍ଡ

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୩ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ ପାଇଁ ଇତିହାସ ରଚିଥିଲେ। ୧୯୯୯, ଫେବୃୟାରୀ ୭ରେ ଦିଲ୍ଲୀର ତତ୍କାଳୀନ ଫିରୋଜ ଶାହା...

ଆସିଲେ ଗଲେ, ତଥାପି ଛୁଇଁଲେ ମାଇଲଷ୍ଟୋନ

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଖାସ କରିପାରି ନ ଥିଲେ। ୩ ବଲରେ ଦୁଇ ଚୌକା ଲଗାଇବା ପରେ ଚତୁର୍ଥ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ...

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri