ଖେଳ

ତୃତୀୟ ସନ୍ତାନର ପିତା ହେବେ ଇଂଲଣ୍ଡ ଅଧିନାୟକ ବଟଲର

କାର୍ଡିଫ,୨୭ା୫: ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍‌ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦...

ଇମୋଶନାଲ୍‌ ହେଲେ କୋହଲି: କହିଦେଲେ ହୃଦୟର କଥା

ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍‌ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା...

ଏହି କ୍ରିକେଟର୍‌ଙ୍କୁ ଡେଟ୍‌ କରୁଛନ୍ତି ଶାହାରୁଖଙ୍କ ଝିଅ!

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍‌ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ...

ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଉପରେ ଧନବର୍ଷା କଲା ବିସିସିଆଇ: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ ପୁଣି ଥରେ ଆଇପିଏଲ ଟାଇଟଲ ଜିତିଛି। ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ଆଇପିଏଲ ୨୦୨୪ର ବିଜେତା ଦଳ ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଛି। ଭାରତରେ କ୍ରିକେଟ ବୋର୍ଡ...

ଆଇପିଏଲ୍‌ରେ ଏମିତି କାରନାମା କଲେ ଗମ୍ଭୀର, ଆଜି ପର୍ଯ୍ୟନ୍ତ କେହି ଏମିତି କରିପାରିନାହାନ୍ତି

ଚେନ୍ନାଇ,୨୭।୫: ଯେଉଁ ଆଶା ସହିତ ଶାହାରୁଖ ଖାନ ଗୌତମ ଗମ୍ଭୀରଙ୍କୁ କୋଲକାତା ନାଇଟ ରାଇଡର୍ସକୁ ନିମନ୍ତ୍ରଣ କରିଥିଲେ, ଶେଷରେ ତାହା ପୂରଣ ହୋଇଛି। ଶାହାରୁଖଙ୍କ ୧୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଗମ୍ଭୀର। କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪...

ଶେୟାର ବଜାରରେ ଉତ୍ସାହ ଜାରି, ପୁଣି ନୂଆ ରେକର୍ଡ କଲା ସେନସେକ୍ସ-ନିଫ୍ଟି

ମୁମ୍ବାଇ,୨୭।୫: ଗଲା ସପ୍ତାହରେ ଶେୟାର ବଜାର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ଜାରି ରହିଛି। ସୋମବାର ଅର୍ଥାତ୍‌ ମେ ୨୭ ତାରିଖରେ ଶେୟାର ବଜାରର ଦୁଇ ବେଞମାର୍କ ଜବରଦସ୍ତ ଉତ୍ସାହ ସହିତ ଖୋଲିଥିଲା। ସେନ୍‌ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ସହିତ...

ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ

ଚେନ୍ନାଇ,୨୭।୫: ଆଇପିଏଲ ୨୦୨୪ର ଫାଇନାଲରେ ଟସ ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ...

ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ ୨୦୨୪ ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ କ୍ଲାଉଡ ନଅରେ...

ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ହାଇଦ୍ରାବାଦ୍‌ ମାଲିକାଣୀ

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୧୪ ଚାମ୍ପିଅନ ହୋଇଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ଟାଇଟଲ ଜିତିଛି। ୨୦୧୨ ଏବଂ ୨୦୧୪ ପରେ ଏହା କୋଲକାତା ନାଇଟ ରାଇଡର୍ସର...

ଚାମ୍ପିୟନ୍‌ ହେବା ପରେ ଶାହରୁଖ କଲେ ଏମିତି କାଣ୍ଡ, ସମସ୍ତେ ମୁଣ୍ଡରେ ଦେଲେ ହାତ

ଚେନ୍ନାଇ,୨୭।୫:: ଆଇପିଏଲ ୨୦୨୪ ଟ୍ରଫି ଜିତିବାକୁ ଦଳ ମିଳିଛି। ମେ ୨୬ରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ଅନ୍ତିମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚକୁ...

ଅବସର ନେଇ ସଙ୍କେତ ଦେଲେ ମିଚେଲ ଷ୍ଟାର୍କ; ପୁଣି ଫେରିବେ କି ଆଇପିଏଲ, ଜାଣନ୍ତୁ କ’ଣ କହିଲେ

ଚେନ୍ନାଇ,୨୭।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର କ୍ୱାଲିଫାୟାର ଏବଂ ଫାଇନାଲ ମୁକାବିଲାରେ ପ୍ରାରମ୍ଭିକ ଓଭରରେ ସନରାଇଜର୍ସ ହାଇଦ୍ରାବାଦ ଟିମର ମେରୁଦଣ୍ଡ ଭାଙ୍ଗି କୋଲକାତା ନାଇଟ ରାଇଡର୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ...

ଏହି ଗୋଟିଏ କାରଣରୁ ହାଇଦ୍ରାବାଦ୍‌ ହାତରୁ ଚାଲିଗଲା ଟ୍ରଫି

ଚେନ୍ନାଇ,୨୭।୫:: କୋଲକାତା ନାଇଟ ରାଇଡର୍ସ ତୃତୀୟ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଏହା ଆଇପିଏଲ ୨୦୨୪ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ହାଇଦ୍ରାବାଦର ପରାଜୟର କାରଣ ହେଉଛି ଏହାର ନିଜସ୍ବ ଖେଳାଳି। ଦଳର ଗୋଟିଏ ଭୁଲ କେକେଆରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri