ଖେଳ

ସମାନ ଶୈଳୀରେ ଆଉଟ୍‌ ହେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁରୁଣା ଶୈଳୀରେ ଆଉଟ୍‌ ହୋଇଛନ୍ତି। ରନ୍‌ ଅଧିକ କରି ନ ଥିଲେ ମଧ୍ୟ କ୍ରିଜ୍‌ରେ ସେଟ୍‌ ହୋଇସାରିଥିଲେ କୋହଲି। ୪୯ତମ...

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା ବୋର୍ଡ ଗୁରୁବାର ଘୋଷଣା କରିଛି। ଗତ ୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ରାଜପାକ୍ଷେ...

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ପ୍ରଥମ ଇନିଂସରେ ୨୦୧ ବଲ ଖେଳି ୭୯ ରନ୍‌ ଖେଳିଥିବା ୩୩...

ଏହି କାରଣରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି, ମିଳିପାରେ ଦଣ୍ଡ

କେପ୍‌ଟାଉନ୍‌,୧୩।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ଏହାକୁ ନେଇ ଅନେକ ଥର ସେ ଦଣ୍ଡିତ ହୋଇଛନ୍ତି। ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ...

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସ ୨୨୩ରେ ସମାପ୍ତ ହେବା ପରେ ଭାରତୀୟ ଟିମ୍‌ ବୋଲିଂ କରି ଘରୋଇ...

ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ୫ ଉଇକେଟ ସଫଳତା। ଅତିକମ୍‌ରେ ୨୭ଟି ଟେଷ୍ଟ ଖେଳିଥିବା...

୬ ଓଭର ତିଷ୍ଠି ପାରିଲେନି ଦୁଇ ଓପନର

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର ଫେଲ୍‌ ମାରିଛନ୍ତି। ଏପରି କି ଦୁହେଁ ୬ ଓଭର ତିଷ୍ଠି ପାରି ନ ଥିଲେ। ୫ମ ଓଭରର ୫ମ ବଲରେ କାଗିସୋ...

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ ଶିକାର ପାଲଟିଥିଲେ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟର ତେମ୍ବା ବଭୁମା। ପ୍ରଥମ ଇନିଂସର...

ଭାରତକୁ ମ୍ୟାଚ୍‌ରେ ଫେରାଇ ଆଣିଲା ଶାମିଙ୍କ ଓଭର

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ଦିନରେ ମହମ୍ମଦ ଶାମି ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଭାରତୀୟ ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଛନ୍ତି। ପ୍ରଥମେ ଇନ୍‌ ଫର୍ମ ବ୍ୟାଟର ତେମ୍ବା ବଭୁମା (୨୮)ଙ୍କୁ...

ଭାରତୀୟ ଦିନିକିଆ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ପୂର୍ବରୁ ଘୋଷିତ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଏବେ ଟେଷ୍ଟ ଦଳ ସହ ରହିଥିବା ଅଫ୍‌ ସ୍ପିନର ଜୟନ୍ତ ଯାଦବ ଏବଂ ପେସର ନବଦୀପ ସଇନିଙ୍କୁ ଦିନିକିଆ ଦଳରେ...

ଦୁଇ ଉଇକେଟ ନେବା ପରେ ବି ସଂଘର୍ଷ କରୁଛନ୍ତି

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ବୋଲରଙ୍କ ରାଜୁତି ଦେଖିବାକୁ ମିଳି ନାହିଁ। ଦ୍ୱିତୀୟ ଦିନ ପ୍ରଥମ ଓଭରରେ ଏଡେନ ମାରକ୍ରାମଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ସଫଳତା...

ନୂଆ ଫ୍ରାଞ୍ଚାଇଜକୁ ଦିଆଗଲା ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର

ନୂଆଦିଲ୍ଲୀ,୧୨।୧: ଆଇପିଏଲର ଆଗାମୀ ସଂସ୍କରଣରେ ସାମିଲ ହେବାକୁ ଯାଉଥିବା ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାର ଉଭୟ ଫ୍ରାଞ୍ଚାଇଜକୁ ମେଲ ଜରିଆରେ ବୁଧବାର (ଜାନୁୟାରୀ ୧୨)...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri