ଖେଳ

ଗୋଟିଏ ଉଇକେଟ ନେଇ ଇତିହାସ ରଚିଲେ ଅଶ୍ୱିନ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ନ୍ୟୁ ଇୟର ଟେଷ୍ଟରେ କେବଳ ଗୋଟିଏ ଉଇକେଟ ନେଇ ଇତିହାସ ରଚିଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ତୃତୀୟ ଦିନ ଅଶ୍ୱିନଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ପିଟରସନ।...

ବର୍ଷା ଯୋଗୁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବିଳମ୍ବ

ଜୋହାନ୍ସବର୍ଗ,୬।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ଗୁରୁବାର ବିଳମ୍ବରେ ଆରମ୍ଭ ହେବ। ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ହାଲୁକା ବର୍ଷା ଯୋଗୁ କଭରଗୁଡ଼ିକ ପଡିଆରେ ଆଚ୍ଛାଦିତ ହୋଇଛି। ସ୍ଥାନୀୟ ଓ୍ବାଣ୍ଡରର୍ସ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୬।୧:କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷ ବିଶ୍ୱକପରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ ତଉରଙ୍ଗାସ୍ଥିତ ବେ ଓଭାଲରେ...

ବିଦ୍ୟା ବାଲାନ୍‌ଙ୍କ ସହ ଡିନର୍‌ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧:ହିମାଚଳ ପ୍ରଦେଶ ତାମିଲନାଡୁକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ହିମାଚଳର ଏହି ବିଜୟର ମୁଖ୍ୟ ଷ୍ଟାର୍‌ ହେଉଛନ୍ତି ପ୍ରଶାନ୍ତ ଚୋପ୍ରା। ସେ ତାମିଲନାଡୁ, ସର୍ଭିସେସ୍‌, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶର ବୋଲରମାନଙ୍କୁ ତାଙ୍କ ବିସ୍ଫୋରକ...

କୋହଲି-ଗାଙ୍ଗୁଲିଙ୍କ ଝଗଡା ସମାଧାନ ହେବ କେମିତି: ଶାସ୍ତ୍ରୀ ଦେଲେ ଉପାୟ

ନୂଆଦିଲ୍ଲୀ,୬।୧:ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ଯିବା ପୂର୍ବରୁ ବିରାଟ କୋହଲି ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହୋଇଥିବାର ଦେଖାଯାଉଛି। କିନ୍ତୁ ଉଭୟ ପାର୍ଶ୍ୱରୁ ତିକ୍ତତା ସଂପୂର୍ଣ୍ଣ ରୂପେ ଶେଷ ହୋଇଛି,...

ଅଧିନାୟକଙ୍କୁ କମେଣ୍ଟ ମାରିଲେ ପନ୍ତ: ଭିଡିଓ ଭାଇରାଲ

ଜୋହାନ୍ସବର୍ଗ,୬।୧:ଜୋହାନ୍ସବର୍ଗରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳ ଏକ ଦୃଢ ସ୍ଥିତିରେ ଅଛନ୍ତି। ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୨ ରନ ଆବଶ୍ୟକ। ହାତରେ ୮ଟି ଉଇକେଟ ବାକି ଅଛି। ଏହି...

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିବା ଭାରତୀୟ ଦଳ ତୃତୀୟ ଦିନରେ ୧୧୮ ରନ୍‌ ଖର୍ଚ୍ଚ...

ଦକ୍ଷିଣ ଆଫ୍ରିକା ଲାଗି ସହଜ ହେବ ନାହିଁ

ଜୋହାନ୍ସବର୍ଗ,୫।୧: ଚଳିତ ନ୍ୟୁ ଇୟର ତଥା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଭାରତୀୟ ଦଳ। ତେବେ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ଏତେ ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା ଘରୋଇ...

୨୪୦ ରନ୍‌ର ଟାର୍ଗେଟ ଛିଡ଼ା କଲା ଭାରତ

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର

କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାନୁକା ବୁଧବାର ପାରିବାରିକ ଦାୟିତ୍ୱବୋଧକୁ ଦର୍ଶାଇ ଅବସର ନେବାକୁ...

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ ଯୋଗୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ରାହୁଲ। ସେ ପୂର୍ବ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri