ଖେଳ

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଓ୍ବାଣ୍ଡର୍ସ,୨।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାର ଠାରୁ ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଛି ଏବଂ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଜିତିବାକୁ ଚାହୁଁଛି। ଦକ୍ଷିଣ...

ଐତିହାସିକ ବିଜୟ ଲକ୍ଷ୍ୟରେ

ଜୋହାନ୍ସବର୍ଗ,୨।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାରଠାରୁ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଏକ ଐତିହାସିକ ସିରିଜ ବିଜୟ ହାସଲ ଲକ୍ଷ୍ୟରେ...

ଏକାଠି ମାଇଲଷ୍ଟୋନ ହାସଲ କରିପାରନ୍ତି କୋହଲି-ରାହାନେ

ଜୋହାନ୍ସବର୍ଗ,୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ସ୍ଥାନୀୟ ଓ୍ବାଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୋମବାରଠାରୁ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଏକାଠି ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରନ୍ତି। ଦୁହେଁ ଟେଷ୍ଟ କ୍ରିକେଟରେ ୧୦୦...

ପଦାର୍ପଣର ପ୍ରଥମ ଓଭରରେ ଦେଖାଇଲେ ଚମତ୍କାର ବୋଲିଂ

ସିଡ୍‌ନୀ,୨।୧: ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ପଦାର୍ପଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ହାସନେନ। ସିଡ୍‌ନୀ ଥଣ୍ଡର ପାଇଁ ଖେଳୁଥିବା ହାସନେନ ଆଡିଲେଡ୍‌ ଷ୍ଟ୍ରାଇକର୍ସ ବିପକ୍ଷରେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ୩...

ବିଦେଶୀ କୋଚ୍‌ ଚାହୁଁଛନ୍ତି ବାବର, ରିଜଓ୍ବାନ

କରାଚୀ,୨।୧: ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଓ ଦଳର ଆନ୍ତରୀଣ ମୁଖ୍ୟ କୋଚ୍‌ ସାକଲିନ ମୁସ୍ତାକ ଜାତୀୟ ଦଳ ପାଇଁ ବିଦେଶୀ କୋଚ୍‌ ଚାହୁଁଛନ୍ତି। ଉଇକେଟକିପର ମହମ୍ମଦ ରିଜଓ୍ବାନ ମଧ୍ୟ ଏଥିରେ ଏକମତ ଥିବା ସ୍ପଷ୍ଟ କରିଛନ୍ତି ପାକିସ୍ତାନ...

୧୩ ରନ୍‌ ଦୂରରେ ରେକର୍ଡ

ଜୋହାନ୍ସବର୍ଗ,୨।୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ କୋଚ୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ଅଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ କୋହଲି ତୃତୀୟ...

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ...

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ ଚାରି ବର୍ଷ ପରେ ଅଶ୍ୱିନ ଦିନିକିଆ ଦଳକୁ ଫେରିଛନ୍ତି। ଏହାପୂର୍ବରୁ ୨୦୨୧...

ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବ ଏହି ଖେଳାଳି

ନୂଆଦିଲ୍ଲୀ,୧।୧: ଭାରତୀୟ ଟିମ୍‌ ଜାନୁୟାରୀ ୧୯ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। ଏଥିରେ ଓପନର୍‌ ଭାବେ ସ୍ଥାନ ପାଇଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାୟକଓ୍ବାଡ। ତେବେ...

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ। ଇଂଲଣ୍ଡ ସିରିଜ ପୂର୍ବରୁ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ...

୪ ବର୍ଷରେ ପ୍ରଥମ ଥର ହେବ ଏମିତି; କୋହଲି କଦାଚିତ୍‌ କରି ନ ଥିଲେ ଏହାର କଳ୍ପନା

ନୂଆଦିଲ୍ଲୀ,୧।୧: ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଭାରତୀୟ ଟିମ୍‌ ପ୍ରସ୍ତୁତ। ବିସିସିଆଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା କରିଛି। ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଆହତ ସମସ୍ୟାରୁ...

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ନ ଥିବା ଅଧିନାୟକ ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ରାହୁଲଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri