ଖେଳ

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି...

୧୦୦୮ ରନ୍‌ର ଅଗ୍ରଣୀ ସହିତ କ୍ୱାର୍ଟରରେ ଝାଡ଼ଖଣ୍ଡ

କୋଲକାତା,୧୭।୩: ନାଗାଲାଣ୍ଡ ବିପକ୍ଷ ପ୍ରି କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ୧୦୦୮ ରନ୍‌ର ଅଗ୍ରଣୀ ସହିତ ଚଳିତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ପ୍ରଥମ ଶ୍ରେଣୀ ଚାମ୍ପିୟନଶିପ୍‌ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ ୧୦୦୦ରୁ ଊର୍ଦ୍ଧ ରନ୍‌ର...

ଧୋନୀଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ଚେନ୍ନାଇ,୧୭।୩: ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଚାରିଥର ଆଇପିଏଲ ଚାମ୍ପିଅନ ହୋଇଛି। ଏଥର ମଧ୍ୟ ଦଳକୁ ଚାମ୍ପିଅନ୍‌ କରିବାକୁ ପଡିଆକୁ ଧୋନୀ ଓହ୍ଲାଇବେ। ଧୋନୀ...

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ ମଧ୍ୟରେ ୭୪ ମ୍ୟାଚ୍‌ ଖେଳାଯିବ। ନୂଆ ଟିମ୍‌ ସହ ନୂତନ ଅଧିନାୟକ ଚାହୁଁଥିବା...

ବାବରଙ୍କ ପାଇଁ ତାଳି ମାରିଲା ଅଷ୍ଟ୍ରେଲିଆ ଟିମ୍‌

କରାଚୀ,୧୭।୩: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଚିତ୍ତାକର୍ଷକ ଡ୍ର’ ସହ ବୁଧବାର ଶେଷ ହୋଇଛି। ଅଧିନାୟକ ବାବର ଆଜାମଙ୍କ ୧୯୬ ରନ୍‌ର ପାଳି ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା। ଏହି ଇନିଂସ ଜରିଆରେ ସେ...

ରାଜ୍ୟ ସଭାକୁ ଯାଇପାରନ୍ତି ହରଭଜନ

ଚଣ୍ଡିଗଡ,୧୭।୩: ପଞ୍ଜାବରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଛି। ଭାଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି। ଏଏପି ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି ଏବେ ଚର୍ଚ୍ଚା ହେଉଛି। ରାଜ୍ୟର ନବନିର୍ବାଚିତ ଏଏପି...

ବିଶ୍ୱରେକର୍ଡ କଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌

କରାଚି,୧୭।୩: ଅଷ୍ଟ୍ରେଲିଆ ବିପକ୍ଷ କରାଚି ଟେଷ୍ଟରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୫୦୬ ରନର ଲକ୍ଷ୍ୟର ଜବାବରେ ପାକିସ୍ତାନ ଦଳ ଚତୁର୍ଥ ଇନିଂସରେ ଏକ ସମୟରେ ୨୧ ରନରେ ୨ ଉଇକେଟ ହରାଇଥିଲା। ଏହା ପରେ...

ଅଷ୍ଟ୍ରେଲିଆ ମୁହଁରୁ ବିଜୟ ଛଡାଇ ଆଣିଲା ପାକିସ୍ତାନ

କରାଚି,୧୬।୩: ଅସମ୍ଭବକୁ ସମ୍ଭବ କରି ଦେଖାଇଛି ପାକିସ୍ତାନ କ୍ରିକେଟ ଦଳ। ୧୭୨ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ପରାଜୟରୁ ବଞ୍ଚାଇ ଦେଇଛି। ଜିତିବା ପାଇଁ ପାକିସ୍ତାନକୁ ଅଷ୍ଟ୍ରେଲିଆ ୫୦୬ ରନ୍‌ର ଟାର୍ଗେଟ ଦେଇଥିଲା। ଏହା ଏକ ଏପରି...

ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କୀର୍ତ୍ତିମାନ ରଚିଲେ ଝୁଲନ

ନୂଆଦିଲ୍ଲୀ,୧୬।୩: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଆଇସିସି ଦିନିକିଆ ମହିଳା ବିଶ୍ୱକପ୍‌ରେ ଭାରତର ଝୁଲନ ଗୋସ୍ବାମୀ ବିଶ୍ୱ ରେକର୍ଡର ଅଧିକାରୀ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଝୁଲନ ଦିନିକିଆରେ ୨୫୦ ଉଇକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ...

ଆଉ ନାହାନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ରେସଲର୍‌

ୱାଶିଂଟନ,୧୬।୩: ଆଉ ନାହାନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିଅନ ତଥା ଲିଜେଣ୍ଡ ରେସଲର୍‌ ସ୍କଟ ହଲ୍‌। ୬୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଗତ ସପ୍ତାହରେ ହଲ୍‌ଙ୍କ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରାଯାଇଥିଲା। ହେଲେ ଏହି ସମୟରେ ରକ୍ତ ଜମାଟ ବାନ୍ଧିବା...

ପୁଣି ହାରିଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୬।୩: ଦିନିକିଆ ମହିଳା ବିଶ୍ୱକପ -୨୦୨୨ର ଏକ ମ୍ୟାଚରେ ବୁଧବାର ଇଂଲଣ୍ଡ ଭାରତୀୟ ମହିଳା କ୍ରିକେଟ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ଏହା ହେଉଛି ଦ୍ୱିତୀୟ ପରାଜୟ। ୩୬.୨ ଓଭରରେ...

ଖସିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବୋଲିଂରେ ୬ ପାହ୍ୟା ଉନ୍ନତି କରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହିତ ବିରାଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri