ଖେଳ

‘କିଛି ପଶ୍ଚାତାପ ନାହିଁ’

ନୂଆଦିଲ୍ଲୀ,୨୪।୧୨: ୨୦୧୬ ପରଠୁ ଜାତୀୟ ଦଳରେ ସୁଯୋଗ ମିଳିବା ବନ୍ଦ ହୋଇଯାଇ ଥିଲା। ତଥାପି ୬ ବର୍ଷ ଧରି ଫିଲ୍ଡରେ ସକ୍ରିୟ ଥିଲେ ପୂର୍ବତନ ସ୍ପିନର ହରଭଜନ ସିଂ। ଭାରତକୁ ଅନେକ ମ୍ୟାଚ୍‌ ଜିତାଇଥିବା ଭଜି ଶୁକ୍ରବାର ୨୩ ବର୍ଷର...

କ୍ରିକେଟରୁ ଦୂରେଇ ଗଲେ ଐତିହାସିକ କୋଲକାତା ଟେଷ୍ଟର ଅନ୍ତିମ ଷ୍ଟାର

ମୁମ୍ବାଇ,୨୪।୧୨: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ଐତିହାସିକ କୋଲକାତା ଟେଷ୍ଟରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳି ଦୂରେଇ ଯାଇଛନ୍ତି କ୍ରିକେଟରୁ। ୨୦୦୧ରେ କୋଲକାତାର ଇଡେନ...

କ୍ରିକେଟ୍‌କୁ ଅଲବିଦା କହିଲେ ହରଭଜନ

ଚଣ୍ଡିଗଡ,୨୪।୧୨: ଭାରତର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ଉଇକେଟ ନେଇଛନ୍ତି। ଟର୍ବାନେଟର ଭାବରେ ଜଣାଶୁଣା ହରଭଜନ ରାଜନୀତି କ୍ଷେତ୍ରରେ ନିଜର ନୂଆ ଇନିଂସ ଖେଳିପାରନ୍ତି।...

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ କୋଚ ରବି ଶାସ୍ତ୍ରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କୌଣସି ଆଇପିଏଲ ଦଳକୁ କୋଚିଂ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀଙ୍କୁ ଏବେ ତାଙ୍କୁ କମେଣ୍ଟେଟର୍‌ ଭୂମିକାରେ ଦେଖିବାକୁ ମିଳିବ। ଶାସ୍ତ୍ରୀ ଶ୍ରେଷ୍ଠ କମେଣ୍ଟେଟର୍‌ ଭାବରେ...

୨୮ ବର୍ଷ ପରେ ବି ଭାଙ୍ଗିନି କପିଳ ଦେବଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୪।୧୨: ୧୮ ଜୁନ ୧୯୮୩ରେ କପିଳ ଦେବ ଟୁନବ୍ରିଜ ୱେଲ୍ସରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ଗ୍ରୁପ ମ୍ୟାଚରେ ଐତିହାସିକ ୧୭୫ ସ୍କୋର କରିଥିଲେ। ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି...

କୋହଲି-ଗାଙ୍ଗୁଲି କଳିକୁ ନେଇ ଏମିତି କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି। ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇଯିବାକୁ ନେଇ ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ବର୍ଷିଛନ୍ତି। ଗାଙ୍ଗୁଲି କହିଥିଲେ ଯେ, ବିରାଟ କୋହଲି...

ସଫଳତା ପାଇବା ପାଇଁ ବ୍ୟାଗ୍‌ରେ ଗୋବର ରଖୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କ୍ରିକେଟ ପଡ଼ିଆରେ ଅନେକ ସମୟରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖାଯାଏ। ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଖାୟା ଏଣ୍ଟିନି ସବୁଠୁ ନିଆରା। ସେ ଅନ୍ଧବିଶ୍ୱାସରେ ବହୁତ ବିଶ୍ୱାସ କରୁଥିେ।...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କ’ଣ, କାହିଁକି କରାଯାଇଛି ଏପରି ନାମକରଣ

ସେଞ୍ଚରିଆନ୍‌, ୨୪।୧୨: ଦକ୍ଷିଣ ଆଫ୍ରିକା-ଭାରତ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ପଛରେ କ’ଣ ଇତିହାସ ରହିଛି ଜାଣନ୍ତୁ। ଡିସେମ୍ବର ୨୬,...

ଶାସ୍ତ୍ରୀଙ୍କୁ ନେଇ ଅଶ୍ୱିନଙ୍କ ବିସ୍ଫୋରକ ବୟାନ; ସବା କରିମ କହିଲେ ଏଭଳି ଘଟଣା ଯୋଗୁ…

ନୂଆଦିଲ୍ଲୀ,୨୩।୧୨: ଗୋଟିଏ ପଟେ ବିରାଟ-ବିସିସିଆଇ ମଧ୍ୟରେ ବିବାଦ ଥମି ନ ଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ସେଇଟି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବିବୃତ୍ତିକୁ ନେଇ। ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି...

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଭାରତ ଗସ୍ତରେ ଏକ ଟେଷ୍ଟର ଗୋଟିଏ...

ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ...

ନୂଆ ଅବତାରରେ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ,୨୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ – ଟେଷ୍ଟ ସିରିଜ ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ନୂଆ ଅବତାର ଭାଇରାଲ ହେବାରେ ଲାଗିଛି। ଷ୍ଟାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri